ମନୋରଞ୍ଜନ
ଓଡ଼ିଶା
ଔଷଧ ଦୋକାନୀଙ୍କ ଲାଇଭ୍ ସୁଇସାଇଡ୍
କୋଣାର୍କ: ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ନାଗପୁର ବଜାରରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଔଷଧ ଦୋକାନୀ ବେକରେ ଗାମୁଛା ଲଗାଇ ଦୋକାନ ଘରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସେ ମୃତ୍ୟୁ ବେଳର ଲାଇଭ କରି ଆତ୍ମହତ୍ୟା କରିଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ନାଁ ସୁଜିତି ସିହ୍ନା (୪୫ ) ତାଙ୍କ ଘର ବନ୍ତଳି ଗାଁ। ଖବର ପାଇ ଘଟଣା ସ୍ଥଳରେ ଗୋପ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଆତ୍ମହତ୍ୟାର କାରଣ […]
କୋଣାର୍କ: ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ନାଗପୁର ବଜାରରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଔଷଧ ଦୋକାନୀ ବେକରେ ଗାମୁଛା ଲଗାଇ ଦୋକାନ ଘରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସେ ମୃତ୍ୟୁ ବେଳର ଲାଇଭ କରି ଆତ୍ମହତ୍ୟା କରିଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ନାଁ ସୁଜିତି ସିହ୍ନା (୪୫ ) ତାଙ୍କ ଘର ବନ୍ତଳି ଗାଁ। ଖବର ପାଇ ଘଟଣା ସ୍ଥଳରେ ଗୋପ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି।






