ପ୍ରଫେସର ପ୍ରଭାତ ରାଉଳ ହେଲେ ଓୟୁଏଟିର ନୂଆ କୁଳପତି
ଭୁବନେଶ୍ବର: ଓୟୁଏଟିକୁ ମିଳିଲା ନୂଆ କୂଳପତି । ଓୟୁଏଟିର ନୂଆ କୁଳପତି ହେଲେ ପ୍ରଫେସର ପ୍ରଭାତ ରାଉଳ । ପ୍ରଭାତ ରାଉଳଙ୍କ ନିଯୁକ୍ତକୁ ମଞ୍ଜୁରୀ ଦେଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । ପ୍ରଫେସର ରାଉଳ ୩ ବର୍ଷ କୁଳପତି ଦାୟିତ୍ବରେ ରହିବେ। ଏବେ APICOL ପରିଚାଳନା ନିର୍ଦ୍ଦେଶକ ଅଛନ୍ତି ପ୍ରଫେସର ରାଉଳ । ତାଙ୍କର ୨୯ ବର୍ଷର ଅଧ୍ଯାପନା ଅଭିଜ୍ଞାନ ରହିଛି। ସେ ୨୪ଟି ପୁସ୍ତର ରଚନା ସହ ୯ ପିଏଚଡି ସ୍କଲାରଙ୍କୁ ଗାଇଡ କରିଛନ୍ତି।

09 Sep 2022
By The Sakala

⊕ https://www.thesakala.in/latest-odisha-news/prof-pravat-kumar-roul-as-vice-chancellor-of-ouat/article-14824