ଯାନ୍ତ୍ରିକ ତୃଟି ଯୋଗୁଁ ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା, ଉଦ୍ଧାର କଲେ ମତ୍ସ୍ୟଜୀବୀ

The Sakala Picture
Published On

ବ୍ରହ୍ମଗିରି: ଚିଲିକା ମଝିରେ ଫସିଲେ ୬୦ ଜଣ ଯାତ୍ରୀ । କୃଷ୍ଣପ୍ରସାଦ ଓ ଚିଲିକା ମଝିରେ ଏକ ଯାତ୍ରୀବାହୀ ଡଙ୍ଗା ଫସିଯାଇଛି । ଡଙ୍ଗାରେ ୬୦ ଜଣ ଯାତ୍ରୀ ସହ ୨୫ଟି ମୋଟରସାଇକେଲ ଥିଲା । ଡଙ୍ଗାଟି ଯାତ୍ରୀଙ୍କୁ ନେଇ ଚିଲିକା ସାତପଡାରୁ ଜହ୍ନିକୁଦା ପଟକୁ ଯାଉଥିଲା । ଡଙ୍ଗାଟି ଯାନ୍ତ୍ରିକ ତୃଟିଯୋଗୁଁ ସମୁଦ୍ର ମଝିରେ ଫସି ରହିଥିବା ଜଣାପଡିଛି । ପ୍ରାୟ ଅଧଘଣ୍ଟାରୁ ଅଧିକ ସମୟ ଧରି ଚିଲିକା ମଝିରେ ଡଙ୍ଗାଟି ଫଶିି ରହିବା ପରେ […]

ବ୍ରହ୍ମଗିରି: ଚିଲିକା ମଝିରେ ଫସିଲେ ୬୦ ଜଣ ଯାତ୍ରୀ । କୃଷ୍ଣପ୍ରସାଦ ଓ ଚିଲିକା ମଝିରେ ଏକ ଯାତ୍ରୀବାହୀ ଡଙ୍ଗା ଫସିଯାଇଛି । ଡଙ୍ଗାରେ ୬୦ ଜଣ ଯାତ୍ରୀ ସହ ୨୫ଟି ମୋଟରସାଇକେଲ ଥିଲା । ଡଙ୍ଗାଟି ଯାତ୍ରୀଙ୍କୁ ନେଇ ଚିଲିକା ସାତପଡାରୁ ଜହ୍ନିକୁଦା ପଟକୁ ଯାଉଥିଲା । ଡଙ୍ଗାଟି ଯାନ୍ତ୍ରିକ ତୃଟିଯୋଗୁଁ ସମୁଦ୍ର ମଝିରେ ଫସି ରହିଥିବା ଜଣାପଡିଛି । ପ୍ରାୟ ଅଧଘଣ୍ଟାରୁ ଅଧିକ ସମୟ ଧରି ଚିଲିକା ମଝିରେ ଡଙ୍ଗାଟି ଫଶିି ରହିବା ପରେ ସ୍ଥାନୀୟ ମତ୍ସ୍ୟଜୀବୀମାନେ ୨ଟି ଡଙ୍ଗାରେ ଯାତ୍ରୀମାନଙ୍କୁ ଉଦ୍ଧାର କରିଥିବା ଜଣାପଡିଛି।

ଆହୁରି ପଢ଼ନ୍ତୁ: ରାଉରକେଲାରେ ଲଜ୍ଜ୍ୟା, ନାବାଳିକାକୁ ଗଣଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା ଅଭିଯୋଗ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp