ଚାହା ପିଇବାବେଳେ ଯୁବକଙ୍କୁ ପଛପଟୁ ଛୁରାମାଡ଼ କଲେ ଦୁର୍ବୃତ୍ତ, କାରଣ ଅସ୍ପଷ୍ଟ

The Sakala Picture
Published On

କେନ୍ଦୁଝର: ଦୋକାନରେ ଚାହା ପିଇବାବେଳେ ଯୁବକଙ୍କୁ ଛୁରାମାଡ଼ । କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ପୁରୁଣା ବସଷ୍ଟାଣ୍ଡ ନିକଟରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଦୁର୍ବୃତ୍ତଙ୍କ ଛୁରାମାଡ଼ରେ ଏମଡି ଆକବର୍ ନାମକ ଜଣେ ଯୁବକ ଗୁରୁତର ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ବଡ଼ବିଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଆଜି ସକାଳେ ସାଙ୍ଗଙ୍କ ସହ ବସି ଦୋକାନରେ ଚାହା ପିଉଥିବାବେଳେ ହଠାତ୍ ୭ରୁ ୮ଜଣ ଦୁର୍ବୃତ୍ତ ଆସି ଆକବରଙ୍କୁ ଛୁରାମାଡ଼ କରି ଚମ୍ପଟ ମାରିଥିଲେ । […]

କେନ୍ଦୁଝର: ଦୋକାନରେ ଚାହା ପିଇବାବେଳେ ଯୁବକଙ୍କୁ ଛୁରାମାଡ଼ । କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ପୁରୁଣା ବସଷ୍ଟାଣ୍ଡ ନିକଟରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଦୁର୍ବୃତ୍ତଙ୍କ ଛୁରାମାଡ଼ରେ ଏମଡି ଆକବର୍ ନାମକ ଜଣେ ଯୁବକ ଗୁରୁତର ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ବଡ଼ବିଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆହୁରି ପଢ଼ନ୍ତୁ: ଅନୁଗୁଳର ନରହନ୍ତା ଦନ୍ତାକୁ ସାତକୋଶିଆରେ ଛାଡିବାକୁ ସ୍ଥାନୀୟ ଅଞ୍ଚଳରେ ବିରୋଧ

ସୂଚନା ଅନୁସାରେ, ଆଜି ସକାଳେ ସାଙ୍ଗଙ୍କ ସହ ବସି ଦୋକାନରେ ଚାହା ପିଉଥିବାବେଳେ ହଠାତ୍ ୭ରୁ ୮ଜଣ ଦୁର୍ବୃତ୍ତ ଆସି ଆକବରଙ୍କୁ ଛୁରାମାଡ଼ କରି ଚମ୍ପଟ ମାରିଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତାଙ୍କ ବାମପଟ ପେଟରେ ଆଘାତ ଲାଗିଛି। ତେବେ ଆକବରଙ୍କୁ କାହିଁକି ଦୁର୍ବୃତ୍ତମାନେ ଛୁରାମାଡ଼ କଲେ ତାର କାରଣ ଜଣାପଡ଼ି ନାହିଁ।

ଆହୁରି ପଢ଼ନ୍ତୁ: ଅସହ୍ୟ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଓଡ଼ିଶା; ଜଳୁଛି ପଶ୍ଚିମରୁ ଉପକୂଳ, ଆହୁରି ୪ ଦିନ ପର୍ଯ୍ୟନ୍ତ ଜାରି ରହିବ ଏପରି ସ୍ଥିତି

06 Dec 2022 By The Sakala

ଚାହା ପିଇବାବେଳେ ଯୁବକଙ୍କୁ ପଛପଟୁ ଛୁରାମାଡ଼ କଲେ ଦୁର୍ବୃତ୍ତ, କାରଣ ଅସ୍ପଷ୍ଟ

କେନ୍ଦୁଝର: ଦୋକାନରେ ଚାହା ପିଇବାବେଳେ ଯୁବକଙ୍କୁ ଛୁରାମାଡ଼ । କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ପୁରୁଣା ବସଷ୍ଟାଣ୍ଡ ନିକଟରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଦୁର୍ବୃତ୍ତଙ୍କ ଛୁରାମାଡ଼ରେ ଏମଡି ଆକବର୍ ନାମକ ଜଣେ ଯୁବକ ଗୁରୁତର ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ବଡ଼ବିଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ଆଜି ସକାଳେ ସାଙ୍ଗଙ୍କ ସହ ବସି ଦୋକାନରେ ଚାହା ପିଉଥିବାବେଳେ ହଠାତ୍ ୭ରୁ ୮ଜଣ ଦୁର୍ବୃତ୍ତ ଆସି ଆକବରଙ୍କୁ ଛୁରାମାଡ଼ କରି ଚମ୍ପଟ ମାରିଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତାଙ୍କ ବାମପଟ ପେଟରେ ଆଘାତ ଲାଗିଛି। ତେବେ ଆକବରଙ୍କୁ କାହିଁକି ଦୁର୍ବୃତ୍ତମାନେ ଛୁରାମାଡ଼ କଲେ ତାର କାରଣ ଜଣାପଡ଼ି ନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର