ହଲ୍‌ରେ ଦଳାଚକଟା ମାମଲା: ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଗିରଫ…

The Sakala Picture
Published On

ମୁମ୍ବଇ: ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଗିରଫ। ହାଇଦ୍ରାବାଦରେ ଅଲ୍ଲୁ ଅର୍ଜୁନଙ୍କ ପୁଷ୍ପା-୨ ପ୍ରିମିୟର ଶୋ’ରେ ସନ୍ଧ୍ୟା ହଲ୍‌ ବାହାରେ ଦଳାଚକଟା ଘଟିଥିଲା। ଦଳାଚକଟାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ଆଜି ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରିଛି ପୁଲିସ। ସୂଚନା ଅନୁଯାୟୀ,  ଅଲ୍ଲୁ ଅର୍ଜୁନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୁଷ୍ପା-୨’ ଡିସେମ୍ବର ୪ରେ ରିଲିଜ୍ ହୋଇଥିଲା । ଫିଲ୍ମ ରିଲିଜ ବେଳେ ଅଭିନେତା ଓ ଫିଲ୍ମର ଅନ୍ୟ ସଦସ୍ୟ ପହଞ୍ଚିବା ବେଳେ ଘଟିଥିଲା ଭୟଙ୍କର ଦଲାଚକଟା […]

ମୁମ୍ବଇ: ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଗିରଫ। ହାଇଦ୍ରାବାଦରେ ଅଲ୍ଲୁ ଅର୍ଜୁନଙ୍କ ପୁଷ୍ପା-୨ ପ୍ରିମିୟର ଶୋ’ରେ ସନ୍ଧ୍ୟା ହଲ୍‌ ବାହାରେ ଦଳାଚକଟା ଘଟିଥିଲା। ଦଳାଚକଟାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ଆଜି ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରିଛି ପୁଲିସ।

ଆହୁରି ପଢ଼ନ୍ତୁ: "ନାଟୋ ଏକ ପେପର ଟାଇଗର": ହୋରମୁଜ୍ ପ୍ରଣାଳୀ ଓ ଇରାନ ଚୁକ୍ତି ନେଇ ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ବୟାନ

ସୂଚନା ଅନୁଯାୟୀ,  ଅଲ୍ଲୁ ଅର୍ଜୁନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୁଷ୍ପା-୨’ ଡିସେମ୍ବର ୪ରେ ରିଲିଜ୍ ହୋଇଥିଲା । ଫିଲ୍ମ ରିଲିଜ ବେଳେ ଅଭିନେତା ଓ ଫିଲ୍ମର ଅନ୍ୟ ସଦସ୍ୟ ପହଞ୍ଚିବା ବେଳେ ଘଟିଥିଲା ଭୟଙ୍କର ଦଲାଚକଟା ସ୍ଥିତି । ଭିଡ ଏତେ ମାତ୍ରାରେ ବଢିଥିଲା ଯେ ଦଳାଚକଟାରେ ଅନେକ ଲୋକ ଆହତ ହୋଇଥିବା ବେଳେ ଜଣେ ମହିଳା ତାଙ୍କ ପୁଅ ସହ ତଳେ ପଡିଯାଇଥିଲେ । ଗୁରୁତର ଅବସ୍ଥାରେ ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତରଖାନାରେ ମହିଳାଙ୍କର ମୃତ୍ୟୁ ଘଟିଥିଲା।  ଅନ୍ୟପଟେ ପୀଡିତଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ସହାୟତା ଦେଇଥିବା ଦାବି କରିଥିଲେ ଅଭିନେତା ଅଲ୍ଲୁ ଅର୍ଜୁନ।

ଆହୁରି ପଢ଼ନ୍ତୁ: ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା: ବୈଦିକ ମନ୍ତ୍ରୋଚ୍ଚାରଣ ସହ ଖୋଲିଲା ବଦ୍ରୀନାଥ ଧାମର କପାଟ

ଖବର ଅନୁଯାୟୀ, ଦଳାଚକଟା ଘଟଣାରେ ପୁଲିସ ପୂର୍ବରୁ ସନ୍ଧ୍ୟା ଥିଏଟରର ୩ ଜଣ ସଦସ୍ୟଙ୍କୁ ଗିରଫ କରିଛି ।

ଆହୁରି ପଢ଼ନ୍ତୁ: ପ୍ରାଣଘାତୀ ଆକ୍ରମଣରେ ଗୁରୁତର ଇରାନର ସୁପ୍ରିମ୍ ଲିଡର୍ ମୋଜତାବା ଖାମେନେଇ: ଗୋଡ଼ର ୩ ଥର ଅସ୍ତ୍ରୋପଚାର, ଜଳିଯାଇଛି ମୁହଁ

13 Dec 2024 By The Sakala

ହଲ୍‌ରେ ଦଳାଚକଟା ମାମଲା: ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଗିରଫ…

ମୁମ୍ବଇ: ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଗିରଫ। ହାଇଦ୍ରାବାଦରେ ଅଲ୍ଲୁ ଅର୍ଜୁନଙ୍କ ପୁଷ୍ପା-୨ ପ୍ରିମିୟର ଶୋ’ରେ ସନ୍ଧ୍ୟା ହଲ୍‌ ବାହାରେ ଦଳାଚକଟା ଘଟିଥିଲା। ଦଳାଚକଟାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ଆଜି ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରିଛି ପୁଲିସ।

ସୂଚନା ଅନୁଯାୟୀ,  ଅଲ୍ଲୁ ଅର୍ଜୁନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୁଷ୍ପା-୨’ ଡିସେମ୍ବର ୪ରେ ରିଲିଜ୍ ହୋଇଥିଲା । ଫିଲ୍ମ ରିଲିଜ ବେଳେ ଅଭିନେତା ଓ ଫିଲ୍ମର ଅନ୍ୟ ସଦସ୍ୟ ପହଞ୍ଚିବା ବେଳେ ଘଟିଥିଲା ଭୟଙ୍କର ଦଲାଚକଟା ସ୍ଥିତି । ଭିଡ ଏତେ ମାତ୍ରାରେ ବଢିଥିଲା ଯେ ଦଳାଚକଟାରେ ଅନେକ ଲୋକ ଆହତ ହୋଇଥିବା ବେଳେ ଜଣେ ମହିଳା ତାଙ୍କ ପୁଅ ସହ ତଳେ ପଡିଯାଇଥିଲେ । ଗୁରୁତର ଅବସ୍ଥାରେ ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତରଖାନାରେ ମହିଳାଙ୍କର ମୃତ୍ୟୁ ଘଟିଥିଲା।  ଅନ୍ୟପଟେ ପୀଡିତଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ସହାୟତା ଦେଇଥିବା ଦାବି କରିଥିଲେ ଅଭିନେତା ଅଲ୍ଲୁ ଅର୍ଜୁନ।

ଖବର ଅନୁଯାୟୀ, ଦଳାଚକଟା ଘଟଣାରେ ପୁଲିସ ପୂର୍ବରୁ ସନ୍ଧ୍ୟା ଥିଏଟରର ୩ ଜଣ ସଦସ୍ୟଙ୍କୁ ଗିରଫ କରିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର