ପିଏମ ଆବାସ ଯୋଜନାରେ ହିତାଧିକାରୀ ଚୟନରେ କୌଣସି ପକ୍ଷପାତିତା ହୋଇନି- ପଞ୍ଚାୟତିରାଜ ମନ୍ତ୍ରୀ

The Sakala Picture
Published On

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ବିଜେପିର ମୁଲତବି ପ୍ରସ୍ତାବ ଉପରେ ଉତ୍ତର ରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ। ଗ୍ରାମାଞ୍ଚଳରେ ସମସ୍ତ ପରିବାରକୁ ପକ୍କାଘର ଯୋଗାଇବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ସଫଳତାର ସହ ରାଜ୍ୟ ସରକାର କାର୍ଯ୍ଯକାରୀ କରୁଛନ୍ତି । ହିତାଧିକାରୀ ଚୟନରେ କୌଣସି ପକ୍ଷପାତିତା ହୋଇନି। ସ୍ଵଚ୍ଛତା ବଜାୟ ରଖିବା ଲାଗି ସବୁ ପ୍ରକାର ପଦକ୍ଷେପ ନିଆଯାଇଥିବା ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି । ୧ ଲକ୍ଷ ୮ ହଜାର ୨୪୩ ଅଭିଯୋଗ ଆସିଥିଲା […]

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ବିଜେପିର ମୁଲତବି ପ୍ରସ୍ତାବ ଉପରେ ଉତ୍ତର ରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ। ଗ୍ରାମାଞ୍ଚଳରେ ସମସ୍ତ ପରିବାରକୁ ପକ୍କାଘର ଯୋଗାଇବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ସଫଳତାର ସହ ରାଜ୍ୟ ସରକାର କାର୍ଯ୍ଯକାରୀ କରୁଛନ୍ତି । ହିତାଧିକାରୀ ଚୟନରେ କୌଣସି ପକ୍ଷପାତିତା ହୋଇନି। ସ୍ଵଚ୍ଛତା ବଜାୟ ରଖିବା ଲାଗି ସବୁ ପ୍ରକାର ପଦକ୍ଷେପ ନିଆଯାଇଥିବା ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି । ୧ ଲକ୍ଷ ୮ ହଜାର ୨୪୩ ଅଭିଯୋଗ ଆସିଥିଲା । ବ୍ଲକସ୍ତରରେ ୩ ଜଣିଆ କମିଟି ଯାଞ୍ଚ କରିବା ପରେ ୫୦ ହଜାର ୭୬୩ ଅଯୋଗ୍ୟଙ୍କୁ ବାଦ୍ ଦିଆଯାଇଛି । ଯୋଗ୍ୟ ହିତାଧିକାରୀଙ୍କ ତାଲିକା ସଂପୃକ୍ତ ପଞ୍ଚାୟତର ଅନୁମୋଦନ ପାଇଁ ଦାଖଲ କରାଯାଇଥିଲା । ଏପର୍ଯ୍ଯନ୍ତ ୬ ହଜାର ୭୨୨ ପଞ୍ଚାୟତ ଯୋଗ୍ୟ ହିତାଧିକାରୀଙ୍କ ତାଲିକାକୁ ଅନୁମୋଦନ କରିଛନ୍ତି। ଯୋଗ୍ୟ ହିତାଧିକାରୀ ଚୟନ ପ୍ରକ୍ରିୟା ଶେଷ ପରେ ରାଜ୍ୟ ସରକାର କାର୍ଯ୍ଯାଦେଶ ବଣ୍ଟନ କରିବେ।

ଆହୁରି ପଢ଼ନ୍ତୁ: ଫୁଲନଖରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ହାଇୱା ଧକ୍କାରେ ୩ ବାଇକ୍ ଆରୋହୀ ମୃତ

24 Feb 2023 By The Sakala

ପିଏମ ଆବାସ ଯୋଜନାରେ ହିତାଧିକାରୀ ଚୟନରେ କୌଣସି ପକ୍ଷପାତିତା ହୋଇନି- ପଞ୍ଚାୟତିରାଜ ମନ୍ତ୍ରୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ବିଜେପିର ମୁଲତବି ପ୍ରସ୍ତାବ ଉପରେ ଉତ୍ତର ରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ। ଗ୍ରାମାଞ୍ଚଳରେ ସମସ୍ତ ପରିବାରକୁ ପକ୍କାଘର ଯୋଗାଇବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ସଫଳତାର ସହ ରାଜ୍ୟ ସରକାର କାର୍ଯ୍ଯକାରୀ କରୁଛନ୍ତି । ହିତାଧିକାରୀ ଚୟନରେ କୌଣସି ପକ୍ଷପାତିତା ହୋଇନି। ସ୍ଵଚ୍ଛତା ବଜାୟ ରଖିବା ଲାଗି ସବୁ ପ୍ରକାର ପଦକ୍ଷେପ ନିଆଯାଇଥିବା ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି । ୧ ଲକ୍ଷ ୮ ହଜାର ୨୪୩ ଅଭିଯୋଗ ଆସିଥିଲା । ବ୍ଲକସ୍ତରରେ ୩ ଜଣିଆ କମିଟି ଯାଞ୍ଚ କରିବା ପରେ ୫୦ ହଜାର ୭୬୩ ଅଯୋଗ୍ୟଙ୍କୁ ବାଦ୍ ଦିଆଯାଇଛି । ଯୋଗ୍ୟ ହିତାଧିକାରୀଙ୍କ ତାଲିକା ସଂପୃକ୍ତ ପଞ୍ଚାୟତର ଅନୁମୋଦନ ପାଇଁ ଦାଖଲ କରାଯାଇଥିଲା । ଏପର୍ଯ୍ଯନ୍ତ ୬ ହଜାର ୭୨୨ ପଞ୍ଚାୟତ ଯୋଗ୍ୟ ହିତାଧିକାରୀଙ୍କ ତାଲିକାକୁ ଅନୁମୋଦନ କରିଛନ୍ତି। ଯୋଗ୍ୟ ହିତାଧିକାରୀ ଚୟନ ପ୍ରକ୍ରିୟା ଶେଷ ପରେ ରାଜ୍ୟ ସରକାର କାର୍ଯ୍ଯାଦେଶ ବଣ୍ଟନ କରିବେ।

https://www.thesakala.in/latest-odisha-news/there-was-no-bias-in-the-selection-of-beneficiaries-in-the-pmay-scheme/article-19254
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର