ମନୋରଞ୍ଜନ

ସଲମାନ ଖାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହଠାତ୍ ଅଦୃଶ୍ୟ, X ପେଜ୍ ସକ୍ରିୟ ଥିବାରୁ ପ୍ରଶଂସକଙ୍କ ମଧ୍ୟରେ ଛନକା
ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା

ଚର୍ଚ୍ଚରେ ଭୟଙ୍କର ଗୁଳିକାଣ୍ଡ, ୫୦ ଜଣ ପ୍ରାଣ ହରାଇଥିବା ଆଶଙ୍କା

The Sakala Picture
Published On

ନାଇଜେରିଆ: ନାଇଜେରିଆରେ ଏକ ଚର୍ଚ୍ଚରେ ରବିବାର ଭୟଙ୍କର ଗୁଳିକାଣ୍ଡ ଘଟିଛି। ଏଥିରେ ୫୦ ଜଣ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି । ଦେଶର ଓଣ୍ଡୋ ପ୍ରଦେଶରେ ଥିବା ସେଣ୍ଟ ଫ୍ରାନ୍ସିସ୍ କ୍ୟାଥୋଲିକ୍ ଚର୍ଚ୍ଚ ଉପରେ ଆତତାୟୀମାନେ ଆକ୍ରମଣ କରିଥିଲେ। ପ୍ରଥମେ ସେମାନେ ଲୋକଙ୍କ ଉପରେ ଆଖିବୁଜା ଗୁଳି ମାଡ଼ କରିଥିଲେ। ଏହାପରେ ବିସ୍ଫୋରଣ ଘଟାଇଥିଲେ । ମୃତକଙ୍କ ମଧ୍ୟରେ ଅନେକ ପିଲା ରହିଥିବା ଜଣାପଡ଼ିଛି । ରିପୋର୍ଟ ମୁତାବକ, ନାଇଜେରିଆ ସରକାର ଏପର୍ଯ୍ଯନ୍ତ ଅଫିସିଆଲ ଭାବେ ମୃତକଙ୍କ […]

ନାଇଜେରିଆ: ନାଇଜେରିଆରେ ଏକ ଚର୍ଚ୍ଚରେ ରବିବାର ଭୟଙ୍କର ଗୁଳିକାଣ୍ଡ ଘଟିଛି। ଏଥିରେ ୫୦ ଜଣ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି । ଦେଶର ଓଣ୍ଡୋ ପ୍ରଦେଶରେ ଥିବା ସେଣ୍ଟ ଫ୍ରାନ୍ସିସ୍ କ୍ୟାଥୋଲିକ୍ ଚର୍ଚ୍ଚ ଉପରେ ଆତତାୟୀମାନେ ଆକ୍ରମଣ କରିଥିଲେ। ପ୍ରଥମେ ସେମାନେ ଲୋକଙ୍କ ଉପରେ ଆଖିବୁଜା ଗୁଳି ମାଡ଼ କରିଥିଲେ। ଏହାପରେ ବିସ୍ଫୋରଣ ଘଟାଇଥିଲେ । ମୃତକଙ୍କ ମଧ୍ୟରେ ଅନେକ ପିଲା ରହିଥିବା ଜଣାପଡ଼ିଛି ।

ଆହୁରି ପଢ଼ନ୍ତୁ: ଟ୍ୱିଶା ଶର୍ମା ମୃତ୍ୟୁ ମାମଲା: ପୋଷ୍ଟମର୍ଟମ ରିପୋର୍ଟରେ ଖଣ୍ଡନ ହେଲା ଡ୍ରଗ୍ସ ସେବନ ଅଭିଯୋଗ, ଜିମ୍ନାଷ୍ଟିକ୍ ବେଲ୍ଟକୁ ନେଇ ବଢ଼ିଲା ସନ୍ଦେହ

ରିପୋର୍ଟ ମୁତାବକ, ନାଇଜେରିଆ ସରକାର ଏପର୍ଯ୍ଯନ୍ତ ଅଫିସିଆଲ ଭାବେ ମୃତକଙ୍କ ସଂଖ୍ୟା ଘୋଷଣା କରିନାହିଁ। ଏହା କେବଳ ଅନୁମାନ ଲଗାଯାଉଛି। କିଏ ଏବଂ କ’ଣ ପାଇଁ ଗୁଳିକାଣ୍ଡ ଘଟାଇଛି, ତାହା ବିଷୟରେ ମଧ୍ୟ ଏପର୍ଯ୍ଯନ୍ତ କିଛି ଖବର ମିଳିନାହିଁ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ କରୁଛି। ସେହିଭଳି ନାଇଜେରିଆ ସୁରକ୍ଷାକର୍ମୀ ମଧ୍ୟ ଏହି ମାମଲାରେ କିଛି କହୁନାହାନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପିଟିସନ୍ କମିଟିର ନୂଆ ଅଧ୍ୟକ୍ଷ ହେଲେ ରାଘବ ଚଢା, ମିଳିଲା ବଡ଼ ଦାୟିତ୍ୱ

