କଟକ ଏସସିବି ମେଡିକାଲରେ ବିରଳ ଅସ୍ତ୍ରୋପଚାର, ଯୋଡିହେଲା କଟାହାତ

The Sakala Picture
Published On

କଟକ: ଯୋଡ଼ିହେଲା କଟାହାତ। କଟକ ଏସସିବିରେ ହୋଇଛି ବିରଳ ଅସ୍ତ୍ରୋପଚାର। କଟାହାତକୁ ସଂରକ୍ଷଣ କରି ରଖାଯାଇଥିଲା । ଏହାପରେ ସେହି ହାତକୁ ସଫଳତାର ସହ ଅସ୍ତ୍ରୋପଚାର କରି ଯୋଡ଼ା ଯାଇଛି। ବାଲେଶ୍ବରର ସଦର ଅଞ୍ଚଳର ପ୍ରକାଶ ଦାସଙ୍କର ବାମ ହାତଟି ସମ୍ପୂର୍ଣ୍ଣ କଟିଯାଇଥିଲା । ଗତ ୨୧ ତାରିଖରେ ପୂର୍ବ ଶତ୍ରୁତାରୁ ଆକ୍ରମଣ ଘଟଣାରେ ତାଙ୍କ ବାମ ହାତଟି କଟିଯାଇଥିଲା। ବାଲେଶ୍ବର ସଦର ବିଧାୟକ ସ୍ବରୂପ ଦାସଙ୍କ ସହାୟତାରେ ତାଙ୍କୁ ଏସସିବିରେ ଭର୍ତ୍ତି କରାଯାଇଥିଲା । ପ୍ଲାଷ୍ଟିକ […]

କଟକ: ଯୋଡ଼ିହେଲା କଟାହାତ। କଟକ ଏସସିବିରେ ହୋଇଛି ବିରଳ ଅସ୍ତ୍ରୋପଚାର। କଟାହାତକୁ ସଂରକ୍ଷଣ କରି ରଖାଯାଇଥିଲା । ଏହାପରେ ସେହି ହାତକୁ ସଫଳତାର ସହ ଅସ୍ତ୍ରୋପଚାର କରି ଯୋଡ଼ା ଯାଇଛି। ବାଲେଶ୍ବରର ସଦର ଅଞ୍ଚଳର ପ୍ରକାଶ ଦାସଙ୍କର ବାମ ହାତଟି ସମ୍ପୂର୍ଣ୍ଣ କଟିଯାଇଥିଲା । ଗତ ୨୧ ତାରିଖରେ ପୂର୍ବ ଶତ୍ରୁତାରୁ ଆକ୍ରମଣ ଘଟଣାରେ ତାଙ୍କ ବାମ ହାତଟି କଟିଯାଇଥିଲା। ବାଲେଶ୍ବର ସଦର ବିଧାୟକ ସ୍ବରୂପ ଦାସଙ୍କ ସହାୟତାରେ ତାଙ୍କୁ ଏସସିବିରେ ଭର୍ତ୍ତି କରାଯାଇଥିଲା । ପ୍ଲାଷ୍ଟିକ ସର୍ଜରୀ ବିଭାଗର ପ୍ରଫେସର ବିଭୂତି ଭୂଷଣ ନାୟକଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ୍ ଅପରେସନ କରି ହାତ ଯୋଡ଼ିବାରେ ସଫଳ ହୋଇଛି । ହାତ ଫେରିପାଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ପ୍ରକାଶ।

ଆହୁରି ପଢ଼ନ୍ତୁ: ନିଟ୍‌‌ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗ: ଭୁବନେଶ୍ୱରରେ ପହଞ୍ଚି ପୁଣି କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦୋହରାଇଲେ ନବୀନ

30 Jun 2023 By The Sakala

କଟକ ଏସସିବି ମେଡିକାଲରେ ବିରଳ ଅସ୍ତ୍ରୋପଚାର, ଯୋଡିହେଲା କଟାହାତ

କଟକ: ଯୋଡ଼ିହେଲା କଟାହାତ। କଟକ ଏସସିବିରେ ହୋଇଛି ବିରଳ ଅସ୍ତ୍ରୋପଚାର। କଟାହାତକୁ ସଂରକ୍ଷଣ କରି ରଖାଯାଇଥିଲା । ଏହାପରେ ସେହି ହାତକୁ ସଫଳତାର ସହ ଅସ୍ତ୍ରୋପଚାର କରି ଯୋଡ଼ା ଯାଇଛି। ବାଲେଶ୍ବରର ସଦର ଅଞ୍ଚଳର ପ୍ରକାଶ ଦାସଙ୍କର ବାମ ହାତଟି ସମ୍ପୂର୍ଣ୍ଣ କଟିଯାଇଥିଲା । ଗତ ୨୧ ତାରିଖରେ ପୂର୍ବ ଶତ୍ରୁତାରୁ ଆକ୍ରମଣ ଘଟଣାରେ ତାଙ୍କ ବାମ ହାତଟି କଟିଯାଇଥିଲା। ବାଲେଶ୍ବର ସଦର ବିଧାୟକ ସ୍ବରୂପ ଦାସଙ୍କ ସହାୟତାରେ ତାଙ୍କୁ ଏସସିବିରେ ଭର୍ତ୍ତି କରାଯାଇଥିଲା । ପ୍ଲାଷ୍ଟିକ ସର୍ଜରୀ ବିଭାଗର ପ୍ରଫେସର ବିଭୂତି ଭୂଷଣ ନାୟକଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ୍ ଅପରେସନ କରି ହାତ ଯୋଡ଼ିବାରେ ସଫଳ ହୋଇଛି । ହାତ ଫେରିପାଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ପ୍ରକାଶ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର