ବାଂଲାଦେଶ: ନୌକାରେ ଅଗ୍ନିକାଣ୍ଡ, ୩୨ ଜୀବନ୍ତ ଦଗ୍ଧ

The Sakala Picture
Published On

ଢାକା: ବାଂଲାଦେଶରେ ଏକ ନୌକାରେ ଅଗ୍ନିକାଣ୍ଡ ଘଟିବା ଫଳରେ ୩୨ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଶୁକ୍ରବାର ଭୋର ସମୟରେ ରାଜଧାନୀ ଢାକାଠାରୁ ୨୫୦ କିଲୋମିଟର ଦକ୍ଷିଣକୁ ଝାଲୋକାଠି ଗ୍ରାମାଞ୍ଚଳ ବଜାର ନିକଟରେ ଏହି ଅଘଟଣ ଘଟିଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ,  ବାଂଲାଦେଶର ଦକ୍ଷିଣ ଭାଗରେ ଏହି ଦୁର୍ଘଟଣା ଘଟିଛି ।  ଏହି ବିଶାଳ ନୌକାରେ ପ୍ରାୟ ୫୦୦ ଲୋକ ଥିଲେ । ତିନି ମହଲା ବିଶିଷ୍ଟ ଏହି ନୌକା ଓଭିଜାନ ୧୦ […]

ଢାକା: ବାଂଲାଦେଶରେ ଏକ ନୌକାରେ ଅଗ୍ନିକାଣ୍ଡ ଘଟିବା ଫଳରେ ୩୨ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଶୁକ୍ରବାର ଭୋର ସମୟରେ ରାଜଧାନୀ ଢାକାଠାରୁ ୨୫୦ କିଲୋମିଟର ଦକ୍ଷିଣକୁ ଝାଲୋକାଠି ଗ୍ରାମାଞ୍ଚଳ ବଜାର ନିକଟରେ ଏହି ଅଘଟଣ ଘଟିଛି ।

ଆହୁରି ପଢ଼ନ୍ତୁ: ଜାତିଗତ ଜନଗଣନା ରୋକିବା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ, ପିଟିସନରଙ୍କ ଭାଷାକୁ ନେଇ କ୍ଷୁବ୍ଧ ହେଲେ ପ୍ରଧାନ ବିଚାରପତି

ପୁଲିସ ସୂତ୍ରରୁ ପ୍ରକାଶ ଯେ,  ବାଂଲାଦେଶର ଦକ୍ଷିଣ ଭାଗରେ ଏହି ଦୁର୍ଘଟଣା ଘଟିଛି ।  ଏହି ବିଶାଳ ନୌକାରେ ପ୍ରାୟ ୫୦୦ ଲୋକ ଥିଲେ । ତିନି ମହଲା ବିଶିଷ୍ଟ ଏହି ନୌକା ଓଭିଜାନ ୧୦ ଯାତ୍ରା କରୁଥିବା ସମୟରେ ମଝି ନଈରେ ସେଥିରେ ନିଆଁ ଲାଗିଥିଲା । ଅଗ୍ନିକାଣ୍ଡ ପରେ ତାହା ଭିତରୁ ୩୨ଟି ମୃତଦେହ ଉଦ୍ଧାର କରାଯାଇଛି । ଏହି ସଂଖ୍ୟା ଆହୁରି ବୃଦ୍ଧିପାଇବା ଆଶଙ୍କା କରାଯାଉଛି । ନୌକାର ଇଞ୍ଜିନ ଥିବା ପ୍ରକୋଷ୍ଠରୁ ନିଆଁ ବାହାରି ସମୁଦାୟ ନୌକାକୁ ବ୍ୟାପିଥିବା ଅନୁମାନ କରାଯାଉଛି । ଇତିମଧ୍ୟରେ ପୋଡିଯାଇ ଆହତ ହୋଇଥିବା ପ୍ରାୟ ୧୦୦ରୁ ଅଧିକ ଲୋକଙ୍କୁ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଆହୁରି ପଢ଼ନ୍ତୁ: ହାଏତିର ଐତିହାସିକ ଲା ଫେରିଏରେ ଦୁର୍ଗରେ ଭୟାବହ ଦଳାଚକଟା, ୩୦ ଜଣଙ୍କ ମୃତ୍ୟୁ

24 Dec 2021 By The Sakala

ବାଂଲାଦେଶ: ନୌକାରେ ଅଗ୍ନିକାଣ୍ଡ, ୩୨ ଜୀବନ୍ତ ଦଗ୍ଧ

ଢାକା: ବାଂଲାଦେଶରେ ଏକ ନୌକାରେ ଅଗ୍ନିକାଣ୍ଡ ଘଟିବା ଫଳରେ ୩୨ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଶୁକ୍ରବାର ଭୋର ସମୟରେ ରାଜଧାନୀ ଢାକାଠାରୁ ୨୫୦ କିଲୋମିଟର ଦକ୍ଷିଣକୁ ଝାଲୋକାଠି ଗ୍ରାମାଞ୍ଚଳ ବଜାର ନିକଟରେ ଏହି ଅଘଟଣ ଘଟିଛି ।

ପୁଲିସ ସୂତ୍ରରୁ ପ୍ରକାଶ ଯେ,  ବାଂଲାଦେଶର ଦକ୍ଷିଣ ଭାଗରେ ଏହି ଦୁର୍ଘଟଣା ଘଟିଛି ।  ଏହି ବିଶାଳ ନୌକାରେ ପ୍ରାୟ ୫୦୦ ଲୋକ ଥିଲେ । ତିନି ମହଲା ବିଶିଷ୍ଟ ଏହି ନୌକା ଓଭିଜାନ ୧୦ ଯାତ୍ରା କରୁଥିବା ସମୟରେ ମଝି ନଈରେ ସେଥିରେ ନିଆଁ ଲାଗିଥିଲା । ଅଗ୍ନିକାଣ୍ଡ ପରେ ତାହା ଭିତରୁ ୩୨ଟି ମୃତଦେହ ଉଦ୍ଧାର କରାଯାଇଛି । ଏହି ସଂଖ୍ୟା ଆହୁରି ବୃଦ୍ଧିପାଇବା ଆଶଙ୍କା କରାଯାଉଛି । ନୌକାର ଇଞ୍ଜିନ ଥିବା ପ୍ରକୋଷ୍ଠରୁ ନିଆଁ ବାହାରି ସମୁଦାୟ ନୌକାକୁ ବ୍ୟାପିଥିବା ଅନୁମାନ କରାଯାଉଛି । ଇତିମଧ୍ୟରେ ପୋଡିଯାଇ ଆହତ ହୋଇଥିବା ପ୍ରାୟ ୧୦୦ରୁ ଅଧିକ ଲୋକଙ୍କୁ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର