ଯାତ୍ରା ଦେଖି ଫେରୁଥିବାବେଳେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ

The Sakala Picture
Published On

ପୁରୀ: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଅଞ୍ଚଳରେମହିଳାଙ୍କୁ ଦୁଷ୍କର୍ମ। ସୂଚନା ମୁତାବକ ପାରିକୁଦ ମହୋତ୍ସବ ଯାତ୍ରା ଦେଖି ୧୨ଟା ରାତିରେ ଘରକୁ ଫେରୁଥିବା ସମୟରେ ଅନ୍ଧାର ରାତିର ସୁଯୋଗ ନେଇ ମୋରଡ଼ା ଗ୍ରାମର ପାଖା ପାଖି ୬୦ ବର୍ଷରୁ ଉର୍ଦ୍ଧ୍ବ ଖଲି ପାହାଣ ନାମକ ବ୍ୟକ୍ତି ରାସ୍ତା କଡ଼ରେ ଜବରଦସ୍ତ ବିବାହିତ ମହିଳାଙ୍କୁ ଦୁଷ୍କର୍ମ କରିଥିବା କୃଷ୍ଣପ୍ରସାଦ ଥାନାରେ ଅଭିଯୋଗ ହୋଇଛି। ମହିଳାଙ୍କ ଅଭିଯୋଗ ଅନୁଯାୟୀ କୃଷ୍ଣପ୍ରସାଦ ଥାନା ଅଧିକାରୀ ଏକ ସ୍ଵତନ୍ତ୍ର ଟିମ୍ ଗଠନ କରି […]

ପୁରୀ: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଅଞ୍ଚଳରେମହିଳାଙ୍କୁ ଦୁଷ୍କର୍ମ। ସୂଚନା ମୁତାବକ ପାରିକୁଦ ମହୋତ୍ସବ ଯାତ୍ରା ଦେଖି ୧୨ଟା ରାତିରେ ଘରକୁ ଫେରୁଥିବା ସମୟରେ ଅନ୍ଧାର ରାତିର ସୁଯୋଗ ନେଇ ମୋରଡ଼ା ଗ୍ରାମର ପାଖା ପାଖି ୬୦ ବର୍ଷରୁ ଉର୍ଦ୍ଧ୍ବ ଖଲି ପାହାଣ ନାମକ ବ୍ୟକ୍ତି ରାସ୍ତା କଡ଼ରେ ଜବରଦସ୍ତ ବିବାହିତ ମହିଳାଙ୍କୁ ଦୁଷ୍କର୍ମ କରିଥିବା କୃଷ୍ଣପ୍ରସାଦ ଥାନାରେ ଅଭିଯୋଗ ହୋଇଛି। ମହିଳାଙ୍କ ଅଭିଯୋଗ ଅନୁଯାୟୀ କୃଷ୍ଣପ୍ରସାଦ ଥାନା ଅଧିକାରୀ ଏକ ସ୍ଵତନ୍ତ୍ର ଟିମ୍ ଗଠନ କରି ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ସହିତ କୋର୍ଟ ଚାଲାଣ କରିଛି

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର