ରେଳ ଷ୍ଟେସନରେ ଛେପ ପକାଇଲେ ଓ ମାସ୍କ ନ ପିନ୍ଧିଥିଲେ ୫୦୦ ଟଙ୍କା ଜରିମାନା

The Sakala Picture
Published On

ନୂଆଦିଲ୍ଲୀ: ରେଳ ଷ୍ଟେସନ ଏବଂ ଟ୍ରେନ ଭିତରେ ମାସ୍କ  ନ ପିନ୍ଧିଲେ ୫୦୦ ଟଙ୍କା ଜରିମାନା‌ ଦେବାକୁ ପଡ଼ିବ। ଏ ନେଇ ଭାରତୀୟ ରେଳବାଇ ପକ୍ଷରୁ କୁହାଯାଇଛି। ଏଥିସହ ଯାତ୍ରୀ କିମ୍ବା ଅନ୍ୟ କର୍ମଚାରୀଙ୍କ ଦ୍ୱାରା ଛେପ ପକାଇବାକୁ ମଧ୍ୟ ବାରଣ କରିଛି। ଯେଉଁମାନେ ଛେପ ପକାଇବେ ଏବଂ ସଠିକ୍‌ ଭାବେ ମାସ୍କ ପିନ୍ଧି ନ ଥିବେ ସେମାନଙ୍କୁ ୫୦୦ ଟଙ୍କା ଜରିମାନା ଦେବାକୁ ପଡିବ ବୋଲି ରେଳବାଇ କହିଛି। ସୂଚନା ଅନୁଯାୟୀ ଫେସମାସ୍କ ବ୍ୟତୀତ, ଅନ୍ୟ […]

ନୂଆଦିଲ୍ଲୀ: ରେଳ ଷ୍ଟେସନ ଏବଂ ଟ୍ରେନ ଭିତରେ ମାସ୍କ  ନ ପିନ୍ଧିଲେ ୫୦୦ ଟଙ୍କା ଜରିମାନା‌ ଦେବାକୁ ପଡ଼ିବ। ଏ ନେଇ ଭାରତୀୟ ରେଳବାଇ ପକ୍ଷରୁ କୁହାଯାଇଛି। ଏଥିସହ ଯାତ୍ରୀ କିମ୍ବା ଅନ୍ୟ କର୍ମଚାରୀଙ୍କ ଦ୍ୱାରା ଛେପ ପକାଇବାକୁ ମଧ୍ୟ ବାରଣ କରିଛି। ଯେଉଁମାନେ ଛେପ ପକାଇବେ ଏବଂ ସଠିକ୍‌ ଭାବେ ମାସ୍କ ପିନ୍ଧି ନ ଥିବେ ସେମାନଙ୍କୁ ୫୦୦ ଟଙ୍କା ଜରିମାନା ଦେବାକୁ ପଡିବ ବୋଲି ରେଳବାଇ କହିଛି।

ଆହୁରି ପଢ଼ନ୍ତୁ: ସିଇସିଙ୍କ ବିରୋଧରେ ଅକ୍ଟୋବର ୧୦ରେ ଜନ୍ତର ମନ୍ତରରେ ବିକ୍ଷୋଭ: ଦିଲ୍ଲୀ ପୋଲିସକୁ ଔପଚାରିକ ସୂଚନା ଦେଲେ ସୌରଭ ଦାସ

ସୂଚନା ଅନୁଯାୟୀ ଫେସମାସ୍କ ବ୍ୟତୀତ, ଅନ୍ୟ କୋଭିଡ୍‌ ପ୍ରୋଟୋକଲଗୁଡ଼ିକ ଅନୁସାରେ ସାମାଜିକ ଦୂରତା ବଜାୟ ରଖିବା, ଷ୍ଟେସନର ପ୍ରବେଶ ଏବଂ ପ୍ରସ୍ଥାନ ସମୟରେ ଥର୍ମାଲ୍‌ ସ୍କ୍ରିନିଂ ଓ ଯାତ୍ରୀମାନଙ୍କୁ ସେମାନଙ୍କ ହାତକୁ ସାନିଟାଇଜ କରିବାକୁ ମଧ୍ୟ କୁହାଯାଇଛି।

ଆହୁରି ପଢ଼ନ୍ତୁ: ନିଶା କାରବାର ବିରୋଧରେ ସ୍ୱର ଉତ୍ତୋଳନ କରିବାରୁ ସାମାଜିକ କର୍ମୀଙ୍କୁ ହତ୍ୟା: ଫେସବୁକ୍ ଲାଇଭ୍‌ରେ କଏଦ ହେଲା ଲୋମଟାଙ୍କୁରା ଦୃଶ୍ୟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର