ଭୋପାଳ ସ୍ଥିତ ସତପୁରା ଭବନରେ ଭୟାବହ ଅଗ୍ନିକାଣ୍ଡ, ଅନେକ ପ୍ରମୁଖ ସରକାରୀ କାଗଜପତ୍ର ପୋଡି ପାଉଁଶ

The Sakala Picture
Published On

ଭୋପାଳ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ସ୍ଥିତ ସତପୁରା ଭବନରେ ଭୟାବହ ଅଗ୍ନିକାଣ୍ଡ । ସତପୁରା ଭବନର ୩ୟ ମହଲାରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଏହି ବିଲ୍ଡିଂର ୩ୟ ମହଲାରେ ସ୍ୱାସ୍ଥ୍ୟ ବିଭାଗ ସମେତ ଅନେକ ସରକାରୀ ବିଭାଗର ଅଫିସ ବି ଅଛି। ତେଣୁ ଅଗ୍ନିକାଣ୍ଡରେ କାର୍ଯ୍ୟାଳୟରେ ରଖାଯାଇ ଥିବା ଅନେକ ପ୍ରମୁଖ କାଗଜପତ୍ର ଜଳି ପାଉଁଶ ହୋଇ ଯାଇଥିବା ସୂଚନା ମିଳିଛି । ତେବେ ନିଆଁ ଲାଗିବାର କାରଣ ଏବେ ବି ଅସ୍ପଷ୍ଟ ଥିବାବେଳେ […]

ଭୋପାଳ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ସ୍ଥିତ ସତପୁରା ଭବନରେ ଭୟାବହ ଅଗ୍ନିକାଣ୍ଡ । ସତପୁରା ଭବନର ୩ୟ ମହଲାରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଏହି ବିଲ୍ଡିଂର ୩ୟ ମହଲାରେ ସ୍ୱାସ୍ଥ୍ୟ ବିଭାଗ ସମେତ ଅନେକ ସରକାରୀ ବିଭାଗର ଅଫିସ ବି ଅଛି। ତେଣୁ ଅଗ୍ନିକାଣ୍ଡରେ କାର୍ଯ୍ୟାଳୟରେ ରଖାଯାଇ ଥିବା ଅନେକ ପ୍ରମୁଖ କାଗଜପତ୍ର ଜଳି ପାଉଁଶ ହୋଇ ଯାଇଥିବା ସୂଚନା ମିଳିଛି । ତେବେ ନିଆଁ ଲାଗିବାର କାରଣ ଏବେ ବି ଅସ୍ପଷ୍ଟ ଥିବାବେଳେ ଏସିରେ ବ୍ଲାଷ୍ଟ ହେବା କାରଣରୁ ଏହି ନିଆଁ ଲାଗିଥିବା କିଛି ମିଡ଼ିଆ ରିପୋର୍ଟରେ କୁହାଯାଉଛି ।

ଆହୁରି ପଢ଼ନ୍ତୁ: ବିଜନୌରରେ ଚାଞ୍ଚଲ୍ୟ: କ୍ଲିନିକ ଭିତରେ ପଶି ଡାକ୍ତରଙ୍କୁ ଗୁଳି କରି ହତ୍ୟା, ବାଇକ ଛାଡ଼ି ଫେରାର ହେଲା ଦୁର୍ବୃତ୍ତ

12 Jun 2023 By The Sakala

ଭୋପାଳ ସ୍ଥିତ ସତପୁରା ଭବନରେ ଭୟାବହ ଅଗ୍ନିକାଣ୍ଡ, ଅନେକ ପ୍ରମୁଖ ସରକାରୀ କାଗଜପତ୍ର ପୋଡି ପାଉଁଶ

ଭୋପାଳ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ସ୍ଥିତ ସତପୁରା ଭବନରେ ଭୟାବହ ଅଗ୍ନିକାଣ୍ଡ । ସତପୁରା ଭବନର ୩ୟ ମହଲାରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଏହି ବିଲ୍ଡିଂର ୩ୟ ମହଲାରେ ସ୍ୱାସ୍ଥ୍ୟ ବିଭାଗ ସମେତ ଅନେକ ସରକାରୀ ବିଭାଗର ଅଫିସ ବି ଅଛି। ତେଣୁ ଅଗ୍ନିକାଣ୍ଡରେ କାର୍ଯ୍ୟାଳୟରେ ରଖାଯାଇ ଥିବା ଅନେକ ପ୍ରମୁଖ କାଗଜପତ୍ର ଜଳି ପାଉଁଶ ହୋଇ ଯାଇଥିବା ସୂଚନା ମିଳିଛି । ତେବେ ନିଆଁ ଲାଗିବାର କାରଣ ଏବେ ବି ଅସ୍ପଷ୍ଟ ଥିବାବେଳେ ଏସିରେ ବ୍ଲାଷ୍ଟ ହେବା କାରଣରୁ ଏହି ନିଆଁ ଲାଗିଥିବା କିଛି ମିଡ଼ିଆ ରିପୋର୍ଟରେ କୁହାଯାଉଛି ।

https://www.thesakala.in/national-international/a-massive-fire-broke-out-in-the-building-of-bhopals-satpura-bhawan/article-22537
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର