ମହିଳାଙ୍କୁ ହାଣି ଘରୁ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

The Sakala Picture
Published On

ଭଦ୍ରକ: ମହିଳାଙ୍କୁ ହାଣି ଘରୁ ଲୁଟିନେଲେ ଦୁର୍ବୃତ୍ତ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା କରଞ୍ଜଆଡିଆ ଅଞ୍ଚଳର। ଗତକାଲି ଶିବ ରାତ୍ରିରେ ଗାଁଠୁ ସହର ଭକ୍ତିମୟ ପରିବେଶ ମଧ୍ଯରେ ଚଳଚଞ୍ଚଳ ରହିଥିଲା। ଥାନା ଠାରୁ ମାତ୍ର ଅଳ୍ପ ଦୂରତାରେ ଦୁର୍ବୃତ୍ତମାନେ ଗୋଟିଏ ପରେ ଗୋଟିଏ ଘରେ ପସି ଲୁଟ କରିଛନ୍ତି । ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ କରଞ୍ଜଆଡିଆ ଅଞ୍ଚଳର ଦୁବୃର୍ତ୍ତମାନେ ଲୁଟ କରି କଳାକନା ବୁଲାଇ ଦେଇଛନ୍ତି । କରଞ୍ଜଆଡିଆ ଗ୍ରାମର […]

ଭଦ୍ରକ: ମହିଳାଙ୍କୁ ହାଣି ଘରୁ ଲୁଟିନେଲେ ଦୁର୍ବୃତ୍ତ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା କରଞ୍ଜଆଡିଆ ଅଞ୍ଚଳର। ଗତକାଲି ଶିବ ରାତ୍ରିରେ ଗାଁଠୁ ସହର ଭକ୍ତିମୟ ପରିବେଶ ମଧ୍ଯରେ ଚଳଚଞ୍ଚଳ ରହିଥିଲା। ଥାନା ଠାରୁ ମାତ୍ର ଅଳ୍ପ ଦୂରତାରେ ଦୁର୍ବୃତ୍ତମାନେ ଗୋଟିଏ ପରେ ଗୋଟିଏ ଘରେ ପସି ଲୁଟ କରିଛନ୍ତି ।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ କରଞ୍ଜଆଡିଆ ଅଞ୍ଚଳର ଦୁବୃର୍ତ୍ତମାନେ ଲୁଟ କରି କଳାକନା ବୁଲାଇ ଦେଇଛନ୍ତି । କରଞ୍ଜଆଡିଆ ଗ୍ରାମର କମଳାକାନ୍ତ ସାହୁଙ୍କ ଘରେ ପୁରୁଷ ଲୋକ ଶିବ ମନ୍ଦିରକୁ ଦୀପ ଜାଳିବାକୁ ଯାଇ ଥିବାବେଳେ କବାଟ ଭାଙ୍ଗି ମହିଳାଙ୍କୁ ମୁଣ୍ଡ ଓ ହାତକୁ ହାଣି ସୁନା ଅଳଙ୍କାର ଲୁଟ କରି ନେଇଛନ୍ତି । ସେହି ଗ୍ରାମର ରବିନ୍ଦ୍ର ମହାନ୍ତିଙ୍କ ଘରେ ପଶି ସୁନା ଅଳଙ୍କାର ଲୁଟ କରି କଳାକନା ବୁଲାଇ ଦେଇଛନ୍ତି । କମଳାକାନ୍ତ ସାହୁଙ୍କ ବୋହୂ ଲକ୍ଷ୍ମୀପ୍ରିୟା ସାହୁ ଆହତ ଅବସ୍ଥାରେ ଚିକିତ୍ସା ପାଇଁ ବାସୁଦେବପୁର ଡାକ୍ତରଖାନାର ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଭଦ୍ରକ ରେଫର କରାଯାଇଛି ।

ଆହୁରି ପଢ଼ନ୍ତୁ: ଆଜି T-20 ବିଶ୍ଵକପର ଦ୍ଵିତୀୟ ସେମିଫାଇନାଲ: ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

27 Feb 2025 By The Sakala

ମହିଳାଙ୍କୁ ହାଣି ଘରୁ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

ଭଦ୍ରକ: ମହିଳାଙ୍କୁ ହାଣି ଘରୁ ଲୁଟିନେଲେ ଦୁର୍ବୃତ୍ତ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା କରଞ୍ଜଆଡିଆ ଅଞ୍ଚଳର। ଗତକାଲି ଶିବ ରାତ୍ରିରେ ଗାଁଠୁ ସହର ଭକ୍ତିମୟ ପରିବେଶ ମଧ୍ଯରେ ଚଳଚଞ୍ଚଳ ରହିଥିଲା। ଥାନା ଠାରୁ ମାତ୍ର ଅଳ୍ପ ଦୂରତାରେ ଦୁର୍ବୃତ୍ତମାନେ ଗୋଟିଏ ପରେ ଗୋଟିଏ ଘରେ ପସି ଲୁଟ କରିଛନ୍ତି ।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ କରଞ୍ଜଆଡିଆ ଅଞ୍ଚଳର ଦୁବୃର୍ତ୍ତମାନେ ଲୁଟ କରି କଳାକନା ବୁଲାଇ ଦେଇଛନ୍ତି । କରଞ୍ଜଆଡିଆ ଗ୍ରାମର କମଳାକାନ୍ତ ସାହୁଙ୍କ ଘରେ ପୁରୁଷ ଲୋକ ଶିବ ମନ୍ଦିରକୁ ଦୀପ ଜାଳିବାକୁ ଯାଇ ଥିବାବେଳେ କବାଟ ଭାଙ୍ଗି ମହିଳାଙ୍କୁ ମୁଣ୍ଡ ଓ ହାତକୁ ହାଣି ସୁନା ଅଳଙ୍କାର ଲୁଟ କରି ନେଇଛନ୍ତି । ସେହି ଗ୍ରାମର ରବିନ୍ଦ୍ର ମହାନ୍ତିଙ୍କ ଘରେ ପଶି ସୁନା ଅଳଙ୍କାର ଲୁଟ କରି କଳାକନା ବୁଲାଇ ଦେଇଛନ୍ତି । କମଳାକାନ୍ତ ସାହୁଙ୍କ ବୋହୂ ଲକ୍ଷ୍ମୀପ୍ରିୟା ସାହୁ ଆହତ ଅବସ୍ଥାରେ ଚିକିତ୍ସା ପାଇଁ ବାସୁଦେବପୁର ଡାକ୍ତରଖାନାର ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଭଦ୍ରକ ରେଫର କରାଯାଇଛି ।

https://www.thesakala.in/latest-odisha-news/woman-robbed-of-gold-ornaments-from-her-home/article-38989
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର