ପୁରୀ-ନୁଆଗାଁ ରୋଡ୍ ମଧ୍ୟରେ ଚାଲିବ ପାସେଞ୍ଜର ସ୍ପେଶାଲ ଟ୍ରେନ୍

The Sakala Picture
Published On

ଭୁବନେଶ୍ୱର: ମାନ୍ୟବର ରେଳମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ପୂର୍ବତଟ ରେଳପଥ ପୁରୀ-ନୁଆଗାଁ ରୋଡ୍ ମଧ୍ୟରେ ପାସେଞ୍ଜର ସ୍ପେଶାଲ ଟ୍ରେନ ଚଳାଚଳ ପାଇଁ ନିଷ୍ପତ୍ତି ନେଇଛି।  ୦୮୪୨୩/୦୮୪୨୪ ପୁରୀ-ନୁଆଗାଁ ରୋଡ୍-ପୁରୀ ପାସେଞ୍ଜର ସ୍ପେଶାଲ୍ ୨୦ ଜୁଲାଇ, ୨୦୨୨ ଠାରୁ ପୁରୀରୁ ସନ୍ଧ୍ୟା ୭ଘ.୫୦ମି.ରେ ଛାଡିବାକୁ ଥିବାବେଳେ ଫେରିବା ମାର୍ଗରେ ୨୧ ଜୁଲାଇ, ୨୦୨୨ ଠାରୁ ନୁଆଗାଁ ରୋଡରୁ ପୂର୍ବାହ୍ନ ୮ଘ.୧୦ମି.ରେ ପୁରୀ ଯାତ୍ରା କରିବ। ଏହି ଟ୍ରେନରେ ପାଞ୍ଚଟି ଦ୍ୱିତୀୟ ଶ୍ରେଣୀ ସିଟିଙ୍ଗ ଏବଂ ଦୁଇଟି ଗାର୍ଡ ତଥା ଲଗେଜ୍ […]

ଭୁବନେଶ୍ୱର: ମାନ୍ୟବର ରେଳମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ପୂର୍ବତଟ ରେଳପଥ ପୁରୀ-ନୁଆଗାଁ ରୋଡ୍ ମଧ୍ୟରେ ପାସେଞ୍ଜର ସ୍ପେଶାଲ ଟ୍ରେନ ଚଳାଚଳ ପାଇଁ ନିଷ୍ପତ୍ତି ନେଇଛି।  ୦୮୪୨୩/୦୮୪୨୪ ପୁରୀ-ନୁଆଗାଁ ରୋଡ୍-ପୁରୀ ପାସେଞ୍ଜର ସ୍ପେଶାଲ୍ ୨୦ ଜୁଲାଇ, ୨୦୨୨ ଠାରୁ ପୁରୀରୁ ସନ୍ଧ୍ୟା ୭ଘ.୫୦ମି.ରେ ଛାଡିବାକୁ ଥିବାବେଳେ ଫେରିବା ମାର୍ଗରେ ୨୧ ଜୁଲାଇ, ୨୦୨୨ ଠାରୁ ନୁଆଗାଁ ରୋଡରୁ ପୂର୍ବାହ୍ନ ୮ଘ.୧୦ମି.ରେ ପୁରୀ ଯାତ୍ରା କରିବ।

ଆହୁରି ପଢ଼ନ୍ତୁ: ଓଡ଼ିଶାର ଉପାନ୍ତ ଓ ଆଦିବାସୀ ଅଞ୍ଚଳରେ ଲାଗିବ ୭୦୭ ନୂଆ ୪ଜି ଟାୱାର, ଜମି ହସ୍ତାନ୍ତର ତ୍ୱରାନ୍ୱିତ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଏହି ଟ୍ରେନରେ ପାଞ୍ଚଟି ଦ୍ୱିତୀୟ ଶ୍ରେଣୀ ସିଟିଙ୍ଗ ଏବଂ ଦୁଇଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଉପଲବ୍ଧ ଥିବାବେଳେ ଏହା ପୁରୀ ଏବଂ ନୁଆଗାଁ ରୋଡ୍ ମଧ୍ୟରେ ମାଳତୀପାଟପୁର, ଜାନକିଦେଇପୁର, ସାକ୍ଷୀଗୋପାଳ, ବୀରପୁରୁଷୋତ୍ତମପୁର, ଜେନାପୁର ପିଏଚ, ଡେଲାଙ୍ଗ, କଣାସ ରୋଡ, ମୋଟରୀ, ହରିପୁର ଗ୍ରାମ, ଖୋର୍ଦ୍ଧା ରୋଡ, ଖୋର୍ଦ୍ଧା ଟାଉନ, ବେଗୁନିଆ, ରାଜସୁନାଖଳା, ବୋଲଗଡ ଟାଉନ୍, ବୋଲଗଡ ରୋଡ୍, ନୟାଗଡ଼ ଟାଉନ୍ ଏବଂ ମହିପୁର ଷ୍ଟେସନ ମାନଙ୍କରେ ରହଣି କରିବ।

ଆହୁରି ପଢ଼ନ୍ତୁ: ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣା: ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା

ପୁରୀ-ନୁଆଗାଁ ରୋଡ୍ ପାସେଞ୍ଜର ସ୍ପେଶାଲ୍ ପ୍ରଚଳନ ପରେ ଟ୍ରେନ ଚଳାଚଳର ସୁବିଧାକୁ ଦେଖି ୦୮୪୨୯ ଭୁବନେଶ୍ୱର-ନୁଆଗାଁ ରୋଡ୍ ପାସେଞ୍ଜର ସ୍ପେଶାଲ୍ ସମୟ ସାରଣୀକୁ ସଂଶୋଧନ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି ଜ୍ଝ ୨୧ ଜୁଲାଇ ୨୦୨୨ ଠାରୁ ସ୍ଥିରୀକୃତ ଷ୍ଟେସନ ମାନଙ୍କ ଠାରେ ଏହି ଟ୍ରେନ୍ ପାଇଁ ସମୟ ମଧ୍ୟ ସଂଶୋଧିତ ହୋଇଛି ଜ୍ଝ ଏହି ଟ୍ରେନ ଭୁବନେଶ୍ୱର ଠାରୁ ଏହାର ନିର୍ଧାରିତ ସମୟ ପୂର୍ବାହ୍ନ ୯ଘ.୨୫ମି. ପରିବର୍ତ୍ତେ ପୂର୍ବାହ୍ନ ୧୦ଘ.୨୦ମି. ରେ ଛାଡି ନୁଆଗାଁ ରୋଡ଼ ଠାରେ ଅପରାହ୍ନ ୧୨ଘ.୧୫ମି. ପରିବର୍ତ୍ତେ ୧ ଘଟିକାରେ ପହଞ୍ଚିବ।

ଆହୁରି ପଢ଼ନ୍ତୁ: ଜୁନ ୨୯ରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ପ୍ରବେଶ ମନା

ଅବଶ୍ୟ, ୦୮୪୩୦ ନୁଆଗାଁ ରୋଡ୍-ଭୁବନେଶ୍ୱର ପାସେଞ୍ଜର ସ୍ପେସିଆଲ୍ ନୁଆଗାଁ ରୋଡ୍ ଠାରୁ ଭୁବନେଶ୍ୱର ଫେରିବା ମାର୍ଗରେ ଏହାର ସମୟ ସାରଣୀ ଅପରିବର୍ତ୍ତିତ ରହିବ

12 Jul 2022 By The Sakala

ପୁରୀ-ନୁଆଗାଁ ରୋଡ୍ ମଧ୍ୟରେ ଚାଲିବ ପାସେଞ୍ଜର ସ୍ପେଶାଲ ଟ୍ରେନ୍

ଭୁବନେଶ୍ୱର: ମାନ୍ୟବର ରେଳମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ପୂର୍ବତଟ ରେଳପଥ ପୁରୀ-ନୁଆଗାଁ ରୋଡ୍ ମଧ୍ୟରେ ପାସେଞ୍ଜର ସ୍ପେଶାଲ ଟ୍ରେନ ଚଳାଚଳ ପାଇଁ ନିଷ୍ପତ୍ତି ନେଇଛି।  ୦୮୪୨୩/୦୮୪୨୪ ପୁରୀ-ନୁଆଗାଁ ରୋଡ୍-ପୁରୀ ପାସେଞ୍ଜର ସ୍ପେଶାଲ୍ ୨୦ ଜୁଲାଇ, ୨୦୨୨ ଠାରୁ ପୁରୀରୁ ସନ୍ଧ୍ୟା ୭ଘ.୫୦ମି.ରେ ଛାଡିବାକୁ ଥିବାବେଳେ ଫେରିବା ମାର୍ଗରେ ୨୧ ଜୁଲାଇ, ୨୦୨୨ ଠାରୁ ନୁଆଗାଁ ରୋଡରୁ ପୂର୍ବାହ୍ନ ୮ଘ.୧୦ମି.ରେ ପୁରୀ ଯାତ୍ରା କରିବ।

ଏହି ଟ୍ରେନରେ ପାଞ୍ଚଟି ଦ୍ୱିତୀୟ ଶ୍ରେଣୀ ସିଟିଙ୍ଗ ଏବଂ ଦୁଇଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଉପଲବ୍ଧ ଥିବାବେଳେ ଏହା ପୁରୀ ଏବଂ ନୁଆଗାଁ ରୋଡ୍ ମଧ୍ୟରେ ମାଳତୀପାଟପୁର, ଜାନକିଦେଇପୁର, ସାକ୍ଷୀଗୋପାଳ, ବୀରପୁରୁଷୋତ୍ତମପୁର, ଜେନାପୁର ପିଏଚ, ଡେଲାଙ୍ଗ, କଣାସ ରୋଡ, ମୋଟରୀ, ହରିପୁର ଗ୍ରାମ, ଖୋର୍ଦ୍ଧା ରୋଡ, ଖୋର୍ଦ୍ଧା ଟାଉନ, ବେଗୁନିଆ, ରାଜସୁନାଖଳା, ବୋଲଗଡ ଟାଉନ୍, ବୋଲଗଡ ରୋଡ୍, ନୟାଗଡ଼ ଟାଉନ୍ ଏବଂ ମହିପୁର ଷ୍ଟେସନ ମାନଙ୍କରେ ରହଣି କରିବ।

ପୁରୀ-ନୁଆଗାଁ ରୋଡ୍ ପାସେଞ୍ଜର ସ୍ପେଶାଲ୍ ପ୍ରଚଳନ ପରେ ଟ୍ରେନ ଚଳାଚଳର ସୁବିଧାକୁ ଦେଖି ୦୮୪୨୯ ଭୁବନେଶ୍ୱର-ନୁଆଗାଁ ରୋଡ୍ ପାସେଞ୍ଜର ସ୍ପେଶାଲ୍ ସମୟ ସାରଣୀକୁ ସଂଶୋଧନ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି ଜ୍ଝ ୨୧ ଜୁଲାଇ ୨୦୨୨ ଠାରୁ ସ୍ଥିରୀକୃତ ଷ୍ଟେସନ ମାନଙ୍କ ଠାରେ ଏହି ଟ୍ରେନ୍ ପାଇଁ ସମୟ ମଧ୍ୟ ସଂଶୋଧିତ ହୋଇଛି ଜ୍ଝ ଏହି ଟ୍ରେନ ଭୁବନେଶ୍ୱର ଠାରୁ ଏହାର ନିର୍ଧାରିତ ସମୟ ପୂର୍ବାହ୍ନ ୯ଘ.୨୫ମି. ପରିବର୍ତ୍ତେ ପୂର୍ବାହ୍ନ ୧୦ଘ.୨୦ମି. ରେ ଛାଡି ନୁଆଗାଁ ରୋଡ଼ ଠାରେ ଅପରାହ୍ନ ୧୨ଘ.୧୫ମି. ପରିବର୍ତ୍ତେ ୧ ଘଟିକାରେ ପହଞ୍ଚିବ।

ଅବଶ୍ୟ, ୦୮୪୩୦ ନୁଆଗାଁ ରୋଡ୍-ଭୁବନେଶ୍ୱର ପାସେଞ୍ଜର ସ୍ପେସିଆଲ୍ ନୁଆଗାଁ ରୋଡ୍ ଠାରୁ ଭୁବନେଶ୍ୱର ଫେରିବା ମାର୍ଗରେ ଏହାର ସମୟ ସାରଣୀ ଅପରିବର୍ତ୍ତିତ ରହିବ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର