ଜମ୍ମୁ ଓ କଶ୍ମୀରର ବାରାମୂଲାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ

The Sakala Picture
Published On

ଜମ୍ମୁ ଓ କଶ୍ମୀର: ଜମ୍ମୁ କାଶ୍ମୀରର ବାରାମୁଲ୍ଲା ଜିଲ୍ଲାର ଉରି ସେକ୍ଟରରେ ଆଜି ସକାଳେ ସୁରକ୍ଷା ବାହିନୀଙ୍କ ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି । ଏ ନେଇ ସେନା ଏବଂ ପୋଲିସ କର୍ମଚାରୀ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି । ଉରି ଅଞ୍ଚଳର ହାତଲଙ୍ଗାରେ ଏନକାଉଣ୍ଟର ଜାରି ରହିଛି । କଶ୍ମୀର ପୁଲିସ ଜୋନ୍ ଏକ ସୋଶାଲ ମିଡିଆ ପୋଷ୍ଟରେ ଏନେଇ ସୂଚନା ଦେଇଛି। ପୁଲିସ ସୂଚନା ଅନୁସାରେ, ବାରମୁଲ୍ଲା ଜିଲ୍ଲାର ହାଥଲଙ୍ଗା […]

ଜମ୍ମୁ ଓ କଶ୍ମୀର: ଜମ୍ମୁ କାଶ୍ମୀରର ବାରାମୁଲ୍ଲା ଜିଲ୍ଲାର ଉରି ସେକ୍ଟରରେ ଆଜି ସକାଳେ ସୁରକ୍ଷା ବାହିନୀଙ୍କ ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି । ଏ ନେଇ ସେନା ଏବଂ ପୋଲିସ କର୍ମଚାରୀ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି । ଉରି ଅଞ୍ଚଳର ହାତଲଙ୍ଗାରେ ଏନକାଉଣ୍ଟର ଜାରି ରହିଛି । କଶ୍ମୀର ପୁଲିସ ଜୋନ୍ ଏକ ସୋଶାଲ ମିଡିଆ ପୋଷ୍ଟରେ ଏନେଇ ସୂଚନା ଦେଇଛି। ପୁଲିସ ସୂଚନା ଅନୁସାରେ, ବାରମୁଲ୍ଲା ଜିଲ୍ଲାର ହାଥଲଙ୍ଗା ଉରି ଅଞ୍ଚଳରେ ଆତଙ୍କବାଦୀ ହମଲା କରିଥିଲା। ସେନା ଓ ପୁଲିସ ମିଳିତ ଭାବେ ପାଲଟା ଜବାବ ଦେଇଥିଲେ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରଦେଶ ରେୱାରେ ପୂର୍ବତନ ଜିଲ୍ଲା ଉପାଧ୍ୟକ୍ଷଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ, ଯୁବତୀଙ୍କ ସହ ଆପତ୍ତିଜନକ ଅବସ୍ଥାରେ ନେତା

ଅନ୍ୟପକ୍ଷରେ ଅନନ୍ତନାଗ ଜିଲ୍ଲାର କୋକରନାଗ ଜଙ୍ଗଲରେ ସୁରକ୍ଷା ବାହିନୀର ଆତଙ୍କବାଦ ନିରୋଧୀ ଅପରେସନ ଲଗାତାର ଚତୁର୍ଥ ଦିନ ପାଇଁ ଜାରି ରହିଛି। ଜଙ୍ଗଲରେ ଦୁଇରୁ ତିନି ଆତଙ୍କବାଦୀ ଲୁଚି ରହିଥିବାବେଳେ ଡ୍ରୋନ୍ ଦ୍ବାରା ସେମାନଙ୍କ ଗତିବିଧି ଉପରେ ନଜର ରଖାଯାଇଛି । ଆତଙ୍କବାଦୀମାନେ ଲୁଚିଥିବା ସନ୍ଦେହପୂର୍ଣ୍ଣ ଅଞ୍ଚଳରେ ଡ୍ରୋନ ଓ କ୍ବାଡକପ୍ ଟର ଦ୍ବାରା ବୋମା ନିକ୍ଷେପ କରାଯାଉଛି। ଆଇଇଡି ବ୍ଲାଷ୍ଟ କରି ଆତଙ୍କବାଦୀଙ୍କୁ ନିପାତ କରିବାକୁ ଉଦ୍ୟମ ଜାରି ରହିଛି। ବୁଧବାର ଠାରୁ ଆରମ୍ଭ ହୋଇଥିବା ଏହି ଏନକାଉଣ୍ଟରରେ ସେନାର ଜଣେ କର୍ଣ୍ଣେଲ ଓ ମେଜରଙ୍କ ସହ ଜଣେ ସୈନିକ ସହିଦ୍ ହୋଇଥିଲେ । ଏହି ଅପରେସନ ବେଳେ ଜମ୍ମୁ କାଶ୍ମୀର ପୋଲିସର ଜଣେ ଡିଏସପି ମଧ୍ୟ ପ୍ରାଣବଳି ଦେଇଥିଲେ ।

ଆହୁରି ପଢ଼ନ୍ତୁ: ମିର୍ଜାପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଦୁଇ ଟ୍ରକ୍ ମଝିରେ ଚାପିହୋଇଗଲା କାର୍, ୧୧ ମୃତ

16 Sep 2023 By The Sakala

ଜମ୍ମୁ ଓ କଶ୍ମୀରର ବାରାମୂଲାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ

ଜମ୍ମୁ ଓ କଶ୍ମୀର: ଜମ୍ମୁ କାଶ୍ମୀରର ବାରାମୁଲ୍ଲା ଜିଲ୍ଲାର ଉରି ସେକ୍ଟରରେ ଆଜି ସକାଳେ ସୁରକ୍ଷା ବାହିନୀଙ୍କ ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି । ଏ ନେଇ ସେନା ଏବଂ ପୋଲିସ କର୍ମଚାରୀ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି । ଉରି ଅଞ୍ଚଳର ହାତଲଙ୍ଗାରେ ଏନକାଉଣ୍ଟର ଜାରି ରହିଛି । କଶ୍ମୀର ପୁଲିସ ଜୋନ୍ ଏକ ସୋଶାଲ ମିଡିଆ ପୋଷ୍ଟରେ ଏନେଇ ସୂଚନା ଦେଇଛି। ପୁଲିସ ସୂଚନା ଅନୁସାରେ, ବାରମୁଲ୍ଲା ଜିଲ୍ଲାର ହାଥଲଙ୍ଗା ଉରି ଅଞ୍ଚଳରେ ଆତଙ୍କବାଦୀ ହମଲା କରିଥିଲା। ସେନା ଓ ପୁଲିସ ମିଳିତ ଭାବେ ପାଲଟା ଜବାବ ଦେଇଥିଲେ।

ଅନ୍ୟପକ୍ଷରେ ଅନନ୍ତନାଗ ଜିଲ୍ଲାର କୋକରନାଗ ଜଙ୍ଗଲରେ ସୁରକ୍ଷା ବାହିନୀର ଆତଙ୍କବାଦ ନିରୋଧୀ ଅପରେସନ ଲଗାତାର ଚତୁର୍ଥ ଦିନ ପାଇଁ ଜାରି ରହିଛି। ଜଙ୍ଗଲରେ ଦୁଇରୁ ତିନି ଆତଙ୍କବାଦୀ ଲୁଚି ରହିଥିବାବେଳେ ଡ୍ରୋନ୍ ଦ୍ବାରା ସେମାନଙ୍କ ଗତିବିଧି ଉପରେ ନଜର ରଖାଯାଇଛି । ଆତଙ୍କବାଦୀମାନେ ଲୁଚିଥିବା ସନ୍ଦେହପୂର୍ଣ୍ଣ ଅଞ୍ଚଳରେ ଡ୍ରୋନ ଓ କ୍ବାଡକପ୍ ଟର ଦ୍ବାରା ବୋମା ନିକ୍ଷେପ କରାଯାଉଛି। ଆଇଇଡି ବ୍ଲାଷ୍ଟ କରି ଆତଙ୍କବାଦୀଙ୍କୁ ନିପାତ କରିବାକୁ ଉଦ୍ୟମ ଜାରି ରହିଛି। ବୁଧବାର ଠାରୁ ଆରମ୍ଭ ହୋଇଥିବା ଏହି ଏନକାଉଣ୍ଟରରେ ସେନାର ଜଣେ କର୍ଣ୍ଣେଲ ଓ ମେଜରଙ୍କ ସହ ଜଣେ ସୈନିକ ସହିଦ୍ ହୋଇଥିଲେ । ଏହି ଅପରେସନ ବେଳେ ଜମ୍ମୁ କାଶ୍ମୀର ପୋଲିସର ଜଣେ ଡିଏସପି ମଧ୍ୟ ପ୍ରାଣବଳି ଦେଇଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର