ନାବାଳିକାକୁ ଛାତକୁ ଡାକି ଦୁଷ୍କର୍ମ ଅଭିଯୋଗ

The Sakala Picture
Published On

ପାରଳାଖେମୁଣ୍ଡି : ଗଜପତି କାଶୀନଗରରେ କେ.ସୀତାପୁର ଗାଁର ଜଣେ ୭ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ । ଗାଁର ଜଣେ ୧୬ ବର୍ଷିଅ ନାବାଳକ ନାବାଳିକାଙ୍କୁ କୌଶଳକ୍ରମେ ଡ଼ାକି ଘର ଛାତ ଉପରକୁ ନେଇ ଦୁଷ୍କର୍ମ କରିଥିଲା । ଘରକୁ ଫେରି ପୀଡ଼ିତା ଘଟଣା ସମ୍ପର୍କରେ ମାଆଙ୍କୁ ଜଣାଇବା ପରେ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ପୀଡ଼ିତାଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରିଥିବା ବେଳେ ଅଭିଯୁକ୍ତର ଡାକ୍ତରୀ ମାଇନା କରିଛି […]

ପାରଳାଖେମୁଣ୍ଡି : ଗଜପତି କାଶୀନଗରରେ କେ.ସୀତାପୁର ଗାଁର ଜଣେ ୭ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ । ଗାଁର ଜଣେ ୧୬ ବର୍ଷିଅ ନାବାଳକ ନାବାଳିକାଙ୍କୁ କୌଶଳକ୍ରମେ ଡ଼ାକି ଘର ଛାତ ଉପରକୁ ନେଇ ଦୁଷ୍କର୍ମ କରିଥିଲା । ଘରକୁ ଫେରି ପୀଡ଼ିତା ଘଟଣା ସମ୍ପର୍କରେ ମାଆଙ୍କୁ ଜଣାଇବା ପରେ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ପୀଡ଼ିତାଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରିଥିବା ବେଳେ ଅଭିଯୁକ୍ତର ଡାକ୍ତରୀ ମାଇନା କରିଛି । ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

ଆହୁରି ପଢ଼ନ୍ତୁ: ମାଣତ୍ରୀ ଏସଏସଡି ବାଳିକା ହଷ୍ଟେଲରେ ଝାଡ଼ାବାନ୍ତି ଆତଙ୍କ; ୩୫ରୁ ଉର୍ଦ୍ଧ୍ୱ ଛାତ୍ରୀ ଆକ୍ରାନ୍ତ, ଡାକ୍ତରଖାନାରେ ଭର୍ତ୍ତି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର