ମହାନଦୀରେ ଚାଲିଛି କୁମ୍ଭୀର ରେସ୍କ୍ୟୁ ଅଭିଯାନ, ସାମିଲ ଅଛନ୍ତି ୩୦ରୁ ଉର୍ଦ୍ଧ୍ବ ବନ କର୍ମଚାରୀ

The Sakala Picture
Published On

କଟକ: ମହାନଦୀରେ ଚାଲିଛି କୁମ୍ଭୀର ରେସ୍କ୍ୟୁ ଅଭିଯାନ । ଗତ ୨୮ତାରିଖରେ କୁମ୍ଭୀରଟିକୁ ମହାନଦୀରେ ଦେଖି ଲୋକ ଆତଙ୍କିତ ହୋଇଥିଲେ । ଏବେ ତାହାକୁ ଉଦ୍ଧାର କରିବାକୁ ଆରମ୍ଭ ହୋଇଛି ରେସ୍କୁ ଅଭିଯାନ । ନନ୍ଦନକାନନ ଓ ଆଠଗଡ ବନବିଭାଗର ୩୦ରୁ ଅଧିକ କର୍ମଚାରୀ ମିଳିତ ଭାବରେ ଅଭିଯାନରେ ସାମିଲ ଅଛନ୍ତି । ସ୍ଥାନୀୟ ମତ୍ସ୍ୟଜୀବୀମାନେ ମଧ୍ୟ ଟିମକୁ ସହାୟତା କରୁଛନ୍ତି । ଘଡ଼ିଆଳ କୁମ୍ଭୀରଟିକୁ ସାତକୋଶିଆ ଗଣ୍ଡରେ ବଂଶବୃଦ୍ଧି ଉଦ୍ଦେଶ୍ୟରେ ଛଡାଯାଇଥିଲା । ହେଲେ ସେଠାରୁ […]

କଟକ: ମହାନଦୀରେ ଚାଲିଛି କୁମ୍ଭୀର ରେସ୍କ୍ୟୁ ଅଭିଯାନ । ଗତ ୨୮ତାରିଖରେ କୁମ୍ଭୀରଟିକୁ ମହାନଦୀରେ ଦେଖି ଲୋକ ଆତଙ୍କିତ ହୋଇଥିଲେ । ଏବେ ତାହାକୁ ଉଦ୍ଧାର କରିବାକୁ ଆରମ୍ଭ ହୋଇଛି ରେସ୍କୁ ଅଭିଯାନ । ନନ୍ଦନକାନନ ଓ ଆଠଗଡ ବନବିଭାଗର ୩୦ରୁ ଅଧିକ କର୍ମଚାରୀ ମିଳିତ ଭାବରେ ଅଭିଯାନରେ ସାମିଲ ଅଛନ୍ତି । ସ୍ଥାନୀୟ ମତ୍ସ୍ୟଜୀବୀମାନେ ମଧ୍ୟ ଟିମକୁ ସହାୟତା କରୁଛନ୍ତି । ଘଡ଼ିଆଳ କୁମ୍ଭୀରଟିକୁ ସାତକୋଶିଆ ଗଣ୍ଡରେ ବଂଶବୃଦ୍ଧି ଉଦ୍ଦେଶ୍ୟରେ ଛଡାଯାଇଥିଲା । ହେଲେ ସେଠାରୁ ଚାଲିଆସି ପ୍ରଥମେ ମୁଣ୍ଡଳୀ ଓ ପରେ ଧବଳେଶ୍ବର ନିକଟରେ କୁମ୍ଭୀର ଦେଖିବାକୁ ମିଳିଥିଲା । କମ୍ଭୀରକୁ ଦେଖି ଲୋକ ଆତଙ୍କିତ ଅବସ୍ଥାରେ ଥିବାରୁ ଏହାକୁ ଉଦ୍ଧାର କରାଯାଉଛି ।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

30 Jan 2022 By The Sakala

ମହାନଦୀରେ ଚାଲିଛି କୁମ୍ଭୀର ରେସ୍କ୍ୟୁ ଅଭିଯାନ, ସାମିଲ ଅଛନ୍ତି ୩୦ରୁ ଉର୍ଦ୍ଧ୍ବ ବନ କର୍ମଚାରୀ

କଟକ: ମହାନଦୀରେ ଚାଲିଛି କୁମ୍ଭୀର ରେସ୍କ୍ୟୁ ଅଭିଯାନ । ଗତ ୨୮ତାରିଖରେ କୁମ୍ଭୀରଟିକୁ ମହାନଦୀରେ ଦେଖି ଲୋକ ଆତଙ୍କିତ ହୋଇଥିଲେ । ଏବେ ତାହାକୁ ଉଦ୍ଧାର କରିବାକୁ ଆରମ୍ଭ ହୋଇଛି ରେସ୍କୁ ଅଭିଯାନ । ନନ୍ଦନକାନନ ଓ ଆଠଗଡ ବନବିଭାଗର ୩୦ରୁ ଅଧିକ କର୍ମଚାରୀ ମିଳିତ ଭାବରେ ଅଭିଯାନରେ ସାମିଲ ଅଛନ୍ତି । ସ୍ଥାନୀୟ ମତ୍ସ୍ୟଜୀବୀମାନେ ମଧ୍ୟ ଟିମକୁ ସହାୟତା କରୁଛନ୍ତି । ଘଡ଼ିଆଳ କୁମ୍ଭୀରଟିକୁ ସାତକୋଶିଆ ଗଣ୍ଡରେ ବଂଶବୃଦ୍ଧି ଉଦ୍ଦେଶ୍ୟରେ ଛଡାଯାଇଥିଲା । ହେଲେ ସେଠାରୁ ଚାଲିଆସି ପ୍ରଥମେ ମୁଣ୍ଡଳୀ ଓ ପରେ ଧବଳେଶ୍ବର ନିକଟରେ କୁମ୍ଭୀର ଦେଖିବାକୁ ମିଳିଥିଲା । କମ୍ଭୀରକୁ ଦେଖି ଲୋକ ଆତଙ୍କିତ ଅବସ୍ଥାରେ ଥିବାରୁ ଏହାକୁ ଉଦ୍ଧାର କରାଯାଉଛି ।

https://www.thesakala.in/latest-odisha-news/the-crocodile-rescue-operation-is-underway-on-the-river-of-mahanadi/article-8856
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର