ବଜ୍ରକାପ୍ତା କାତି ଉଦ୍ଧାର, ୨ଗିରଫ

The Sakala Picture
Published On

ଖୋର୍ଦ୍ଧା: ଖୋର୍ଦ୍ଧା ଅଞ୍ଚଳରେ ବଜ୍ରକାପ୍ତା ଚାଲାଣ ରାକେଟ ସକ୍ରିୟ ହୋଇ ଉଠିଛନ୍ତି। ବଜ୍ରକାପ୍ତାକୁ ମାରି ତାର ଚମଡା, କାତି ବିକ୍ରୟ ବେଳେ ଚାଲାଣ ବେଳେ ବନ ବିଭାଗ ହାତରେ ଧରପଡିଛନ୍ତି ଦୁଇ ଅଭିଯୁକ୍ତ। ଖୋର୍ଦ୍ଧା ରେଞ୍ଜ ଅନ୍ତର୍ଗତ ଧଳାପଥର ଛକ ନିକଟରେ ଏହି ଦୁର୍ବୃତ୍ତମାନେ ବଜରକାପ୍ତାକୁ ଧରି ତାକୁ ଚାଲାଣ କରିବାକୁ ମୁଲଚାଳ କରୁଥିବା ସମୟରେ ଖବର ପାଇ ବନ ବିଭାଗର ସ୍ୱତନ୍ତ୍ର ଟିମ ହାତରେ ଧରପଡିଛନ୍ତି। ଦୁଇ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଠାରୁ ତିନି […]

ଖୋର୍ଦ୍ଧା: ଖୋର୍ଦ୍ଧା ଅଞ୍ଚଳରେ ବଜ୍ରକାପ୍ତା ଚାଲାଣ ରାକେଟ ସକ୍ରିୟ ହୋଇ ଉଠିଛନ୍ତି। ବଜ୍ରକାପ୍ତାକୁ ମାରି ତାର ଚମଡା, କାତି ବିକ୍ରୟ ବେଳେ ଚାଲାଣ ବେଳେ ବନ ବିଭାଗ ହାତରେ ଧରପଡିଛନ୍ତି ଦୁଇ ଅଭିଯୁକ୍ତ। ଖୋର୍ଦ୍ଧା ରେଞ୍ଜ ଅନ୍ତର୍ଗତ ଧଳାପଥର ଛକ ନିକଟରେ ଏହି ଦୁର୍ବୃତ୍ତମାନେ ବଜରକାପ୍ତାକୁ ଧରି ତାକୁ ଚାଲାଣ କରିବାକୁ ମୁଲଚାଳ କରୁଥିବା ସମୟରେ ଖବର ପାଇ ବନ ବିଭାଗର ସ୍ୱତନ୍ତ୍ର ଟିମ ହାତରେ ଧରପଡିଛନ୍ତି। ଦୁଇ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଠାରୁ ତିନି କେଜି ଓଜନର ବଜରକାପ୍ତା କାତି ଜବତ କରାଯାଇଛି। ଯାହାର ବଜାର ମୂଲ୍ୟ ତିନି ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡ଼ିଛଇ। ଏହି ଚାଲାଣ କରି ପଛରେ କେଉଁ ମାନଙ୍କ ହାତ ରହିଛି ସେ ସମ୍ପର୍କରେ ତଦନ୍ତ ଚାଲିଛି ବୋଲି ସହକାରୀ ବନସରଂକ୍ଷକ ଅସିତ ମିଶ୍ର ସୂଚନା ଦେଉଛନ୍ତି।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

17 Nov 2021 By The Sakala

ବଜ୍ରକାପ୍ତା କାତି ଉଦ୍ଧାର, ୨ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଅଞ୍ଚଳରେ ବଜ୍ରକାପ୍ତା ଚାଲାଣ ରାକେଟ ସକ୍ରିୟ ହୋଇ ଉଠିଛନ୍ତି। ବଜ୍ରକାପ୍ତାକୁ ମାରି ତାର ଚମଡା, କାତି ବିକ୍ରୟ ବେଳେ ଚାଲାଣ ବେଳେ ବନ ବିଭାଗ ହାତରେ ଧରପଡିଛନ୍ତି ଦୁଇ ଅଭିଯୁକ୍ତ। ଖୋର୍ଦ୍ଧା ରେଞ୍ଜ ଅନ୍ତର୍ଗତ ଧଳାପଥର ଛକ ନିକଟରେ ଏହି ଦୁର୍ବୃତ୍ତମାନେ ବଜରକାପ୍ତାକୁ ଧରି ତାକୁ ଚାଲାଣ କରିବାକୁ ମୁଲଚାଳ କରୁଥିବା ସମୟରେ ଖବର ପାଇ ବନ ବିଭାଗର ସ୍ୱତନ୍ତ୍ର ଟିମ ହାତରେ ଧରପଡିଛନ୍ତି। ଦୁଇ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଠାରୁ ତିନି କେଜି ଓଜନର ବଜରକାପ୍ତା କାତି ଜବତ କରାଯାଇଛି। ଯାହାର ବଜାର ମୂଲ୍ୟ ତିନି ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡ଼ିଛଇ। ଏହି ଚାଲାଣ କରି ପଛରେ କେଉଁ ମାନଙ୍କ ହାତ ରହିଛି ସେ ସମ୍ପର୍କରେ ତଦନ୍ତ ଚାଲିଛି ବୋଲି ସହକାରୀ ବନସରଂକ୍ଷକ ଅସିତ ମିଶ୍ର ସୂଚନା ଦେଉଛନ୍ତି।

https://www.thesakala.in/latest-odisha-news/pangolin-kaati-seized-2-arrested/article-6924
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର