ଦୁଇ ବାଇକ୍ ଓ କାର ମଧ୍ୟରେ ମୁହାଁମୁହିଁ ଧକ୍କା; ଜଣେ ମୃତ, ୩ଗୁରୁତର

Madhusudan Das Picture
Published On

ଛତ୍ରପୁର: ଦୁଇ ବାଇକ୍ ଓ କାର ମଧ୍ୟରେ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ଜଣେ ମୃତ୍ୟୁବାରଣ କରିଥିବାବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ରମ୍ଭା ଥାନା ହୁମା ପୁରୁଷୋତ୍ତମପୁର ରାସ୍ତା ବି. କାଇଞ୍ଚପୁର ଗାଁ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ମୃତ କଲେଜ ଛାତ୍ର ଜଣକ ହେଲେ ଜି. ଶୁଭମ ରେଡି । ସେ ଖଣ୍ଡଦେଉଳି କଲେଜରେ ଯୁକ୍ତ ଦୁଇ ଛାତ୍ର ବୋଲି ଜଣାପଡିଛି l ତାଙ୍କ ଘର ପୁରୁଷୋତ୍ତମପୁର ଥାନା ସି ଏଚ ନୂଆଗାଁରେ ବୋଲି ଜଣାପଡିଛି ।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଶ୍ରୀରାମ ନବମୀ, ଜୟ ଶ୍ରୀରାମ ନାରାରେ ପ୍ରକମ୍ପିତ ହେଉଛି ସାରା ରାଜ୍ୟ

୪ଜଣ ଛାତ୍ର ୨ଟି ବାଇକରେ ପୁରୁଷୋତ୍ତମପୁର ପଟୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା କାର ସହ ମୁହାଁମୁଁହି ଧକ୍କା ହୋଇଥିଲା l ଘଟଣାସ୍ଥଳରେ ଜି. ଶୁଭମ ରେଡ୍ଡିଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଥିଲେ। ସମସ୍ତ ଆହତଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଆହୁରି ପଢ଼ନ୍ତୁ: ମହାପ୍ରଭୁଙ୍କ ରଥନିର୍ମାଣ ପାଇଁ ଆରମ୍ଭ ହେଲା ରଥ କାଠ ଚିରଟ

22 Dec 2025 By Madhusudan Das

ଦୁଇ ବାଇକ୍ ଓ କାର ମଧ୍ୟରେ ମୁହାଁମୁହିଁ ଧକ୍କା; ଜଣେ ମୃତ, ୩ଗୁରୁତର

ଛତ୍ରପୁର: ଦୁଇ ବାଇକ୍ ଓ କାର ମଧ୍ୟରେ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ଜଣେ ମୃତ୍ୟୁବାରଣ କରିଥିବାବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ରମ୍ଭା ଥାନା ହୁମା ପୁରୁଷୋତ୍ତମପୁର ରାସ୍ତା ବି. କାଇଞ୍ଚପୁର ଗାଁ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ମୃତ କଲେଜ ଛାତ୍ର ଜଣକ ହେଲେ ଜି. ଶୁଭମ ରେଡି । ସେ ଖଣ୍ଡଦେଉଳି କଲେଜରେ ଯୁକ୍ତ ଦୁଇ ଛାତ୍ର ବୋଲି ଜଣାପଡିଛି l ତାଙ୍କ ଘର ପୁରୁଷୋତ୍ତମପୁର ଥାନା ସି ଏଚ ନୂଆଗାଁରେ ବୋଲି ଜଣାପଡିଛି ।

୪ଜଣ ଛାତ୍ର ୨ଟି ବାଇକରେ ପୁରୁଷୋତ୍ତମପୁର ପଟୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା କାର ସହ ମୁହାଁମୁଁହି ଧକ୍କା ହୋଇଥିଲା l ଘଟଣାସ୍ଥଳରେ ଜି. ଶୁଭମ ରେଡ୍ଡିଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଥିଲେ। ସମସ୍ତ ଆହତଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର