ସାଲିଆସାହି ହାତୀଆସୁଣି ନଗରରେ ରାତି ଅଧରେ ବୁଲିଲେ ୩ଟି ହାତୀ, ପାଟି କରି ହାତୀଙ୍କୁ ଘଉଡ଼ାଇଥିଲେ ସ୍ଥାନୀୟ ଲୋକେ

The Sakala Picture
Published On

ଭୁବନେଶ୍ୱର: ରାଜଧାନୀରେ ହାତୀ ଆତଙ୍କ । ପୁଣି ଥରେ ସାଲିଆସାହି ହାତୀଆସୁଣି ନଗରରେ ରାତି ଅଧରେ ବୁଲିଲେ ୩ଟି ହାତୀ । ଏକ ଘଣ୍ଟା ଧରି ହାତୀଆସୁଣି ନଗର ଅଞ୍ଚଳରେ ଚଲା ବୁଲା କଲେ । ତେବେ ସ୍ଥାନୀୟ ଲୋକେ ପାଟି କରି ହାତୀଙ୍କୁ ଘଉଡ଼ାଇଥିଲେ । ୩ଟି ହାତୀ ଚନ୍ଦକା ଜଙ୍ଗଲରୁ ଆସି ହାତୀଆସୁଣି ବୁଲୁଥିବାର ସୂଚନା ରହିଛି । କୌଣସି କ୍ଷୟକ୍ଷତି ହେବା ପୂର୍ବରୁ ସ୍ଥାନୀୟ ବାସିନ୍ଦା ପାଟି କରି ହାତୀକୁ ଘଉଡେଇଦେଇଛନ୍ତି । […]

ଭୁବନେଶ୍ୱର: ରାଜଧାନୀରେ ହାତୀ ଆତଙ୍କ । ପୁଣି ଥରେ ସାଲିଆସାହି ହାତୀଆସୁଣି ନଗରରେ ରାତି ଅଧରେ ବୁଲିଲେ ୩ଟି ହାତୀ । ଏକ ଘଣ୍ଟା ଧରି ହାତୀଆସୁଣି ନଗର ଅଞ୍ଚଳରେ ଚଲା ବୁଲା କଲେ । ତେବେ ସ୍ଥାନୀୟ ଲୋକେ ପାଟି କରି ହାତୀଙ୍କୁ ଘଉଡ଼ାଇଥିଲେ । ୩ଟି ହାତୀ ଚନ୍ଦକା ଜଙ୍ଗଲରୁ ଆସି ହାତୀଆସୁଣି ବୁଲୁଥିବାର ସୂଚନା ରହିଛି । କୌଣସି କ୍ଷୟକ୍ଷତି ହେବା ପୂର୍ବରୁ ସ୍ଥାନୀୟ ବାସିନ୍ଦା ପାଟି କରି ହାତୀକୁ ଘଉଡେଇଦେଇଛନ୍ତି । ଏହା ପୂର୍ବରୁ ଗତ ୧୦ ଦିନ ତଳେ ମଧ୍ୟ ହାତୀଆସୁଣି ନଗରରକୁ ଚନ୍ଦକା ଜଙ୍ଗଲରୁ ହାତୀ ଆସିଥିଲା ।

ଆହୁରି ପଢ଼ନ୍ତୁ: ସାରା ରାଜ୍ୟରେ ତେଲ ସଙ୍କଟ, ଧାଡିରେ ଲୋକେ; ନିଦାବିଷ୍ଣୁ ସାଜିଛି ଯୋଗାଣ ବିଭାଗ: ବିଜେଡି

07 Jul 2022 By The Sakala

ସାଲିଆସାହି ହାତୀଆସୁଣି ନଗରରେ ରାତି ଅଧରେ ବୁଲିଲେ ୩ଟି ହାତୀ, ପାଟି କରି ହାତୀଙ୍କୁ ଘଉଡ଼ାଇଥିଲେ ସ୍ଥାନୀୟ ଲୋକେ

ଭୁବନେଶ୍ୱର: ରାଜଧାନୀରେ ହାତୀ ଆତଙ୍କ । ପୁଣି ଥରେ ସାଲିଆସାହି ହାତୀଆସୁଣି ନଗରରେ ରାତି ଅଧରେ ବୁଲିଲେ ୩ଟି ହାତୀ । ଏକ ଘଣ୍ଟା ଧରି ହାତୀଆସୁଣି ନଗର ଅଞ୍ଚଳରେ ଚଲା ବୁଲା କଲେ । ତେବେ ସ୍ଥାନୀୟ ଲୋକେ ପାଟି କରି ହାତୀଙ୍କୁ ଘଉଡ଼ାଇଥିଲେ । ୩ଟି ହାତୀ ଚନ୍ଦକା ଜଙ୍ଗଲରୁ ଆସି ହାତୀଆସୁଣି ବୁଲୁଥିବାର ସୂଚନା ରହିଛି । କୌଣସି କ୍ଷୟକ୍ଷତି ହେବା ପୂର୍ବରୁ ସ୍ଥାନୀୟ ବାସିନ୍ଦା ପାଟି କରି ହାତୀକୁ ଘଉଡେଇଦେଇଛନ୍ତି । ଏହା ପୂର୍ବରୁ ଗତ ୧୦ ଦିନ ତଳେ ମଧ୍ୟ ହାତୀଆସୁଣି ନଗରରକୁ ଚନ୍ଦକା ଜଙ୍ଗଲରୁ ହାତୀ ଆସିଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର