କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଗାଇଡଲାଇନ ଜାରିକଲା ବିଏମସି

The Sakala Picture
Published On

ଭୁବନେଶ୍ବର: କରୋନାକୁ ହରାଇବା ପାଇଁ ଟିକାକରଣ ଜୋରଦାର ଚାଲିଥିବା ବେଳେ ଲୋକଙ୍କ ଭିଡଙ୍କୁ କମାଇବା ପାଇଁ ମଧ୍ଯ କଟକଣା ଜାରି କରାଯାଉଛି। ଏହି ପରିପ୍ରେକ୍ଷୀରେ କାର୍ତ୍ତିକ ପୂର୍ଣ୍ଣିମା/ବଡ଼ ଓଷା ପାଇଁ ବିଏମସି ପକ୍ଷରୁ କଟକଣା ଜାରି କରାଯାଇଛି। ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଧର୍ମମାସ ଆସନ୍ତା ୧୯ ତାରିଖରେ ଶେଷ ହେଉଛି। ଶ୍ରଦ୍ଧାଳୁଙ୍କ ଭିଡକୁ ଲକ୍ଷ୍ଯ କରାଯାଇ ବିଏମସି ପକ୍ଷରୁ କଟକଣା ଜାରି ହୋଇଛି। ବିନ୍ଦୁ ସାଗର ଓ ଅନ୍ୟାନ୍ୟ ନଦୀ ଘାଟରେ ଏକାଠି ହେବା ପାଇଁ ବାରଣ […]

ଭୁବନେଶ୍ବର: କରୋନାକୁ ହରାଇବା ପାଇଁ ଟିକାକରଣ ଜୋରଦାର ଚାଲିଥିବା ବେଳେ ଲୋକଙ୍କ ଭିଡଙ୍କୁ କମାଇବା ପାଇଁ ମଧ୍ଯ କଟକଣା ଜାରି କରାଯାଉଛି। ଏହି ପରିପ୍ରେକ୍ଷୀରେ କାର୍ତ୍ତିକ ପୂର୍ଣ୍ଣିମା/ବଡ଼ ଓଷା ପାଇଁ ବିଏମସି ପକ୍ଷରୁ କଟକଣା ଜାରି କରାଯାଇଛି। ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଧର୍ମମାସ ଆସନ୍ତା ୧୯ ତାରିଖରେ ଶେଷ ହେଉଛି। ଶ୍ରଦ୍ଧାଳୁଙ୍କ ଭିଡକୁ ଲକ୍ଷ୍ଯ କରାଯାଇ ବିଏମସି ପକ୍ଷରୁ କଟକଣା ଜାରି ହୋଇଛି। ବିନ୍ଦୁ ସାଗର ଓ ଅନ୍ୟାନ୍ୟ ନଦୀ ଘାଟରେ ଏକାଠି ହେବା ପାଇଁ ବାରଣ କରାଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି  ବିଏମସି  ଅଧୀନ ସମସ୍ତ ମନ୍ଦିରରେ ଉତ୍ସବ ପାଇଁ ଶ୍ରଦ୍ଧାଳୁଙ୍କୁ ମନା କରାଯାଇଛି।

ଆହୁରି ପଢ଼ନ୍ତୁ: ରସିକିଆ ହିନ୍ଦୀ ଶିକ୍ଷକଙ୍କ ବିରୋଧରେ ଛାତ୍ରୀଙ୍କ ଅସଦାଚରଣ ଅଭିଯୋଗ, ଥାନାରେ ଅଟକ

15 Nov 2021 By The Sakala

କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଗାଇଡଲାଇନ ଜାରିକଲା ବିଏମସି

ଭୁବନେଶ୍ବର: କରୋନାକୁ ହରାଇବା ପାଇଁ ଟିକାକରଣ ଜୋରଦାର ଚାଲିଥିବା ବେଳେ ଲୋକଙ୍କ ଭିଡଙ୍କୁ କମାଇବା ପାଇଁ ମଧ୍ଯ କଟକଣା ଜାରି କରାଯାଉଛି। ଏହି ପରିପ୍ରେକ୍ଷୀରେ କାର୍ତ୍ତିକ ପୂର୍ଣ୍ଣିମା/ବଡ଼ ଓଷା ପାଇଁ ବିଏମସି ପକ୍ଷରୁ କଟକଣା ଜାରି କରାଯାଇଛି। ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଧର୍ମମାସ ଆସନ୍ତା ୧୯ ତାରିଖରେ ଶେଷ ହେଉଛି। ଶ୍ରଦ୍ଧାଳୁଙ୍କ ଭିଡକୁ ଲକ୍ଷ୍ଯ କରାଯାଇ ବିଏମସି ପକ୍ଷରୁ କଟକଣା ଜାରି ହୋଇଛି। ବିନ୍ଦୁ ସାଗର ଓ ଅନ୍ୟାନ୍ୟ ନଦୀ ଘାଟରେ ଏକାଠି ହେବା ପାଇଁ ବାରଣ କରାଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି  ବିଏମସି  ଅଧୀନ ସମସ୍ତ ମନ୍ଦିରରେ ଉତ୍ସବ ପାଇଁ ଶ୍ରଦ୍ଧାଳୁଙ୍କୁ ମନା କରାଯାଇଛି।

https://www.thesakala.in/latest-odisha-news/the-bmc-has-issued-guidelines-for-the-kartika-purnima/article-6888
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର