ସାଂସଦ ପ୍ରଜ୍ଞା ଠାକୁର ପୁଣି ଅସୁସ୍ଥ
ନୂଆଦିଲ୍ଲୀ: ପୁଣି ଅସୁସ୍ଥ ହୋଇପଡ଼ିଲେ ବିଜେପିର ଭୋପାଲ ସାଂସଦ ପ୍ରଜ୍ଞା ସିଂହ ଠାକୁର। ଭୋପାଳରେ ଲଗାତର ବୈଠକ କରୁଥିବା ସାଧ୍ବୀ ପ୍ରଜ୍ଞା ଅଚାନକ୍ ଅସୁସ୍ଥ ହୋଇପଡ଼ିଥିଲେ। ରକ୍ତଚାପ ବୃଦ୍ଧି ଏବଂ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ସ୍ବତନ୍ତ୍ର ବିମାନ ଯୋଗେ ମୁମ୍ବାଇର କୋକିଳାବେନ୍ ହସ୍ପିଟାଲକୁ ନିଆଯାଇଥିବା ଜଣାପଡ଼ିଛି । Madhya Pradesh: Bhopal MP Pragya Singh Thakur taken to Mumbai after she complained of problem in breathing, will be […]
ନୂଆଦିଲ୍ଲୀ: ପୁଣି ଅସୁସ୍ଥ ହୋଇପଡ଼ିଲେ ବିଜେପିର ଭୋପାଲ ସାଂସଦ ପ୍ରଜ୍ଞା ସିଂହ ଠାକୁର। ଭୋପାଳରେ ଲଗାତର ବୈଠକ କରୁଥିବା ସାଧ୍ବୀ ପ୍ରଜ୍ଞା ଅଚାନକ୍ ଅସୁସ୍ଥ ହୋଇପଡ଼ିଥିଲେ। ରକ୍ତଚାପ ବୃଦ୍ଧି ଏବଂ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ସ୍ବତନ୍ତ୍ର ବିମାନ ଯୋଗେ ମୁମ୍ବାଇର କୋକିଳାବେନ୍ ହସ୍ପିଟାଲକୁ ନିଆଯାଇଥିବା ଜଣାପଡ଼ିଛି ।
Madhya Pradesh: Bhopal MP Pragya Singh Thakur taken to Mumbai after she complained of problem in breathing, will be admitted to Kokilaben hospital, according to the MP's office pic.twitter.com/D6PTlkjeAL
ଆହୁରି ପଢ଼ନ୍ତୁ: ଦିଲ୍ଲୀର ଟିକ୍ରି କଲାନ୍ରେ ଅଘଟଣ: ସିଏନ୍ଜି ଷ୍ଟେସନରେ ଗ୍ୟାସ୍ ଟାଙ୍କି ବିସ୍ଫୋରଣ, ଜଣେ ମୃତ ଓ ୬ ଆହତ— ANI (@ANI) March 6, 2021
ପୂର୍ବରୁ ସ୍ବାଧ୍ବୀ ପ୍ରଜ୍ଞାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ସେତେବେଳ ମଧ୍ଯ ସାଂସଦଙ୍କୁ ଶ୍ବାସକ୍ରିୟା କରିବାରେ କଷ୍ଟ ଅନୁଭବ ହେଉଥିଲା।
ସାଂସଦ ପ୍ରଜ୍ଞା ଠାକୁର ପୁଣି ଅସୁସ୍ଥ
ନୂଆଦିଲ୍ଲୀ: ପୁଣି ଅସୁସ୍ଥ ହୋଇପଡ଼ିଲେ ବିଜେପିର ଭୋପାଲ ସାଂସଦ ପ୍ରଜ୍ଞା ସିଂହ ଠାକୁର। ଭୋପାଳରେ ଲଗାତର ବୈଠକ କରୁଥିବା ସାଧ୍ବୀ ପ୍ରଜ୍ଞା ଅଚାନକ୍ ଅସୁସ୍ଥ ହୋଇପଡ଼ିଥିଲେ। ରକ୍ତଚାପ ବୃଦ୍ଧି ଏବଂ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ସ୍ବତନ୍ତ୍ର ବିମାନ ଯୋଗେ ମୁମ୍ବାଇର କୋକିଳାବେନ୍ ହସ୍ପିଟାଲକୁ ନିଆଯାଇଥିବା ଜଣାପଡ଼ିଛି ।
Madhya Pradesh: Bhopal MP Pragya Singh Thakur taken to Mumbai after she complained of problem in breathing, will be admitted to Kokilaben hospital, according to the MP's office pic.twitter.com/D6PTlkjeAL
— ANI (@ANI) March 6, 2021