ଡିଲ୍ ଚାଲିଥିବା ବେଳେ ଏସଟିଏଫ ଟିମ୍ ର ଚଢାଉ; ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ୨ ଗିରଫ

The Sakala Picture
Published On

କୋରାପୁଟ: ଚୋରାଚାଲାଣକାରୀଙ୍କ କବଳରୁ କୋରାପୁଟ ଜିଲ୍ଲାରୁ ଏକ ଜୀବନ୍ତ ବଜ୍ରକାପ୍ତା ଜବତ କରାଯାଇଛି । ଏସଟିଏଫ୍ ପଞ୍ଝାରେ ପଡିଛନ୍ତି ଦୁଇ ବନ୍ୟଜନ୍ତୁ ଚୋରା ଚାଲାଣକରୀ । ବୋରିଗୁମ୍ମା ବାଇପାସ ରୋଡରେ ଡିଲ୍ ଚାଲିଥିବା ବେଳେ ଏସଟିଏଫ ଟିମ୍ ବନବିଭାଗ ସହାୟତାରେ ଚଢାଉ କରି ବଜ୍ରକାପ୍ତାକୁ ଉଦ୍ଧାର କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି । ଗିରଫ ଦୁଇ ବ୍ୟକ୍ତି ହେଲେ ମାଧବ ପରଜା ଓ ଜଗବନ୍ଧୁ ପରଜା । ଏସଟିଏଫ୍ ରାଜ୍ୟରେ ବିଭିନ୍ନ ସ୍ଥାନରେ ଚଢାଉ […]

କୋରାପୁଟ: ଚୋରାଚାଲାଣକାରୀଙ୍କ କବଳରୁ କୋରାପୁଟ ଜିଲ୍ଲାରୁ ଏକ ଜୀବନ୍ତ ବଜ୍ରକାପ୍ତା ଜବତ କରାଯାଇଛି । ଏସଟିଏଫ୍ ପଞ୍ଝାରେ ପଡିଛନ୍ତି ଦୁଇ ବନ୍ୟଜନ୍ତୁ ଚୋରା ଚାଲାଣକରୀ । ବୋରିଗୁମ୍ମା ବାଇପାସ ରୋଡରେ ଡିଲ୍ ଚାଲିଥିବା ବେଳେ ଏସଟିଏଫ ଟିମ୍ ବନବିଭାଗ ସହାୟତାରେ ଚଢାଉ କରି ବଜ୍ରକାପ୍ତାକୁ ଉଦ୍ଧାର କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି । ଗିରଫ ଦୁଇ ବ୍ୟକ୍ତି ହେଲେ ମାଧବ ପରଜା ଓ ଜଗବନ୍ଧୁ ପରଜା । ଏସଟିଏଫ୍ ରାଜ୍ୟରେ ବିଭିନ୍ନ ସ୍ଥାନରେ ଚଢାଉ କରି ବନ୍ୟଜନ୍ତୁ ଶିକାର ରୋକିବାକୁ ଚେଷ୍ଟା ଜାରି ରଖିଛି । ଗତ ବର୍ଷକ ମଧ୍ୟରେ ଏସଟିଏଫ ରାଜ୍ୟର ବିଭିନ୍ନ ଅଂଚଳରୁ ୧୧ଟି ଜୀବନ୍ତ ବଜ୍ରକାପ୍ତା ଓ ୧୬ କେଜି ବଜ୍ରକାପ୍ତା କାତି ଜବତ କରିଛି । ଏହି କାରବାରରେ ସମ୍ପୃକ୍ତ ମୋଟ ୫୭ ଜଣଙ୍କୁ ଏସଟିଏଫ୍ ଗିରଫ କରିଛି ।

ଆହୁରି ପଢ଼ନ୍ତୁ: ମାଷ୍ଟର କ୍ୟାଣ୍ଟିନରେ ଅନଲାଇନ ଅଟୋ ଓ ଟାକ୍ସି ଚାଳକଙ୍କ ହିଂସା: ଗିରଫ ସଂଖ୍ୟା ୧୧୩କୁ ବୃଦ୍ଧି, ୩୫୪ ଗାଡ଼ି ଜବତ

30 Jan 2022 By The Sakala

ଡିଲ୍ ଚାଲିଥିବା ବେଳେ ଏସଟିଏଫ ଟିମ୍ ର ଚଢାଉ; ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ୨ ଗିରଫ

କୋରାପୁଟ: ଚୋରାଚାଲାଣକାରୀଙ୍କ କବଳରୁ କୋରାପୁଟ ଜିଲ୍ଲାରୁ ଏକ ଜୀବନ୍ତ ବଜ୍ରକାପ୍ତା ଜବତ କରାଯାଇଛି । ଏସଟିଏଫ୍ ପଞ୍ଝାରେ ପଡିଛନ୍ତି ଦୁଇ ବନ୍ୟଜନ୍ତୁ ଚୋରା ଚାଲାଣକରୀ । ବୋରିଗୁମ୍ମା ବାଇପାସ ରୋଡରେ ଡିଲ୍ ଚାଲିଥିବା ବେଳେ ଏସଟିଏଫ ଟିମ୍ ବନବିଭାଗ ସହାୟତାରେ ଚଢାଉ କରି ବଜ୍ରକାପ୍ତାକୁ ଉଦ୍ଧାର କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି । ଗିରଫ ଦୁଇ ବ୍ୟକ୍ତି ହେଲେ ମାଧବ ପରଜା ଓ ଜଗବନ୍ଧୁ ପରଜା । ଏସଟିଏଫ୍ ରାଜ୍ୟରେ ବିଭିନ୍ନ ସ୍ଥାନରେ ଚଢାଉ କରି ବନ୍ୟଜନ୍ତୁ ଶିକାର ରୋକିବାକୁ ଚେଷ୍ଟା ଜାରି ରଖିଛି । ଗତ ବର୍ଷକ ମଧ୍ୟରେ ଏସଟିଏଫ ରାଜ୍ୟର ବିଭିନ୍ନ ଅଂଚଳରୁ ୧୧ଟି ଜୀବନ୍ତ ବଜ୍ରକାପ୍ତା ଓ ୧୬ କେଜି ବଜ୍ରକାପ୍ତା କାତି ଜବତ କରିଛି । ଏହି କାରବାରରେ ସମ୍ପୃକ୍ତ ମୋଟ ୫୭ ଜଣଙ୍କୁ ଏସଟିଏଫ୍ ଗିରଫ କରିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର