ଗୋଟିଏ ନାଁରେ ଦୁଇ ପ୍ରାର୍ଥିନୀ: ଦ୍ୱନ୍ଦ୍ୱରେ ଭୋଟର

The Sakala Picture
Published On

ବିଶୋଇ : ପଞ୍ଚାୟତ ନିର୍ବାଚନ ପାଇଁ ବିଶୋଇ ବ୍ଲକର ୩୪ନଂ ଜୋନ ସବୁଠାରୁ ଅଧିକ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏହି ଜୋନଟି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଏହି ଜୋନରୁ ପ୍ରାର୍ଥି ହେଉଥିବା ଦୁଇ ମହିଳା ପ୍ରାର୍ଥିନୀଙ୍କ ନାମ ସମାନ। ଏହି ଜୋନରେ ବିଜେପି ନେତା ଜୁରିଲାଲ ମହାନ୍ତଙ୍କ ସ୍ତ୍ରୀ ଆରତୀ ମହାନ୍ତ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ବିଜୁ ଜନତା ଦଳରୁ ରାଜ୍ୟସଭା ସାଂସଦ ମମତା ମହାନ୍ତଙ୍କ ସମ୍ପର୍କୀୟା ଆରତୀ ମହାନ୍ତ ଅବତୀର୍ଣ୍ଣ ହୋଇଛନ୍ତି। ଜେଏମ୍‍ଏମ୍‍ ପକ୍ଷରୁ […]

ବିଶୋଇ : ପଞ୍ଚାୟତ ନିର୍ବାଚନ ପାଇଁ ବିଶୋଇ ବ୍ଲକର ୩୪ନଂ ଜୋନ ସବୁଠାରୁ ଅଧିକ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏହି ଜୋନଟି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଏହି ଜୋନରୁ ପ୍ରାର୍ଥି ହେଉଥିବା ଦୁଇ ମହିଳା ପ୍ରାର୍ଥିନୀଙ୍କ ନାମ ସମାନ। ଏହି ଜୋନରେ ବିଜେପି ନେତା ଜୁରିଲାଲ ମହାନ୍ତଙ୍କ ସ୍ତ୍ରୀ ଆରତୀ ମହାନ୍ତ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ବିଜୁ ଜନତା ଦଳରୁ ରାଜ୍ୟସଭା ସାଂସଦ ମମତା ମହାନ୍ତଙ୍କ ସମ୍ପର୍କୀୟା ଆରତୀ ମହାନ୍ତ ଅବତୀର୍ଣ୍ଣ ହୋଇଛନ୍ତି। ଜେଏମ୍‍ଏମ୍‍ ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ବିଦୁସ୍ମିତା ଦେଓ। ବିଜେପି ପ୍ରାର୍ଥିନୀ ଆରତୀ ବାଉତିବେଡା, ବିଜେଡି ପ୍ରାର୍ଥିନୀ ଆରତୀ ନଙ୍ଗଳ ବେଣ୍ଟା ପୋଖରିଆ ଓ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ପ୍ରାର୍ଥିନୀ ବିଦୁସ୍ମିତା ଦେଓ ବିଶୋଇ ପଞ୍ଚାୟତର ଅଧିବାସୀ ଅଟନ୍ତି।

ଆହୁରି ପଢ଼ନ୍ତୁ: ପୁଣି ଖୋଲିଲା ଶ୍ରୀଜିଉଙ୍କ ରତ୍ନଭଣ୍ଡାର: ଦ୍ୱିତୀୟ ପର୍ଯ୍ୟାୟ ଗଣତିର ଆଜି ତୃତୀୟ ଦିନ

ବିଜେଡି ପ୍ରାର୍ଥିନୀ ଆରତୀ ମହାନ୍ତ ଏହି ଜୋନ ତଥା ତାଙ୍କ ପ୍ରତିଦ୍ୱନ୍ଦ୍ୱୀମାନଙ୍କ ପାଇଁ ସମ୍ପୂର୍ଣ୍ଣ ନୂଆ ଥିବା ବେଳେ ବିଜେପି ପ୍ରାର୍ଥିନୀ ଆରତୀ ମହାନ୍ତଙ୍କ ସ୍ୱାମୀ ଜୁରିଲାଲ ମହାନ୍ତ ରାଜନୈତିକ କ୍ଷେତ୍ରରେ ଖୁବ ନିପୁଣ ଓ ଜଣାଶୁଣା। ସେ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହିତ ଜଡିତ। ଗତ ୨୦୧୭ ନିର୍ବାଚନରେ ଏହି ଜୋନଟି ଭାରତୀୟ ଜନତା ପାର୍ଟି ଦଖଲରେ ରହିଥିଲା। ହେଲେ ଏହି ଜୋନରେ ପ୍ରତିଦ୍ୱନ୍ଦିତା କରୁଥିବା ଦୁଇ ପ୍ରମୁଖ ଦଳର ପ୍ରାର୍ଥିନୀଙ୍କ ନାମ ସମାନ ଥିବାରୁ ନିଶ୍ଚିତ ଏହାର ପ୍ରଭାବ ମତଦାନରେ ଦେଖିବାକୁ ମିଳିବ। ଦୁଇ ପ୍ରାର୍ଥିନୀଙ୍କ ମଧ୍ୟରୁ କିଏ କେଉଁ ଦଳର ପ୍ରାର୍ଥିନୀ ସେ ନେଇ ସାଧାରଣରେ ମଧ୍ୟ ଭୋଟରମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଉପୁଜୁଛି।

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ାରେ ଆଲୁମିନିୟମ୍ ପାର୍କ ପାଇଁ ଦୁଇ ଆନୁଷଙ୍ଗିକ ଶିଳ୍ପସଂସ୍ଥାଙ୍କ ସହ ବୁଝାମଣାପତ୍ର ସ୍ବାକ୍ଷର କଲା ବେଦାନ୍ତ ଆଲୁମିନିୟମ୍

29 Jan 2022 By The Sakala

ଗୋଟିଏ ନାଁରେ ଦୁଇ ପ୍ରାର୍ଥିନୀ: ଦ୍ୱନ୍ଦ୍ୱରେ ଭୋଟର

ବିଶୋଇ : ପଞ୍ଚାୟତ ନିର୍ବାଚନ ପାଇଁ ବିଶୋଇ ବ୍ଲକର ୩୪ନଂ ଜୋନ ସବୁଠାରୁ ଅଧିକ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏହି ଜୋନଟି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଏହି ଜୋନରୁ ପ୍ରାର୍ଥି ହେଉଥିବା ଦୁଇ ମହିଳା ପ୍ରାର୍ଥିନୀଙ୍କ ନାମ ସମାନ। ଏହି ଜୋନରେ ବିଜେପି ନେତା ଜୁରିଲାଲ ମହାନ୍ତଙ୍କ ସ୍ତ୍ରୀ ଆରତୀ ମହାନ୍ତ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ବିଜୁ ଜନତା ଦଳରୁ ରାଜ୍ୟସଭା ସାଂସଦ ମମତା ମହାନ୍ତଙ୍କ ସମ୍ପର୍କୀୟା ଆରତୀ ମହାନ୍ତ ଅବତୀର୍ଣ୍ଣ ହୋଇଛନ୍ତି। ଜେଏମ୍‍ଏମ୍‍ ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ବିଦୁସ୍ମିତା ଦେଓ। ବିଜେପି ପ୍ରାର୍ଥିନୀ ଆରତୀ ବାଉତିବେଡା, ବିଜେଡି ପ୍ରାର୍ଥିନୀ ଆରତୀ ନଙ୍ଗଳ ବେଣ୍ଟା ପୋଖରିଆ ଓ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ପ୍ରାର୍ଥିନୀ ବିଦୁସ୍ମିତା ଦେଓ ବିଶୋଇ ପଞ୍ଚାୟତର ଅଧିବାସୀ ଅଟନ୍ତି।

ବିଜେଡି ପ୍ରାର୍ଥିନୀ ଆରତୀ ମହାନ୍ତ ଏହି ଜୋନ ତଥା ତାଙ୍କ ପ୍ରତିଦ୍ୱନ୍ଦ୍ୱୀମାନଙ୍କ ପାଇଁ ସମ୍ପୂର୍ଣ୍ଣ ନୂଆ ଥିବା ବେଳେ ବିଜେପି ପ୍ରାର୍ଥିନୀ ଆରତୀ ମହାନ୍ତଙ୍କ ସ୍ୱାମୀ ଜୁରିଲାଲ ମହାନ୍ତ ରାଜନୈତିକ କ୍ଷେତ୍ରରେ ଖୁବ ନିପୁଣ ଓ ଜଣାଶୁଣା। ସେ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହିତ ଜଡିତ। ଗତ ୨୦୧୭ ନିର୍ବାଚନରେ ଏହି ଜୋନଟି ଭାରତୀୟ ଜନତା ପାର୍ଟି ଦଖଲରେ ରହିଥିଲା। ହେଲେ ଏହି ଜୋନରେ ପ୍ରତିଦ୍ୱନ୍ଦିତା କରୁଥିବା ଦୁଇ ପ୍ରମୁଖ ଦଳର ପ୍ରାର୍ଥିନୀଙ୍କ ନାମ ସମାନ ଥିବାରୁ ନିଶ୍ଚିତ ଏହାର ପ୍ରଭାବ ମତଦାନରେ ଦେଖିବାକୁ ମିଳିବ। ଦୁଇ ପ୍ରାର୍ଥିନୀଙ୍କ ମଧ୍ୟରୁ କିଏ କେଉଁ ଦଳର ପ୍ରାର୍ଥିନୀ ସେ ନେଇ ସାଧାରଣରେ ମଧ୍ୟ ଭୋଟରମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଉପୁଜୁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର