ପାରିବାରିକ କଳହରୁ ନିଜକୁ ଜାଳିଦେଲେ ମହିଳା !

The Sakala Picture
Published On

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା -ଭୁବନ NAC ପୁରୁଣା ଥାନା ଅଞ୍ଚଳରେ ପୁଣି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଦେହରେ ନିଆଁ ଲଗାଇ ମହିଳା ଜଣଙ୍କ ଆତ୍ମାହୁତି କରିଥିବା ଅଭିଯୋଗ ହୋଇଛି। ପାରିବାରିକ କଳହରୁ ଦେହରେ ନିଆଁ ଲଗାଇଥିବା ସୂଚନା ଗୁରୁତର ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରାଯାଇ କଟକ ମେଡିକାଲ୍ ସ୍ଥାନାନ୍ତର କରାଯାଇଛି। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ମହିଳାଙ୍କ ଶରୀର ୫୦ ପ୍ରତିଶତ ପୋଡ଼ିଯାଇଛି।

ଆହୁରି ପଢ଼ନ୍ତୁ: ପ୍ରଣବଙ୍କ ଉପରେ ଆକ୍ରମଣକୁ କଠୋର ନିନ୍ଦା କଲେ ନବୀନ, ଓଡ଼ିଶାରେ କ’ଣ ଗୁଣ୍ଡାରାଜ ଚାଲିଛି କି ବୋଲି ସରକାରଙ୍କୁ କଲେ ପ୍ରଶ୍ନ...

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର