କ୍ରାଇମବ୍ରାଞ୍ଚ ଏସଟିଏଫ ଜାଲରେ ବାଘ ଶିକାରୀ, ବାଘ ଛାଲ ସହ ବନ୍ଧୁକ ଓ ଗୁଳି ଜବତ

The Sakala Picture
Published On

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ ଏସଟିଏଫ କବଜାରେ ବାଘ ଶିକାରୀ । ଡିଲ୍‌ ଚାଲିଥିବା ବେଳେ ମାଡ଼ି ବସିଲା ଏସଟିଏଫ ସ୍ୱତନ୍ତ୍ର ଟିମ୍ । ବୌଦ୍ଧ ମନମୁଣ୍ଡାରୁ ଶିକାରୀ ହର ରଣାକୁ ଗିରଫ କରିଛି ଏସଟିଏଫ । ବାଘ ଛାଲ ସହ ବନ୍ଧୁକ ଗୁଳି ଜବତ କରାଯାଇଛି । ଛାଲର ଫରେନସିକ ଯାଞ୍ଚ ପାଇଁ ଡେରାଡୁନକୁ ପଠାଯିବ । ରାଜ୍ୟରେ ବର୍ଷକ ମଧ୍ୟରେ ୧୫ଟି କଲରାପତରିଆ ବାଘ ଛାଲ , ୯ଟି ହାତୀ ଦାନ୍ତ, ୩ଟି ଜୀବନ୍ତ ବଜ୍ରକାପ୍ତା ଜବତ […]

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ ଏସଟିଏଫ କବଜାରେ ବାଘ ଶିକାରୀ । ଡିଲ୍‌ ଚାଲିଥିବା ବେଳେ ମାଡ଼ି ବସିଲା ଏସଟିଏଫ ସ୍ୱତନ୍ତ୍ର ଟିମ୍ । ବୌଦ୍ଧ ମନମୁଣ୍ଡାରୁ ଶିକାରୀ ହର ରଣାକୁ ଗିରଫ କରିଛି ଏସଟିଏଫ । ବାଘ ଛାଲ ସହ ବନ୍ଧୁକ ଗୁଳି ଜବତ କରାଯାଇଛି । ଛାଲର ଫରେନସିକ ଯାଞ୍ଚ ପାଇଁ ଡେରାଡୁନକୁ ପଠାଯିବ । ରାଜ୍ୟରେ ବର୍ଷକ ମଧ୍ୟରେ ୧୫ଟି କଲରାପତରିଆ ବାଘ ଛାଲ , ୯ଟି ହାତୀ ଦାନ୍ତ, ୩ଟି ଜୀବନ୍ତ ବଜ୍ରକାପ୍ତା ଜବତ ଓ ୨୮ ଜଣଙ୍କୁ ଗିରଫ କରିଛି ଏସଟିଏଫ ।

ଆହୁରି ପଢ଼ନ୍ତୁ: CEC ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ, ଭୁବନେଶ୍ୱର CEO କାର୍ଯ୍ୟାଳୟ ଘେରାଉ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର