ରେଳଧାରଣାରୁ ଖଣ୍ଡବିଖଣ୍ଡିତ ଅବସ୍ଥାରେ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର !

The Sakala Picture
Published On

ସମ୍ବଲପୁର: ରେଳ ଧାରଣାରୁ ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ଯୁବକ ଓ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏଭଳି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ହୀରାକୁଦ ଷ୍ଟେସନ ନିକଟ ଏ. କଟାପାଲି ଓଭରବ୍ରିଜ ନିକଟରେ। ବୁର୍ଲା କଟାପାଲି ନିକଟସ୍ଥ ରେଲଓ୍ବେ ଓଭରବ୍ରିଜ ତଳେ ପଡିଛି ମୃତଦେହ । ଟ୍ରେନ ଲାଇନରେ କଟି ପ୍ରେମୀ ଯୁଗଳଙ୍କ ମୃତ୍ଯୁ ହୋଇଥିବା ଦେଖିବାକୁ ମିଳିଛି । ମୃତକଙ୍କ ପରିଚୟ ମିଳିନଥିବା ବେଳେ ମୃତଦେହ ନିକଟରେ ଗୋଟିଏ ହେଲମେଟ ଓ ବାଇକ୍ ରଖାଯାଇଥିବା ଦେଖିବାକୁ […]

ସମ୍ବଲପୁର: ରେଳ ଧାରଣାରୁ ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ଯୁବକ ଓ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏଭଳି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ହୀରାକୁଦ ଷ୍ଟେସନ ନିକଟ ଏ. କଟାପାଲି ଓଭରବ୍ରିଜ ନିକଟରେ। ବୁର୍ଲା କଟାପାଲି ନିକଟସ୍ଥ ରେଲଓ୍ବେ ଓଭରବ୍ରିଜ ତଳେ ପଡିଛି ମୃତଦେହ । ଟ୍ରେନ ଲାଇନରେ କଟି ପ୍ରେମୀ ଯୁଗଳଙ୍କ ମୃତ୍ଯୁ ହୋଇଥିବା ଦେଖିବାକୁ ମିଳିଛି । ମୃତକଙ୍କ ପରିଚୟ ମିଳିନଥିବା ବେଳେ ମୃତଦେହ ନିକଟରେ ଗୋଟିଏ ହେଲମେଟ ଓ ବାଇକ୍ ରଖାଯାଇଥିବା ଦେଖିବାକୁ ମିଳିଛି ।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଗଛରେ ଟାଙ୍ଗି ଦେଲେ ଦୁର୍ବୁତ୍ତ !

ସେପଟେ ଘଟଣା ସଂପର୍କରେ ଖବର ପାଇ ଜିଆରପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଏବେ ଯାଏଁ ମୃତକଙ୍କ ପରିଚୟ ମିଳିପାରିନାହିଁ । ତେବେ କଣ ପାଇଁ ଉଭୟ ଆତ୍ମହତ୍ୟା କଲେ, ନା ତା ପଛରେ ଆଉ କଣ କାରଣ । ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ।

ଆହୁରି ପଢ଼ନ୍ତୁ: ପୋଖରୀରେ ବୁଡ଼ିଯାଉଥିଲେ ୨ ଛୋଟ ଝିଅ, ବଞ୍ଚାଇବାକୁ ଯାଇ ନିଜ ଜୀବନ ହାରିଲେ ସସ୍ମିତା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର