ମନୋରଞ୍ଜନ

ଦିବ୍ୟାଙ୍ଗଙ୍କ ଉପରେ ମନ୍ତବ୍ୟ ଦେଇ ଫସିଥିଲେ କମେଡିଆନ୍ ସମୟ ରାଇନା: ଏବେ ସବୁ ଏଫଆଇଆର ଖାରଜ କଲେ ସୁପ୍ରିମକୋର୍ଟ
ନିଟ୍ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗରେ ଚୁପ୍ କାହିଁକି ଥିଲେ ସୋନୁ ନିଗମ? ଦେଲେ ଏମିତି ଉତ୍ତର, କହିଲେ- 'ବାପାଙ୍କୁ କଥା ଦେଇଛି...'
ଭାରତରେ ପ୍ରତିବନ୍ଧକ ନେଇ ମୁହଁ ଖୋଲିଲେ ଅତିଫ ଅସଲାମ: କହିଲେ- 'ଯେଉଁମାନେ ବ୍ୟାନ୍ ଲଗାଇଲେ ସେମାନଙ୍କୁ ଧନ୍ୟବାଦ, ଫ୍ୟାନ୍ସ ଭିପିଏନରେ ଶୁଣୁଛନ୍ତି ଗୀତ'
୭୩ ବର୍ଷୀୟ ବଲିଉଡ ନିର୍ଦ୍ଦେଶକ ଶକିଲ ନୁରାନୀ ଗିରଫ, ୩୩ ବର୍ଷୀୟା ଅଭିନେତ୍ରୀଙ୍କୁ ଦୁଷ୍କର୍ମ ଓ ବ୍ଲାକମେଲ୍ ଅଭିଯୋଗ
ଗୋଆ ଏୟାରବିଏନବିରୁ ଦୈନିକ ୪୦,୦୦୦ ଟଙ୍କା ରୋଜଗାର ଆଶା ଫେଲ୍: ବାସ୍ତବତାକୁ ସ୍ୱୀକାର କଲେ ଅଭିନେତ୍ରୀ ପାରୁଲ ଗୁଲାଟୀ

କୋରାପୁଟର କାଲାଡି ପ୍ରାଥମିକ ବିଦ୍ୟାଳୟର ଫାଟକ ଓ ପାଚେରି କାନ୍ଥ ଭୁଶୁଡ଼ି ୨ ଛାତ୍ର ଆହତ

Madhusudan Das Picture
Published On

କୋରାପୁଟ: ବିଦ୍ୟାଳୟର ଫାଟକ ଓ ପାଚେରି କାନ୍ଥ ଭୁଶୁଡ଼ି ଦୁଇ ଛାତ୍ର ଆହତ । କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଅନ୍ତର୍ଗତ କାଲାଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମୁଖ୍ୟ ଫାଟକ ଗୁରୁବାର ଦିନ ଭୁଶୁଡ଼ି ପଡ଼ିବାରୁ ୨ ଜଣ ସ୍କୁଲ ଛାତ୍ର ଆହତ ହୋଇଛନ୍ତି। ଅଭିଭାବକ ନୀଳ ଖିଲ ଏବଂ ପୂର୍ଣ୍ଣ ଖିଲଙ୍କ କହିବା ଅନୁଯାୟୀ, ସେମାନଙ୍କ ପିଲାମାନେ ଘରୁ ସ୍କୁଲକୁ ଯାଇଥିଲେ। ସ୍କୁଲ ଫାଟକ ଦେଇ ପ୍ରବେଶ କରୁଥିବା ସମୟରେ, ବିପଦସଙ୍କୁଳ ଅବସ୍ଥାରେ ଥିବା ଲୁହା ଗେଟ୍ ଏବଂ ସିମେଣ୍ଟ ପାଚେରି ହଠାତ୍ ଭୁଶୁଡ଼ି ପଡ଼ିଥିଲା। ଏହି ଘଟଣାରେ ତୃତୀୟ ଶ୍ରେଣୀର ଦୁଇ ଛାତ୍ର କାମେଶ ଖିଲ ଓ ଦୀପକ ମାଝୀ ଆହତ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ଖଣ୍ଡଗିରି ଓଭରବ୍ରିଜ୍‌ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବସ୍ ଧକ୍କାରେ ବାପା ମୃତ, ପୁଅ ଗୁରୁତର

ଘଟଣାସ୍ଥଳରେ ଉପସ୍ଥିତ ଗ୍ରାମବାସୀ ଏବଂ ସ୍କୁଲ କର୍ତ୍ତୃପକ୍ଷ ତୁରନ୍ତ ପିଲାଙ୍କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ପାଇଁ ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ୨ ଜଣ ଆହତ ଶିଶୁ ସୁସ୍ଥ ଥିବା ଜଣାପଡ଼ିଛି। ଏହି ଘଟଣା ସମ୍ପର୍କରେ ସ୍କୁଲ କର୍ତ୍ତୃପକ୍ଷ ନନ୍ଦପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ (ବିଇଓ) ଏବଂ ବିଡିଓଙ୍କୁ ଅବଗତ କରାଇଥିବା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ: ୧୫ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

06 Aug 2026 By Madhusudan Das

କୋରାପୁଟର କାଲାଡି ପ୍ରାଥମିକ ବିଦ୍ୟାଳୟର ଫାଟକ ଓ ପାଚେରି କାନ୍ଥ ଭୁଶୁଡ଼ି ୨ ଛାତ୍ର ଆହତ

କୋରାପୁଟ: ବିଦ୍ୟାଳୟର ଫାଟକ ଓ ପାଚେରି କାନ୍ଥ ଭୁଶୁଡ଼ି ଦୁଇ ଛାତ୍ର ଆହତ । କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଅନ୍ତର୍ଗତ କାଲାଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମୁଖ୍ୟ ଫାଟକ ଗୁରୁବାର ଦିନ ଭୁଶୁଡ଼ି ପଡ଼ିବାରୁ ୨ ଜଣ ସ୍କୁଲ ଛାତ୍ର ଆହତ ହୋଇଛନ୍ତି। ଅଭିଭାବକ ନୀଳ ଖିଲ ଏବଂ ପୂର୍ଣ୍ଣ ଖିଲଙ୍କ କହିବା ଅନୁଯାୟୀ, ସେମାନଙ୍କ ପିଲାମାନେ ଘରୁ ସ୍କୁଲକୁ ଯାଇଥିଲେ। ସ୍କୁଲ ଫାଟକ ଦେଇ ପ୍ରବେଶ କରୁଥିବା ସମୟରେ, ବିପଦସଙ୍କୁଳ ଅବସ୍ଥାରେ ଥିବା ଲୁହା ଗେଟ୍ ଏବଂ ସିମେଣ୍ଟ ପାଚେରି ହଠାତ୍ ଭୁଶୁଡ଼ି ପଡ଼ିଥିଲା। ଏହି ଘଟଣାରେ ତୃତୀୟ ଶ୍ରେଣୀର ଦୁଇ ଛାତ୍ର କାମେଶ ଖିଲ ଓ ଦୀପକ ମାଝୀ ଆହତ ହୋଇଛନ୍ତି।

ଘଟଣାସ୍ଥଳରେ ଉପସ୍ଥିତ ଗ୍ରାମବାସୀ ଏବଂ ସ୍କୁଲ କର୍ତ୍ତୃପକ୍ଷ ତୁରନ୍ତ ପିଲାଙ୍କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ପାଇଁ ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ୨ ଜଣ ଆହତ ଶିଶୁ ସୁସ୍ଥ ଥିବା ଜଣାପଡ଼ିଛି। ଏହି ଘଟଣା ସମ୍ପର୍କରେ ସ୍କୁଲ କର୍ତ୍ତୃପକ୍ଷ ନନ୍ଦପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ (ବିଇଓ) ଏବଂ ବିଡିଓଙ୍କୁ ଅବଗତ କରାଇଥିବା ସୂଚନା ମିଳିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର