କ୍ରସ୍‌ ଭୋଟିଂକୁ ନେଇ କଡ଼ା ଭାଷାରେ ଭର୍ତ୍ସନା କଲେ ନବୀନ; କହିଲେ, 'ମୁଁ ବାରମ୍ବାର କହୁଛି କି ବିଜେପି ଘୋଡ଼ା ବେପାର କରୁଛି'

Madhusudan Das Picture
Published On

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ନେଇ ବିଜେପିକୁ କଡ଼ା ଭାଷାରେ ଭର୍ତ୍ସନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ନବୀନ କହିଛନ୍ତି କି, ଗତ କିଛି ଦିନ ହେବ ମୁଁ କହୁଛି କି ବିଜେପି ଘୋଡ଼ା ବେପାର କରୁଛି । ବିଜେଡି ବିଧାୟକ ଦଳର ସମର୍ଥନ ପ୍ରାର୍ଥୀଙ୍କୁ ଭୋଟ ନ ଦେବା ନେଇ କହିଲେ, ଯେଉଁମାନେ କ୍ରସ୍‌ ଭୋଟିଂ କରିଛନ୍ତି, ସେମାନଙ୍କର କ୍ରିମିନାଲ ରେକର୍ଡ ରହିଛି । ସେମାନଙ୍କର ବାପାମାନେ ଜେଲ୍‌ରେ ରହିଛନ୍ତି । ଗତକାଲି ବିଜେପି ବିଧାୟକମାନଙ୍କୁ ପାରାଦ୍ୱୀପରେ ରଖା ଯାଇଥିଲା । ନବୀନ କହିଛନ୍ତି କି, ବିଜେଡି ରାଜ୍ୟର ଗଣତାନ୍ତ୍ରିକ ଅଧିକାର ଓ ଅର୍ଥନୈତିକ ବିକାଶ ପାଇଁ ଲଢେଇ କରୁଛି ଓ କରୁଥିବ । 

ଆହୁରି ପଢ଼ନ୍ତୁ: ଗେରୁଆ ଗାମୁଛା ପକାଇଲେ ରାସନ୍‌ କାର୍ଡରେ ଯୋଡ଼ା ଯାଉଛି ନାମ: ବିରୋଧୀ

16 Mar 2026 By Madhusudan Das

କ୍ରସ୍‌ ଭୋଟିଂକୁ ନେଇ କଡ଼ା ଭାଷାରେ ଭର୍ତ୍ସନା କଲେ ନବୀନ; କହିଲେ, 'ମୁଁ ବାରମ୍ବାର କହୁଛି କି ବିଜେପି ଘୋଡ଼ା ବେପାର କରୁଛି'

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ନେଇ ବିଜେପିକୁ କଡ଼ା ଭାଷାରେ ଭର୍ତ୍ସନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ନବୀନ କହିଛନ୍ତି କି, ଗତ କିଛି ଦିନ ହେବ ମୁଁ କହୁଛି କି ବିଜେପି ଘୋଡ଼ା ବେପାର କରୁଛି । ବିଜେଡି ବିଧାୟକ ଦଳର ସମର୍ଥନ ପ୍ରାର୍ଥୀଙ୍କୁ ଭୋଟ ନ ଦେବା ନେଇ କହିଲେ, ଯେଉଁମାନେ କ୍ରସ୍‌ ଭୋଟିଂ କରିଛନ୍ତି, ସେମାନଙ୍କର କ୍ରିମିନାଲ ରେକର୍ଡ ରହିଛି । ସେମାନଙ୍କର ବାପାମାନେ ଜେଲ୍‌ରେ ରହିଛନ୍ତି । ଗତକାଲି ବିଜେପି ବିଧାୟକମାନଙ୍କୁ ପାରାଦ୍ୱୀପରେ ରଖା ଯାଇଥିଲା । ନବୀନ କହିଛନ୍ତି କି, ବିଜେଡି ରାଜ୍ୟର ଗଣତାନ୍ତ୍ରିକ ଅଧିକାର ଓ ଅର୍ଥନୈତିକ ବିକାଶ ପାଇଁ ଲଢେଇ କରୁଛି ଓ କରୁଥିବ । 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର