ରାଉରକେଲାରେ ବିସ୍ଫୋରକ ଭର୍ତ୍ତି ଦୁଇଟି ଗାଡ଼ି ଜବତ : ପୁଲିସ, ଖଣି ବିଭାଗ ଓ GST ଅଧିକାରୀଙ୍କ ତଦନ୍ତ ଆରମ୍ଭ

The Sakala Picture
Published On

ରାଉରକେଲା : ରଘୁନାଥପାଲ୍ଲୀ ଥାନା ଅନ୍ତର୍ଗତ ଦେଓଗାଁ ବାଲୁଘାଟ ପେଟ୍ରୋଲ୍‌ ପମ୍ପ୍ ନିକଟରୁ ବିସ୍ଫୋରକ ଭର୍ତ୍ତି ଗାଡି ଜବତ। ୧୧୬ ପେଟି ବିସ୍ଫୋରକ ସାମଗ୍ରୀ ଜବତ କରିଛି ପୁଲିସ। ବେଆଇନ ଭାବେ ବିସ୍ଫୋରକ ସାମଗ୍ରୀ ଚାଲାଣ କରାଯାଉଥିବା ବେଳେ ଏହାକୁ ଜବତ କରାଯାଇଛି। ଜବତ କାର୍ଟୁନ ଭିତରେ ରହିଛି ୨୩ ହଜାର ୨୦୦ଟି ବିସ୍ଫୋରକ ପ୍ୟାକେଟ୍। ବିସ୍ପୋରକ ସାମଗ୍ରୀ ଜବତ କରି ରଘୁନାଥପାଲି ଥାନା ପୁଲିସ ତଦନ୍ତ ଜାରି ରଖିଛି। ଘଟଣାରେ ବିସ୍ଫୋରକ ଗୋଦାମ ମାଲିକ ଶ୍ରବଣ […]

ରାଉରକେଲା : ରଘୁନାଥପାଲ୍ଲୀ ଥାନା ଅନ୍ତର୍ଗତ ଦେଓଗାଁ ବାଲୁଘାଟ ପେଟ୍ରୋଲ୍‌ ପମ୍ପ୍ ନିକଟରୁ ବିସ୍ଫୋରକ ଭର୍ତ୍ତି ଗାଡି ଜବତ। ୧୧୬ ପେଟି ବିସ୍ଫୋରକ ସାମଗ୍ରୀ ଜବତ କରିଛି ପୁଲିସ। ବେଆଇନ ଭାବେ ବିସ୍ଫୋରକ ସାମଗ୍ରୀ ଚାଲାଣ କରାଯାଉଥିବା ବେଳେ ଏହାକୁ ଜବତ କରାଯାଇଛି। ଜବତ କାର୍ଟୁନ ଭିତରେ ରହିଛି ୨୩ ହଜାର ୨୦୦ଟି ବିସ୍ଫୋରକ ପ୍ୟାକେଟ୍। ବିସ୍ପୋରକ ସାମଗ୍ରୀ ଜବତ କରି ରଘୁନାଥପାଲି ଥାନା ପୁଲିସ ତଦନ୍ତ ଜାରି ରଖିଛି।

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନବୀନ; କହିଲେ, ବିଜେପି ସରକାରରେ ନେତୃତ୍ୱ ସଙ୍କଟ, ବଢୁଛି ନାରୀ ନିର୍ଯାତନା

ଘଟଣାରେ ବିସ୍ଫୋରକ ଗୋଦାମ ମାଲିକ ଶ୍ରବଣ ଅଗ୍ରୱାଲ ଓ ଗାଡି ଡ୍ରାଇଭର ଅଟକ ଅଛନ୍ତି। ପୁଲିସ ପକ୍ଷରୁ ପଚରାଉଚରା ଜାରି ରହିଛି। ଏହି ବିସ୍ଫୋରକ କେଉଁଠିକୁ ଯାଉଥିଲା ସେନେଇ ଛାନବିନ ଚାଲିଛି। ଆଜିର ୧୧୬ ପେଟି ବିସ୍ଫୋରକର କୌଣସି କାଗଜପତ୍ର ନଥିବାରୁ ସନ୍ଦେହ ବଢ଼ିଛି। ଜିଏସଟି ଏନଫୋର୍ସମେଣ୍ଟ ଡେପୁଟି କମିଶନରଙ୍କ ନେତୃତ୍ବରେ ଜିଏସଟି ଟିମ ରଘୁନାଥାପାଲ୍ଲି ଥାନାରେ ପହଞ୍ଚି ପଚରାଉଚୁରା କରୁଛନ୍ତି।  ବେଆଇନ ଭାବେ ବିସ୍ଫୋରକ ଚାଲାଣ ଅଭିଯୋଗରେ ପଚରାଉଚରା ଚାଲିଛି।

ଆହୁରି ପଢ଼ନ୍ତୁ: ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ସେପଟେ ବିସ୍ପୋରକ ଗୋଦାମ ମାଲିକଙ୍କ ବାସନ୍ତୀ କଲୋନୀ ବାସଭବନରେ ତଦନ୍ତକାରୀ ଟିମ ପହଞ୍ଚିଛି। ପୁଲିସ SIT ଟିମ ସହ ଜିଏସଟି ଏନଫୋର୍ସମେଣ୍ଟ ଡେପୁଟି କମିଶନରଙ୍କ ନେତୃତ୍ବରେ ଜିଏସଟି ଟିମ ବାସଭବନରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

01 Jun 2025 By The Sakala

ରାଉରକେଲାରେ ବିସ୍ଫୋରକ ଭର୍ତ୍ତି ଦୁଇଟି ଗାଡ଼ି ଜବତ : ପୁଲିସ, ଖଣି ବିଭାଗ ଓ GST ଅଧିକାରୀଙ୍କ ତଦନ୍ତ ଆରମ୍ଭ

ରାଉରକେଲା : ରଘୁନାଥପାଲ୍ଲୀ ଥାନା ଅନ୍ତର୍ଗତ ଦେଓଗାଁ ବାଲୁଘାଟ ପେଟ୍ରୋଲ୍‌ ପମ୍ପ୍ ନିକଟରୁ ବିସ୍ଫୋରକ ଭର୍ତ୍ତି ଗାଡି ଜବତ। ୧୧୬ ପେଟି ବିସ୍ଫୋରକ ସାମଗ୍ରୀ ଜବତ କରିଛି ପୁଲିସ। ବେଆଇନ ଭାବେ ବିସ୍ଫୋରକ ସାମଗ୍ରୀ ଚାଲାଣ କରାଯାଉଥିବା ବେଳେ ଏହାକୁ ଜବତ କରାଯାଇଛି। ଜବତ କାର୍ଟୁନ ଭିତରେ ରହିଛି ୨୩ ହଜାର ୨୦୦ଟି ବିସ୍ଫୋରକ ପ୍ୟାକେଟ୍। ବିସ୍ପୋରକ ସାମଗ୍ରୀ ଜବତ କରି ରଘୁନାଥପାଲି ଥାନା ପୁଲିସ ତଦନ୍ତ ଜାରି ରଖିଛି।

ଘଟଣାରେ ବିସ୍ଫୋରକ ଗୋଦାମ ମାଲିକ ଶ୍ରବଣ ଅଗ୍ରୱାଲ ଓ ଗାଡି ଡ୍ରାଇଭର ଅଟକ ଅଛନ୍ତି। ପୁଲିସ ପକ୍ଷରୁ ପଚରାଉଚରା ଜାରି ରହିଛି। ଏହି ବିସ୍ଫୋରକ କେଉଁଠିକୁ ଯାଉଥିଲା ସେନେଇ ଛାନବିନ ଚାଲିଛି। ଆଜିର ୧୧୬ ପେଟି ବିସ୍ଫୋରକର କୌଣସି କାଗଜପତ୍ର ନଥିବାରୁ ସନ୍ଦେହ ବଢ଼ିଛି। ଜିଏସଟି ଏନଫୋର୍ସମେଣ୍ଟ ଡେପୁଟି କମିଶନରଙ୍କ ନେତୃତ୍ବରେ ଜିଏସଟି ଟିମ ରଘୁନାଥାପାଲ୍ଲି ଥାନାରେ ପହଞ୍ଚି ପଚରାଉଚୁରା କରୁଛନ୍ତି।  ବେଆଇନ ଭାବେ ବିସ୍ଫୋରକ ଚାଲାଣ ଅଭିଯୋଗରେ ପଚରାଉଚରା ଚାଲିଛି।

ସେପଟେ ବିସ୍ପୋରକ ଗୋଦାମ ମାଲିକଙ୍କ ବାସନ୍ତୀ କଲୋନୀ ବାସଭବନରେ ତଦନ୍ତକାରୀ ଟିମ ପହଞ୍ଚିଛି। ପୁଲିସ SIT ଟିମ ସହ ଜିଏସଟି ଏନଫୋର୍ସମେଣ୍ଟ ଡେପୁଟି କମିଶନରଙ୍କ ନେତୃତ୍ବରେ ଜିଏସଟି ଟିମ ବାସଭବନରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

https://www.thesakala.in/latest-odisha-news/sundargarh/explosives-seized-from-vehicles-abandoned-near-petrol-pump-in-odishas-rourkela/article-40914
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର