ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ ସମାଜସେବୀ ବିତିସ୍ମିତା ସାହାଣୀ
କଟକ : କାର୍ଯ୍ୟଶୈଳିରୁ ହିଁ ଜୀବନର ମହନିୟତା ପ୍ରକାଶିତ ହୁଏ । କଥାରେ କୁହାଯାଏ, ଖୁସି ବାଂଟିଲେ ଦ୍ୱିଗୁଣିତ ହୁଏ । ଏଭଳି କଥାକୁ ସତରେ ପରିଣତ କରିଛନ୍ତି କଟକ ଚାଉଳିଆଗଞ୍ଜ ଅଞ୍ଚଳର ସମାଜସେବୀ ବିତିସ୍ମିତା ସାହାଣୀ । ଆଜି କଟକର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜୟ ବୁଢା ମହାବୀର ସେବା ସମିତି ତରଫରୁ ସଦସ୍ୟା ତଥା ସମାଜସେବୀ ବିତିସ୍ମିତା ସାହାଣୀଙ୍କ ଜନ୍ମଦିନ ଉପଲକ୍ଷେ ଚାଉଳିଆଗଞ୍ଜ ସ୍ଥିତ ବସ୍ତି ରେ କୁନି କୁନି ପିଲା ମାନଙ୍କ ସହ […]
କଟକ : କାର୍ଯ୍ୟଶୈଳିରୁ ହିଁ ଜୀବନର ମହନିୟତା ପ୍ରକାଶିତ ହୁଏ । କଥାରେ କୁହାଯାଏ, ଖୁସି ବାଂଟିଲେ ଦ୍ୱିଗୁଣିତ ହୁଏ । ଏଭଳି କଥାକୁ ସତରେ ପରିଣତ କରିଛନ୍ତି କଟକ ଚାଉଳିଆଗଞ୍ଜ ଅଞ୍ଚଳର ସମାଜସେବୀ ବିତିସ୍ମିତା ସାହାଣୀ । ଆଜି କଟକର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜୟ ବୁଢା ମହାବୀର ସେବା ସମିତି ତରଫରୁ ସଦସ୍ୟା ତଥା ସମାଜସେବୀ ବିତିସ୍ମିତା ସାହାଣୀଙ୍କ ଜନ୍ମଦିନ ଉପଲକ୍ଷେ ଚାଉଳିଆଗଞ୍ଜ ସ୍ଥିତ ବସ୍ତି ରେ କୁନି କୁନି ପିଲା ମାନଙ୍କ ସହ ପୋଡ଼ ପିଠା,ବିସ୍କୁଟ,ଚକଲେଟ, ଶୁଖିଲା ଖାଦ୍ୟ ଏବଂ କେକ କଟାଯାଇ ଜନ୍ମଦିନ ସହ ରଜ ଉତ୍ସବ ପାଳନ କରିଥିଲେ।
ଆଜି ପହିଲି ରଜ ଅବସରରେ ବସ୍ତିର କୁନି କୁନି ପିଲା ମୁହଁରେ ହସ ଫୁଟାଇବା ପାଇଁ ଜୟ ବୁଢା ମହାବୀର ସେବା ସମିତି ତରଫରୁ ସଦସ୍ୟା ବିତିସ୍ମିତା ସାହାଣୀଙ୍କ ଜନ୍ମଦିନ କୁନି କୁନି ପିଲାଙ୍କ ଗହଣରେ କେକ୍ କାଟି ପାଳନ କରାଯାଇଥିଲା। କେକ୍ କାଟିବା ପରେ ପିଲାମାନଙ୍କୁ ପୋଡ଼ ପିଠା,ବିସ୍କୁଟ,ଚକଲେଟ, ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା। ନିଜ ଜନ୍ମ ଦିନକୁ ଛୋଟ ପିଲାଙ୍କ ସହ ପାଳନ କରିବା ସହ ସେମାନଙ୍କୁ ଟିକିଏ ଖୁସି କରିବା ପାଇଁ ଚେଷ୍ଟା କରିଥିବାରୁ ବିତିସ୍ମିତା ସାହାଣୀ ଖୁସିବ୍ୟକ୍ତ କରିଥିଲେ।
ଚାଉଳିଆଗଞ୍ଜ ସ୍ଥିତ ବସ୍ତିରେ ଉକ୍ତ କାର୍ଯ୍ୟକ୍ରମରେ ଚାଉଳିଆଗଞ୍ଜର ପୂର୍ବତନ କର୍ପୋରେଟର ମିନତୀ ସାହୁ, ସମାଜ ସେବୀ ତଥା ଯୁବ ନେତା ସୁକାନ୍ତ ସାହାଣୀ,ବର୍ତମାନର କର୍ପୋରେଟର ମୀନା ସାହୁ, ସଦସ୍ୟ ମାନଙ୍କ ମଧ୍ୟରେ ଜଗନ୍ ସାହୁ, ସତ୍ୟଜିତ ସାହାଣୀ, ମନୋଜ ମହାନ୍ତି, ଦୁଷ୍ମନ୍ତ ସ୍ୱାଇଁ, ସମ୍ବିତ ସ୍ୱାଇଁ, ସତ୍ୟ, ମନୋଜ ସାହୁ, ସତ୍ୟନାରାୟଣ ମୁଦୁଲି ଏବଂ ବହୁ ସଂଖ୍ୟାର ଛୋଟ ବଡ ଭାଇ ଭଉଣୀ ମାନେ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।