ମିଡିଆ ରିପୋର୍ଟ ଅନୁସାରେ, ନାଇଜେରିୟାର ଓଣ୍ଡୋ ସହର ସ୍ଥିତ ସେଣ୍ଟ ଫ୍ରାସିସ ଚର୍ଚ୍ଚରେ କିଛି ଆତତାୟୀ ଅଚାନକ ପସି ଗୁଳିଚାଳନା କରିଥିଲେ। କେବଳ ଆକ୍ରମଣ ନୁହେଁ ବିସ୍ଫୋରଣ ମଧ୍ୟ କରିଥିଲେ। ସେତେବେଳେ ଚର୍ଚ୍ଚରେ ବହୁତ ଭିଡ ରହିଥିଲା। ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟ କ୍ରୋଧ ରହିଛି। ଏହାକୁ ନିନ୍ଦା ମଧ୍ୟ କରାଯାଉଛି।

ଆହୁରି ପଢ଼ନ୍ତୁ: ଯୌନ ଅପରାଧ ମାମଲାଗୁଡ଼ିକ ତୁରନ୍ତ ରୁଜୁ କର, ଦୋଷୀଙ୍କୁ କଠୋର ଦଣ୍ଡ ସୁନିଶ୍ଚିତ କର: ପୋଲିସକୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟଙ୍କ ନିର୍ଦ୍ଦେଶ

06 Jun 2022 By The Sakala

ଚର୍ଚ୍ଚରେ ଭୟଙ୍କର ଗୁଳିକାଣ୍ଡ, ୫୦ ଜଣ ପ୍ରାଣ ହରାଇଥିବା ଆଶଙ୍କା

ନାଇଜେରିଆ: ନାଇଜେରିଆରେ ଏକ ଚର୍ଚ୍ଚରେ ରବିବାର ଭୟଙ୍କର ଗୁଳିକାଣ୍ଡ ଘଟିଛି। ଏଥିରେ ୫୦ ଜଣ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି । ଦେଶର ଓଣ୍ଡୋ ପ୍ରଦେଶରେ ଥିବା ସେଣ୍ଟ ଫ୍ରାନ୍ସିସ୍ କ୍ୟାଥୋଲିକ୍ ଚର୍ଚ୍ଚ ଉପରେ ଆତତାୟୀମାନେ ଆକ୍ରମଣ କରିଥିଲେ। ପ୍ରଥମେ ସେମାନେ ଲୋକଙ୍କ ଉପରେ ଆଖିବୁଜା ଗୁଳି ମାଡ଼ କରିଥିଲେ। ଏହାପରେ ବିସ୍ଫୋରଣ ଘଟାଇଥିଲେ । ମୃତକଙ୍କ ମଧ୍ୟରେ ଅନେକ ପିଲା ରହିଥିବା ଜଣାପଡ଼ିଛି ।

ରିପୋର୍ଟ ମୁତାବକ, ନାଇଜେରିଆ ସରକାର ଏପର୍ଯ୍ଯନ୍ତ ଅଫିସିଆଲ ଭାବେ ମୃତକଙ୍କ ସଂଖ୍ୟା ଘୋଷଣା କରିନାହିଁ। ଏହା କେବଳ ଅନୁମାନ ଲଗାଯାଉଛି। କିଏ ଏବଂ କ’ଣ ପାଇଁ ଗୁଳିକାଣ୍ଡ ଘଟାଇଛି, ତାହା ବିଷୟରେ ମଧ୍ୟ ଏପର୍ଯ୍ଯନ୍ତ କିଛି ଖବର ମିଳିନାହିଁ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ କରୁଛି। ସେହିଭଳି ନାଇଜେରିଆ ସୁରକ୍ଷାକର୍ମୀ ମଧ୍ୟ ଏହି ମାମଲାରେ କିଛି କହୁନାହାନ୍ତି।

ମିଡିଆ ରିପୋର୍ଟ ଅନୁସାରେ, ନାଇଜେରିୟାର ଓଣ୍ଡୋ ସହର ସ୍ଥିତ ସେଣ୍ଟ ଫ୍ରାସିସ ଚର୍ଚ୍ଚରେ କିଛି ଆତତାୟୀ ଅଚାନକ ପସି ଗୁଳିଚାଳନା କରିଥିଲେ। କେବଳ ଆକ୍ରମଣ ନୁହେଁ ବିସ୍ଫୋରଣ ମଧ୍ୟ କରିଥିଲେ। ସେତେବେଳେ ଚର୍ଚ୍ଚରେ ବହୁତ ଭିଡ ରହିଥିଲା। ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟ କ୍ରୋଧ ରହିଛି। ଏହାକୁ ନିନ୍ଦା ମଧ୍ୟ କରାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର