ରଥଯାତ୍ରା ଦ୍ୱିତୀୟ ସମନୟ ବୈଠକ ଆରମ୍ଭ

The Sakala Picture
Published On

ପୁରୀ ଟାଉନ ହଲରେ ଆରମ୍ଭ ହୋଇଛି ରଥଯାତ୍ରା ଦ୍ୱିତୀୟ ସମନ୍ୱୟ ବୈଠକ। ଏଥିରେ ଆଇନମନ୍ତ୍ରୀ ପ୍ରତାପ ଜେନା ଅଧ୍ଯକ୍ଷତା କରୁଛନ୍ତି ଦେବସ୍ନାନ ପୂର୍ଣ୍ଣିମା ଆଉ ରଥଯାତ୍ରା ଉପରେ ହେବ ବିସ୍ତୃତ ଆଲୋଚନା। ଚଳିତବର୍ଷ ଭକ୍ତମୟ ପରିବେଶରେ ରଥଯାତ୍ରା ହେବାକୁ ଥିବାରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ସଂଭାବନା ରହିଛି । ଏଣୁ ରଥଯାତ୍ରାକୁ ସୃଙ୍ଖଳିତ କରିବା ପାଇଁ ପୁଲିସ ପ୍ରସାଶନ ଓ ଜିଲ୍ଲା ପ୍ରଶାସନ ପାଇଁ ଏକ ବଡ ଚାଲେଞ୍ଜ। ରଥଯାତ୍ରା ପୂର୍ବରୁ ସମସ୍ତ ମୌଳିକ ସମସ୍ୟା […]

ପୁରୀ ଟାଉନ ହଲରେ ଆରମ୍ଭ ହୋଇଛି ରଥଯାତ୍ରା ଦ୍ୱିତୀୟ ସମନ୍ୱୟ ବୈଠକ। ଏଥିରେ ଆଇନମନ୍ତ୍ରୀ ପ୍ରତାପ ଜେନା ଅଧ୍ଯକ୍ଷତା କରୁଛନ୍ତି ଦେବସ୍ନାନ ପୂର୍ଣ୍ଣିମା ଆଉ ରଥଯାତ୍ରା ଉପରେ ହେବ ବିସ୍ତୃତ ଆଲୋଚନା। ଚଳିତବର୍ଷ ଭକ୍ତମୟ ପରିବେଶରେ ରଥଯାତ୍ରା ହେବାକୁ ଥିବାରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ସଂଭାବନା ରହିଛି । ଏଣୁ ରଥଯାତ୍ରାକୁ ସୃଙ୍ଖଳିତ କରିବା ପାଇଁ ପୁଲିସ ପ୍ରସାଶନ ଓ ଜିଲ୍ଲା ପ୍ରଶାସନ ପାଇଁ ଏକ ବଡ ଚାଲେଞ୍ଜ। ରଥଯାତ୍ରା ପୂର୍ବରୁ ସମସ୍ତ ମୌଳିକ ସମସ୍ୟା ଦୂର କରିବା ପାଇଁ ଚାଲିଛି ପ୍ରସ୍ତୁତି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ବଙ୍ଗୋମୁଣ୍ଡା ତହସିଲ୍‌ ଅମିନ, ୧୫ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ମାଡିବସିଲା ଭିଜିଲାନ୍ସ

ରଥନିର୍ମାଣ,ରଥ ଦଉଡି ଯୋଗାଣ, ନିତିକାନ୍ତି ସୃଙ୍ଖଳିତ ଉପରେ ଆଲୋଚନା ସହ ସହରର ବିଦ୍ଯୁତ ଯୋଗାଣ, ସ୍ୱାସ୍ଥ୍ୟ ଓ ପରିମଳ, ପାନୀୟଜଳ, ଡ୍ରେନେଜ ବ୍ଯବସ୍ଥା, ସଡକ ଓ ପରିବହନ, ରେଳଚଳାଚଳ, ସୁରକ୍ଷା ବ୍ୟବସ୍ଥା ଆଦି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରାଯିବ। ବୈଠକରେ ଆଇନମନ୍ତ୍ରୀଙ୍କ ବ୍ୟତୀତ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ, କ୍ରୀଡା ମନ୍ତ୍ରୀ ତୁଷାର କାନ୍ତି ବେହେରା, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମା, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବ ଆଦିଙ୍କ ସହ ଜିଲ୍ଲାପାଳ, ଏସପି,ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ, ବିଭିନ୍ନ ସେବାୟତ ନିଯୋଗର କର୍ମକର୍ତ୍ତାଙ୍କ ସହ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଧରଣୀଧର ନାୟକଙ୍କ ୧୯୨ତମ ଜନ୍ମ ଜୟନ୍ତୀରେ ବିଜୁ ଜନତା ଦଳ ପକ୍ଷରୁ ଶ୍ରଦ୍ଧାଞ୍ଜଳି

01 Jun 2022 By The Sakala

ରଥଯାତ୍ରା ଦ୍ୱିତୀୟ ସମନୟ ବୈଠକ ଆରମ୍ଭ

ପୁରୀ ଟାଉନ ହଲରେ ଆରମ୍ଭ ହୋଇଛି ରଥଯାତ୍ରା ଦ୍ୱିତୀୟ ସମନ୍ୱୟ ବୈଠକ। ଏଥିରେ ଆଇନମନ୍ତ୍ରୀ ପ୍ରତାପ ଜେନା ଅଧ୍ଯକ୍ଷତା କରୁଛନ୍ତି ଦେବସ୍ନାନ ପୂର୍ଣ୍ଣିମା ଆଉ ରଥଯାତ୍ରା ଉପରେ ହେବ ବିସ୍ତୃତ ଆଲୋଚନା। ଚଳିତବର୍ଷ ଭକ୍ତମୟ ପରିବେଶରେ ରଥଯାତ୍ରା ହେବାକୁ ଥିବାରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ସଂଭାବନା ରହିଛି । ଏଣୁ ରଥଯାତ୍ରାକୁ ସୃଙ୍ଖଳିତ କରିବା ପାଇଁ ପୁଲିସ ପ୍ରସାଶନ ଓ ଜିଲ୍ଲା ପ୍ରଶାସନ ପାଇଁ ଏକ ବଡ ଚାଲେଞ୍ଜ। ରଥଯାତ୍ରା ପୂର୍ବରୁ ସମସ୍ତ ମୌଳିକ ସମସ୍ୟା ଦୂର କରିବା ପାଇଁ ଚାଲିଛି ପ୍ରସ୍ତୁତି।

ରଥନିର୍ମାଣ,ରଥ ଦଉଡି ଯୋଗାଣ, ନିତିକାନ୍ତି ସୃଙ୍ଖଳିତ ଉପରେ ଆଲୋଚନା ସହ ସହରର ବିଦ୍ଯୁତ ଯୋଗାଣ, ସ୍ୱାସ୍ଥ୍ୟ ଓ ପରିମଳ, ପାନୀୟଜଳ, ଡ୍ରେନେଜ ବ୍ଯବସ୍ଥା, ସଡକ ଓ ପରିବହନ, ରେଳଚଳାଚଳ, ସୁରକ୍ଷା ବ୍ୟବସ୍ଥା ଆଦି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରାଯିବ। ବୈଠକରେ ଆଇନମନ୍ତ୍ରୀଙ୍କ ବ୍ୟତୀତ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ, କ୍ରୀଡା ମନ୍ତ୍ରୀ ତୁଷାର କାନ୍ତି ବେହେରା, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମା, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବ ଆଦିଙ୍କ ସହ ଜିଲ୍ଲାପାଳ, ଏସପି,ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ, ବିଭିନ୍ନ ସେବାୟତ ନିଯୋଗର କର୍ମକର୍ତ୍ତାଙ୍କ ସହ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର