ପୁଲିସ ନିଶାମାଫିଆ ଛକାପଞ୍ଝା: ଖସିଯାଉଥିବା ବେଳେ ଟ୍ରକ ଧକ୍କାରେ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ

The Sakala Picture
Published On

ଖୋର୍ଦ୍ଧା: ପୁଲିସ ନିଶାମାଫିଆ ଛକାପଞ୍ଝାରେ ଦୁର୍ଘଟଣାରେ ଚାଲିଗଲା ନିଶା ବେପାରୀଙ୍କ ଜୀବନ। ଟ୍ରକ ଧକ୍କାରେ ଜୀବନ ହାରିଲେ ନିଶା ବେପାରୀ। ଏଭଳି ଏକ ଘଟଣା ଘଟିଛି ଖୋର୍ଦ୍ଧା ଗଙ୍ଗାପଡା ନିକଟରେ। ଚେକିଂ ବେଳେ ସ୍ପେଶାଲ କ୍ରାଇମ ୟୁନିଟ ଏକ ଇଣ୍ଡିଗୋ କାର ଠାବ କରିଥିଲା। କାରରେ ୭୫ କେଜି ଗଞ୍ଜେଇ ଥିବା ବେଳେ ଗାଡି ପାଖରେ ସନ୍ଦେହଜନକ ଅବସ୍ଥାରେ ଥିଲେ ୬ ନିଶା ବେପାରୀ । ୪ ଜଣଙ୍କୁ ଘଟଣାସ୍ଥଳରୁ କାବୁ କରାଯାଇଥିବା ବେଳେ ୨ ଜଣ […]

ଖୋର୍ଦ୍ଧା: ପୁଲିସ ନିଶାମାଫିଆ ଛକାପଞ୍ଝାରେ ଦୁର୍ଘଟଣାରେ ଚାଲିଗଲା ନିଶା ବେପାରୀଙ୍କ ଜୀବନ। ଟ୍ରକ ଧକ୍କାରେ ଜୀବନ ହାରିଲେ ନିଶା ବେପାରୀ। ଏଭଳି ଏକ ଘଟଣା ଘଟିଛି ଖୋର୍ଦ୍ଧା ଗଙ୍ଗାପଡା ନିକଟରେ। ଚେକିଂ ବେଳେ ସ୍ପେଶାଲ କ୍ରାଇମ ୟୁନିଟ ଏକ ଇଣ୍ଡିଗୋ କାର ଠାବ କରିଥିଲା। କାରରେ ୭୫ କେଜି ଗଞ୍ଜେଇ ଥିବା ବେଳେ ଗାଡି ପାଖରେ ସନ୍ଦେହଜନକ ଅବସ୍ଥାରେ ଥିଲେ ୬ ନିଶା ବେପାରୀ । ୪ ଜଣଙ୍କୁ ଘଟଣାସ୍ଥଳରୁ କାବୁ କରାଯାଇଥିବା ବେଳେ ୨ ଜଣ ଖସିଯାଇଥିଲେ। ସେମାନଙ୍କ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ଥିବା ଜନ ରାଇତାର ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୪ ଜଣଙ୍କୁ ଗିରଫ କରିଛି ସ୍ପେଶାଲ କ୍ରାଇମ ୟୁନିଟ।

ଆହୁରି ପଢ଼ନ୍ତୁ: ପୁଣିଥରେ ଇସ୍କନର ମନମାନି: ଅଦିନିଆ ରଥଯାତ୍ରା ଆୟୋଜନକୁ ନେଇ ତେଜୁଛି ବିବାଦ

31 Jul 2024 By The Sakala

ପୁଲିସ ନିଶାମାଫିଆ ଛକାପଞ୍ଝା: ଖସିଯାଉଥିବା ବେଳେ ଟ୍ରକ ଧକ୍କାରେ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ

ଖୋର୍ଦ୍ଧା: ପୁଲିସ ନିଶାମାଫିଆ ଛକାପଞ୍ଝାରେ ଦୁର୍ଘଟଣାରେ ଚାଲିଗଲା ନିଶା ବେପାରୀଙ୍କ ଜୀବନ। ଟ୍ରକ ଧକ୍କାରେ ଜୀବନ ହାରିଲେ ନିଶା ବେପାରୀ। ଏଭଳି ଏକ ଘଟଣା ଘଟିଛି ଖୋର୍ଦ୍ଧା ଗଙ୍ଗାପଡା ନିକଟରେ। ଚେକିଂ ବେଳେ ସ୍ପେଶାଲ କ୍ରାଇମ ୟୁନିଟ ଏକ ଇଣ୍ଡିଗୋ କାର ଠାବ କରିଥିଲା। କାରରେ ୭୫ କେଜି ଗଞ୍ଜେଇ ଥିବା ବେଳେ ଗାଡି ପାଖରେ ସନ୍ଦେହଜନକ ଅବସ୍ଥାରେ ଥିଲେ ୬ ନିଶା ବେପାରୀ । ୪ ଜଣଙ୍କୁ ଘଟଣାସ୍ଥଳରୁ କାବୁ କରାଯାଇଥିବା ବେଳେ ୨ ଜଣ ଖସିଯାଇଥିଲେ। ସେମାନଙ୍କ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ଥିବା ଜନ ରାଇତାର ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୪ ଜଣଙ୍କୁ ଗିରଫ କରିଛି ସ୍ପେଶାଲ କ୍ରାଇମ ୟୁନିଟ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର