ଅପର୍ଣ୍ଣା ପ୍ରିୟଦର୍ଶିନୀ ହତ୍ୟା ଘଟଣା: ଦୀପକ ରାଉତକୁ ରିମାଣ୍ଡରେ ନେଲା ପୋଲିସ

Madhusudan Das Picture
Published On

ଭୁବନେଶ୍ୱର: ବହୁଚର୍ଚ୍ଚିତ କନେଷ୍ଟବଳ ଶୁଭମିତ୍ରା ହତ୍ୟା ଅଭିଯୋଗରେ ଜେଲ୍‌ରେ ଥିବା ଅଭିଯୁକ୍ତ ଦୀପକ ରାଉତଙ୍କୁ ରିମାଣ୍ଡରେ ନେଲା ପୋଲିସ । ଦିନିକିଆ ରିମାଣ୍ଡରେ ନେଲା ଖୁଣ୍ଟୁଣି ଥାନା ପୋଲିସ । ପ୍ରଥମ ସ୍ତ୍ରୀ ଅପର୍ଣ୍ଣା ପ୍ରିୟଦର୍ଶିନୀ ମର୍ଡର କେସ ନେଇ ହେବ ଖୋଳତାଡ଼ । ଦୁର୍ଘଟଣା ନୁହେଁ, ବରଂ ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କ ମୃତ୍ୟୁ ନେଇ ହୋଇପାରେ ବଡ଼ ଖୁଲାସା । ଇନ୍‌ସୁରାନ୍ସ ଟଙ୍କା ହଡ଼ପ ପାଇଁ ଯୋଜନା ବଦ୍ଧ ଭାବେ ପ୍ରଥମ ପତ୍ନୀ ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କୁ ହତ୍ୟା କରିଥିଲା ଦୀପକ। ଆବଶ୍ୟକ ସ୍ଥଳେ ଦୀପକର ଲାଏ ଡିଟେକ୍ସନ ଟେଷ୍ଟ ହୋଇପାରେ । 

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

ଶୁଭମିତ୍ରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ହେଉଛି ଦୀପକ । ୨୦୦୨ ମସିହା  ମାର୍ଚ୍ଚ ମାସ ୧୭ ତାରିଖରେ ପ୍ରଥମ ପତ୍ନୀ ଅପର୍ଣ୍ଣା ପ୍ରିୟଦର୍ଶିନୀ କାର୍ ଯୋଗେ ଢେଙ୍କାନାଳରୁ ଭୁବନେଶ୍ୱର ଆସୁଥିବା ବେଳେ ଖୁଣ୍ଟୁଣି ଥାନା ଅନ୍ତର୍ଗତ ରାଧାକିଶୋର ପୁର ଠାରେ ତାଙ୍କର ଦୁର୍ଘଟଣା ନେଇ ପୋଲିସ ଆଗରେ କହିଥିଲା ଦୀପକ । କିନ୍ତୁ ପରେ ଅପର୍ଣ୍ଣାଙ୍କ ମୃତ୍ୟୁ ହତ୍ୟା ଜନିତ ବୋଲି ଅଭିଯୋଗ କରିଥିଲେ ପରିବାର ଲୋକେ । ଯାହାକୁ ନେଇ ପରେ ତତ୍କାଳୀନ ତଦନ୍ତକାରୀ ଅଧିକାରୀ, ଆଇଆଇସିଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଥିଲା ।

ଆହୁରି ପଢ଼ନ୍ତୁ: ଆଜି T-20 ବିଶ୍ଵକପର ଦ୍ଵିତୀୟ ସେମିଫାଇନାଲ: ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

05 Jan 2026 By Madhusudan Das

ଅପର୍ଣ୍ଣା ପ୍ରିୟଦର୍ଶିନୀ ହତ୍ୟା ଘଟଣା: ଦୀପକ ରାଉତକୁ ରିମାଣ୍ଡରେ ନେଲା ପୋଲିସ

ଭୁବନେଶ୍ୱର: ବହୁଚର୍ଚ୍ଚିତ କନେଷ୍ଟବଳ ଶୁଭମିତ୍ରା ହତ୍ୟା ଅଭିଯୋଗରେ ଜେଲ୍‌ରେ ଥିବା ଅଭିଯୁକ୍ତ ଦୀପକ ରାଉତଙ୍କୁ ରିମାଣ୍ଡରେ ନେଲା ପୋଲିସ । ଦିନିକିଆ ରିମାଣ୍ଡରେ ନେଲା ଖୁଣ୍ଟୁଣି ଥାନା ପୋଲିସ । ପ୍ରଥମ ସ୍ତ୍ରୀ ଅପର୍ଣ୍ଣା ପ୍ରିୟଦର୍ଶିନୀ ମର୍ଡର କେସ ନେଇ ହେବ ଖୋଳତାଡ଼ । ଦୁର୍ଘଟଣା ନୁହେଁ, ବରଂ ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କ ମୃତ୍ୟୁ ନେଇ ହୋଇପାରେ ବଡ଼ ଖୁଲାସା । ଇନ୍‌ସୁରାନ୍ସ ଟଙ୍କା ହଡ଼ପ ପାଇଁ ଯୋଜନା ବଦ୍ଧ ଭାବେ ପ୍ରଥମ ପତ୍ନୀ ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କୁ ହତ୍ୟା କରିଥିଲା ଦୀପକ। ଆବଶ୍ୟକ ସ୍ଥଳେ ଦୀପକର ଲାଏ ଡିଟେକ୍ସନ ଟେଷ୍ଟ ହୋଇପାରେ । 

ଶୁଭମିତ୍ରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ହେଉଛି ଦୀପକ । ୨୦୦୨ ମସିହା  ମାର୍ଚ୍ଚ ମାସ ୧୭ ତାରିଖରେ ପ୍ରଥମ ପତ୍ନୀ ଅପର୍ଣ୍ଣା ପ୍ରିୟଦର୍ଶିନୀ କାର୍ ଯୋଗେ ଢେଙ୍କାନାଳରୁ ଭୁବନେଶ୍ୱର ଆସୁଥିବା ବେଳେ ଖୁଣ୍ଟୁଣି ଥାନା ଅନ୍ତର୍ଗତ ରାଧାକିଶୋର ପୁର ଠାରେ ତାଙ୍କର ଦୁର୍ଘଟଣା ନେଇ ପୋଲିସ ଆଗରେ କହିଥିଲା ଦୀପକ । କିନ୍ତୁ ପରେ ଅପର୍ଣ୍ଣାଙ୍କ ମୃତ୍ୟୁ ହତ୍ୟା ଜନିତ ବୋଲି ଅଭିଯୋଗ କରିଥିଲେ ପରିବାର ଲୋକେ । ଯାହାକୁ ନେଇ ପରେ ତତ୍କାଳୀନ ତଦନ୍ତକାରୀ ଅଧିକାରୀ, ଆଇଆଇସିଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର