ସୁମିତ ଏବଂ ଡିମ୍ପଲଙ୍କ ମାମଲାରେ ଆସିଲା କୋର୍ଟଙ୍କ ନୂଆ ଆଦେଶ, ଦୁହେଁ ପୁଣି ମିସିକି ରହିବେ

The Sakala Picture
Published On

ଭୁବନେଶ୍ବର: ସୁମିତ ଏବଂ ଡିମ୍ପଲଙ୍କ ଆସିଲା କୋର୍ଟଙ୍କ ନୂଆ ଆଦେଶ ଦେଇଛନ୍ତି। ଦୁହେଁ ପୁଣି ମିସିକି ରହିବେ। ପରବର୍ତ୍ତୀ ଶୁଣାଣି ଆସନ୍ତା ୧୭ ତାରିଖରେ ରହିବ। ଡିମ୍ପଲ ଏବଂ ସୁମିତ ନିଜେ ଭଡାଘରେ ରହିବେ। କେଶ ସରିଲା ପରେ ସବୁ ଖର୍ଚ୍ଚ ବହନ କରିବେ ସ୍ୱାମୀ ସୁମିତ। ପୁଲିସ ଏବଂ ପ୍ରୋଟେକ୍ସନ ଅଫିସର ସପ୍ତାହିକ ରିପୋର୍ଟ ଦେବେ SDJM କୋର୍ଟଙ୍କ ନିକଟରେ। ଉଭୟ ପରିବାର ସେମାନଙ୍କୁ ସାକ୍ଷାତ କରିପାରିବେ। ସୁମିତଙ୍କ ପରିବାର ପକ୍ଷ ରଖିବା ପାଇଁ ୭ […]

ଭୁବନେଶ୍ବର: ସୁମିତ ଏବଂ ଡିମ୍ପଲଙ୍କ ଆସିଲା କୋର୍ଟଙ୍କ ନୂଆ ଆଦେଶ ଦେଇଛନ୍ତି। ଦୁହେଁ ପୁଣି ମିସିକି ରହିବେ। ପରବର୍ତ୍ତୀ ଶୁଣାଣି ଆସନ୍ତା ୧୭ ତାରିଖରେ ରହିବ। ଡିମ୍ପଲ ଏବଂ ସୁମିତ ନିଜେ ଭଡାଘରେ ରହିବେ। କେଶ ସରିଲା ପରେ ସବୁ ଖର୍ଚ୍ଚ ବହନ କରିବେ ସ୍ୱାମୀ ସୁମିତ। ପୁଲିସ ଏବଂ ପ୍ରୋଟେକ୍ସନ ଅଫିସର ସପ୍ତାହିକ ରିପୋର୍ଟ ଦେବେ SDJM କୋର୍ଟଙ୍କ ନିକଟରେ।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଚିକେନ୍ ଦୋକାନୀଙ୍କୁ ହତ୍ୟା, ପୁଅ ଗୁରୁତର

ଉଭୟ ପରିବାର ସେମାନଙ୍କୁ ସାକ୍ଷାତ କରିପାରିବେ। ସୁମିତଙ୍କ ପରିବାର ପକ୍ଷ ରଖିବା ପାଇଁ ୭ ଦିନ ସମୟ ନେଇଥିବା ସୂଚନା। ଶାଶୁଘର ଆଗରେ ଧାରଣା ଦେଇ ଚର୍ଚ୍ଚାକୁ ଆସିଥିଲେ ବୋହୂ ତପସ୍ୱିନୀ ।

ଆହୁରି ପଢ଼ନ୍ତୁ: ଚିପଟ ନଦୀ ପୋଲ ତଳୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ପୁଲିସର ତଦନ୍ତ ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର