ଖରାପ ହେଲା କେବଲ କାର୍: ମଝି ଆକାଶରେ ଫସି ରହିଲେ ପର୍ଯ୍ଯଟକ

The Sakala Picture
Published On

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ପରଓ୍ୱାନୁରେ ଥିବା ଟିମ୍ବର ଟ୍ରେଲରେ ମଝି ଆକାଶରେ ଏକ କେବଲ କାର ଖରାପ ହୋଇଯାଇଥିଲା। ଫଳରେ ଏଥିରେ ଥିବା ପର୍ଯ୍ଯଟକମାନେ ମଝି ଆକାଶରେ ଝୁଲି ରହିଥିଲେ। ସେମାନଙ୍କ ମଧ୍ଯରୁ ୨ ଜଣଙ୍କୁ ଉଦ୍ଧାର କରାଯାଇଛି। ଅନ୍ୟମାନଙ୍କୁ ଉଦ୍ଧାର ପାଇଁ ସେନାକୁ ନିୟୋଜିତ କରାଯାଇଛି। #WATCH | Himachal Pradesh: Rescue operation underway at Parwanoo Timber Trail where a cable car trolly with tourists is stuck mid-air. pic.twitter.com/VWR13M8wLV […]

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ପରଓ୍ୱାନୁରେ ଥିବା ଟିମ୍ବର ଟ୍ରେଲରେ ମଝି ଆକାଶରେ ଏକ କେବଲ କାର ଖରାପ ହୋଇଯାଇଥିଲା। ଫଳରେ ଏଥିରେ ଥିବା ପର୍ଯ୍ଯଟକମାନେ ମଝି ଆକାଶରେ ଝୁଲି ରହିଥିଲେ। ସେମାନଙ୍କ ମଧ୍ଯରୁ ୨ ଜଣଙ୍କୁ ଉଦ୍ଧାର କରାଯାଇଛି। ଅନ୍ୟମାନଙ୍କୁ ଉଦ୍ଧାର ପାଇଁ ସେନାକୁ ନିୟୋଜିତ କରାଯାଇଛି।

ଆହୁରି ପଢ଼ନ୍ତୁ: ହୋଲି ରାତିରେ ଅମ୍ବିକାପୁରରେ ଲୋମହର୍ଷଣକାରୀ ଘଟଣା: ବାପାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ପୁଅ, ପାଣି ଟାଙ୍କିରେ ଲୁଚାଇଲା ଶବ

ସୂଚନା ଅନୁଯାୟୀ, ମୋଟ ୧୫ ଜଣ ବ୍ୟକ୍ତି ଦୁଇଟି କେବୁଲ କାରରେ ଫସି ରହିଥିଲେ। ଉପର ଟ୍ରଲିରେ ଚାରି ଜଣ ଏବଂ ଡାଉନହିଲ୍ ଟ୍ରଲିରେ ୧୧ ଜଣ ଫସି ରହିଥିଲେ।

20 Jun 2022 By The Sakala

ଖରାପ ହେଲା କେବଲ କାର୍: ମଝି ଆକାଶରେ ଫସି ରହିଲେ ପର୍ଯ୍ଯଟକ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ପରଓ୍ୱାନୁରେ ଥିବା ଟିମ୍ବର ଟ୍ରେଲରେ ମଝି ଆକାଶରେ ଏକ କେବଲ କାର ଖରାପ ହୋଇଯାଇଥିଲା। ଫଳରେ ଏଥିରେ ଥିବା ପର୍ଯ୍ଯଟକମାନେ ମଝି ଆକାଶରେ ଝୁଲି ରହିଥିଲେ। ସେମାନଙ୍କ ମଧ୍ଯରୁ ୨ ଜଣଙ୍କୁ ଉଦ୍ଧାର କରାଯାଇଛି। ଅନ୍ୟମାନଙ୍କୁ ଉଦ୍ଧାର ପାଇଁ ସେନାକୁ ନିୟୋଜିତ କରାଯାଇଛି।

ସୂଚନା ଅନୁଯାୟୀ, ମୋଟ ୧୫ ଜଣ ବ୍ୟକ୍ତି ଦୁଇଟି କେବୁଲ କାରରେ ଫସି ରହିଥିଲେ। ଉପର ଟ୍ରଲିରେ ଚାରି ଜଣ ଏବଂ ଡାଉନହିଲ୍ ଟ୍ରଲିରେ ୧୧ ଜଣ ଫସି ରହିଥିଲେ।

https://www.thesakala.in/national-international/cable-car-trolly-with-tourists-is-stuck-mid-air/article-12631
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର