ମନୋରଞ୍ଜନ
ଓଡ଼ିଶା
ଆଜିଠୁ ଆରମ୍ଭ ହେଲା ମୁସଲମାନଙ୍କ ପବିତ୍ର ରମଜାନ ମାସ, ଟ୍ବିଟ କରି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ମୁସଲମାନଙ୍କ ପବିତ୍ର ରମଜାନ ମାସ । ମୁସଲିମ ବିଧି ଅନୁସାରେ ବୁଧବାର ଥିଲା ଶାବାନ ମାସର ୨୯ ତମ ଦିନ । ଗୁରୁବାରଠାରୁ ରମଜାନ ଆରମ୍ଭ ହୋଇଥାନ୍ତା । ତେବେ ପ୍ରତିକୂଳ ପାଗ ଯୋଗୁ ଚନ୍ଦ୍ର ଦେଖାନଯିବାରୁ ଆଜିଠୁ ରମଜାନ ମାସ ଆରମ୍ଭ ହେଉଛି । ଏ ନେଇ ମୁଖ୍ୟମନ୍ତ୍ରୀ ସମସ୍ତ ମୁସଲମାନ ଭାଇ ଓ ଭଉଣୀମାନଙ୍କୁ ରମଜାନର ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ଶାନ୍ତି, ସମୃଦ୍ଧତା ଏବଂ ଉତ୍ତମ ସ୍ୱାସ୍ଥ୍ୟର କାମାନା […]
ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ମୁସଲମାନଙ୍କ ପବିତ୍ର ରମଜାନ ମାସ । ମୁସଲିମ ବିଧି ଅନୁସାରେ ବୁଧବାର ଥିଲା ଶାବାନ ମାସର ୨୯ ତମ ଦିନ । ଗୁରୁବାରଠାରୁ ରମଜାନ ଆରମ୍ଭ ହୋଇଥାନ୍ତା । ତେବେ ପ୍ରତିକୂଳ ପାଗ ଯୋଗୁ ଚନ୍ଦ୍ର ଦେଖାନଯିବାରୁ ଆଜିଠୁ ରମଜାନ ମାସ ଆରମ୍ଭ ହେଉଛି । ଏ ନେଇ ମୁଖ୍ୟମନ୍ତ୍ରୀ ସମସ୍ତ ମୁସଲମାନ ଭାଇ ଓ ଭଉଣୀମାନଙ୍କୁ ରମଜାନର ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ଶାନ୍ତି, ସମୃଦ୍ଧତା ଏବଂ ଉତ୍ତମ ସ୍ୱାସ୍ଥ୍ୟର କାମାନା କରିଛନ୍ତି। ଏହାସହ ରମଜାନ ମୁବାରକ ବୋଲି ମୁଖ୍ୟମନ୍ତ୍ରୀ ଟ୍ବିଟ କରି କହିଛନ୍ତି।
Warm #Ramzan greetings to all Muslim brothers and sisters. May this Holy Month purify our thoughts and bring peace, prosperity and good health for everyone. #RamzanMubarak pic.twitter.com/iu0wrCLwWr
— Naveen Patnaik (@Naveen_Odisha) March 24, 2023
ରମଜାନ ପାଇଁ ସଜେଇ ହୋଇଛି ମସଜିଦ୍ । ଘରେଘରେ ହୋଇଛି ପ୍ରସ୍ତୁତି । ରୋଜା ମାସ ପାଳୁଥିବା ମୁସଲମାନ ଭାଇଭଉଣୀ ଆଜିଠୁ ଉପବାସରେ ରହୁଛନ୍ତି । ମସଜିଦରେ ସମୁହ ନମାଜ ପାଠ ଅନୁଷ୍ଠିତ ହେବ। ରମଜାନ ମାସରେ ଉପବାସ ରଖି ଦାନଧର୍ମ କଲେ ପୂଣ୍ୟ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି । ଶିଶୁ, ଗର୍ଭବତୀ, ରୋଗୀ ଓ ବୟସ୍କ ଉପବାସ କରିନଥାନ୍ତି । ରମଜାନ ମାସକୁ ନଜରରେ ରଖି ମସଜିଦରେ ବ୍ୟାପକ ବ୍ୟବସ୍ଥା କରାଯାଇଛି ।