ଦୟାନଦୀର ବନ୍ୟାପାଣିରେ ଜଳମଗ୍ନ ଚାଷଜମି, ବ୍ୟାପକ ଫସଲ ହାନି ପରେ ଚିନ୍ତାରେ ଚାଷୀକୂଳ

Madhusudan Das Picture
Published On

ଧଉଳି: ରାଜଧାନୀ ନିକଟସ୍ଥ ଦୟାନଦୀରେ ଚଳିତ ବର୍ଷର ବନ୍ୟାଜଳ ପ୍ରଭାବିତ ଯୋଗୁଁଁ ନଈକୂଳ ବନ୍ଧକୁ ପାଣି ଲାଗିଛି। ନଦୀ ପଠାରେ ଥିବା ଇଟିପୁର ପଞ୍ଚାୟତର ଜୟପୁର ପାଟଣା ଗ୍ରାମ ଦେବତୀ ମା' ନିସ୍ଥାରିଣୀ ମନ୍ଦିର ବନ୍ୟାଜଳରେ ବୁଡି ରହିଥିବାରୁ ଗ୍ରାମବାସୀମାନେ ମା’ଙ୍କ ବିଗ୍ରହକୁ ଅସ୍ଥାୟୀ ଭାବରେ ପୂଜାର୍ଚ୍ଚନା ପାଇଁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିଛନ୍ତି। ମା’ଙ୍କ ରୋଷଘର ମଧ୍ୟ ବନ୍ୟାଜଳରେ ପ୍ରବାହିତ ହୋଇଛି।ଉକ୍ତ ନଦୀ କୂଳରେ ଥିବା ଲିଙ୍ଗିପୁର୍‌‌, ଧଉଳି, ଇଟିପୁର୍‌‌, ଟିକରପଡ଼ା ଆଦି ପଞ୍ଚାୟତର ଅନେକ ଅଞ୍ଚଳର ଚାଷ ଜମିର ଜଳମଗ୍ନ ହୋଇଛି। ଉକ୍ତ ଜମିରେ ଚାଷ ହୋଇଥିବା ପୋଟଳ, କଲରା, ଗେଣ୍ଡୁ ଫୁଲ, ଭେଣ୍ଡି, ବିନ୍ସ, ବାଇଙ୍ଗଣ, ଆଦି କିସମର ପାରିବା ପାଣିରେ ବୁଡ଼ି ରହିଛି। ଏ ନେଇ ଚିନ୍ତାରେ ଚାଷୀ କୂଳ ପରିବାର। 

ଆହୁରି ପଢ଼ନ୍ତୁ: ଜଟଣୀ ଗଙ୍ଗପଡା ସ୍ଥିତ ଏକ ଘରୋଇ କଲେଜ ହଷ୍ଟେଲରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ଏକାଧିକ ଛାତ୍ର ଆହତ

ଅନେକ ଚାଷୀ ହାତ ଊର୍ଦ୍ଧ୍ବାରୀ କରି ଉକ୍ତ ପାରିବ ଚାଷ କରିଥିଲେ। ବ୍ଲକ ଓ ତହସିଲ ପ୍ରଶାସନଚାଷୀ ଙ୍କ କ୍ଷୟ ଖେତି ଆକଳନ କରି କ୍ଷତିପୂରଣ ଦେବାକୁ ସଧାରଣ ରେ ଦାବି ହୋଇଛି। କଣାସ, ପିପିଲି, ଡେଲାଙ୍ଗ ଏବଂ ସତ୍ୟବାଦୀ ଅଞ୍ଚଳରେ ଦୟା ନଦୀର ବନ୍ୟା ଜଳ ଲୋକଙ୍କ ଚିନ୍ତା ବଢ଼଼ାଇ ଦେଇଛି।ହଜାର ହଜାର ହେକ୍ଟର ଜମିର ପରିବା ଓ ଧାନ ଫସଲ ପାଣିରେ ବୁଡି ରହିଛି। ନିମ୍ନ ଅଞ୍ଚଳରେ ପାଣି ପଶିବାରୁ ସ୍ଥାନୀୟ ବାସିନ୍ଦାମାନେ ଭୟଭୀତ ଅଛନ୍ତି ଏବଂ ପ୍ରଶାସନ ପକ୍ଷରୁ ସତର୍କ ଓ ସଚେତନ ଜାରି କରାଯାଇଛି।

ଆହୁରି ପଢ଼ନ୍ତୁ: ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ : କୁମ୍ଭୀର ପ୍ରଜନନ ପାଇଁ ୩ ମାସ ବନ୍ଦ ଥିଲା

01 Aug 2026 By Madhusudan Das

ଦୟାନଦୀର ବନ୍ୟାପାଣିରେ ଜଳମଗ୍ନ ଚାଷଜମି, ବ୍ୟାପକ ଫସଲ ହାନି ପରେ ଚିନ୍ତାରେ ଚାଷୀକୂଳ

ଧଉଳି: ରାଜଧାନୀ ନିକଟସ୍ଥ ଦୟାନଦୀରେ ଚଳିତ ବର୍ଷର ବନ୍ୟାଜଳ ପ୍ରଭାବିତ ଯୋଗୁଁଁ ନଈକୂଳ ବନ୍ଧକୁ ପାଣି ଲାଗିଛି। ନଦୀ ପଠାରେ ଥିବା ଇଟିପୁର ପଞ୍ଚାୟତର ଜୟପୁର ପାଟଣା ଗ୍ରାମ ଦେବତୀ ମା' ନିସ୍ଥାରିଣୀ ମନ୍ଦିର ବନ୍ୟାଜଳରେ ବୁଡି ରହିଥିବାରୁ ଗ୍ରାମବାସୀମାନେ ମା’ଙ୍କ ବିଗ୍ରହକୁ ଅସ୍ଥାୟୀ ଭାବରେ ପୂଜାର୍ଚ୍ଚନା ପାଇଁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିଛନ୍ତି। ମା’ଙ୍କ ରୋଷଘର ମଧ୍ୟ ବନ୍ୟାଜଳରେ ପ୍ରବାହିତ ହୋଇଛି।ଉକ୍ତ ନଦୀ କୂଳରେ ଥିବା ଲିଙ୍ଗିପୁର୍‌‌, ଧଉଳି, ଇଟିପୁର୍‌‌, ଟିକରପଡ଼ା ଆଦି ପଞ୍ଚାୟତର ଅନେକ ଅଞ୍ଚଳର ଚାଷ ଜମିର ଜଳମଗ୍ନ ହୋଇଛି। ଉକ୍ତ ଜମିରେ ଚାଷ ହୋଇଥିବା ପୋଟଳ, କଲରା, ଗେଣ୍ଡୁ ଫୁଲ, ଭେଣ୍ଡି, ବିନ୍ସ, ବାଇଙ୍ଗଣ, ଆଦି କିସମର ପାରିବା ପାଣିରେ ବୁଡ଼ି ରହିଛି। ଏ ନେଇ ଚିନ୍ତାରେ ଚାଷୀ କୂଳ ପରିବାର। 

ଅନେକ ଚାଷୀ ହାତ ଊର୍ଦ୍ଧ୍ବାରୀ କରି ଉକ୍ତ ପାରିବ ଚାଷ କରିଥିଲେ। ବ୍ଲକ ଓ ତହସିଲ ପ୍ରଶାସନଚାଷୀ ଙ୍କ କ୍ଷୟ ଖେତି ଆକଳନ କରି କ୍ଷତିପୂରଣ ଦେବାକୁ ସଧାରଣ ରେ ଦାବି ହୋଇଛି। କଣାସ, ପିପିଲି, ଡେଲାଙ୍ଗ ଏବଂ ସତ୍ୟବାଦୀ ଅଞ୍ଚଳରେ ଦୟା ନଦୀର ବନ୍ୟା ଜଳ ଲୋକଙ୍କ ଚିନ୍ତା ବଢ଼଼ାଇ ଦେଇଛି।ହଜାର ହଜାର ହେକ୍ଟର ଜମିର ପରିବା ଓ ଧାନ ଫସଲ ପାଣିରେ ବୁଡି ରହିଛି। ନିମ୍ନ ଅଞ୍ଚଳରେ ପାଣି ପଶିବାରୁ ସ୍ଥାନୀୟ ବାସିନ୍ଦାମାନେ ଭୟଭୀତ ଅଛନ୍ତି ଏବଂ ପ୍ରଶାସନ ପକ୍ଷରୁ ସତର୍କ ଓ ସଚେତନ ଜାରି କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର