ପ୍ରକାଶ ପାଇଲା ଓଜେଇଇ ରେଜଲ୍ଟ

The Sakala Picture
Published On

ଭୁବନେଶ୍ୱର: ପ୍ରକାଶ ପାଇଲା ରାଜ୍ୟର ବିଭିନ୍ନ ଧନ୍ଦାମୂଳକ ଓ ବୃତ୍ତିଗତ ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ଓଜେଇଇ(ଓଡ଼ିଶା ଯୁଗ୍ମ ପ୍ରବେଶିକା) ଫଳ । ରେଜଲ୍ଟ ଘୋଷଣା କରିଛନ୍ତି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ। ଛାତ୍ରଛାତ୍ରୀ  www.ojee.nic.in ୱେବସାଇଟକୁ ଯାଇ ସେମାନଙ୍କ ପଞ୍ଜୀକରଣ ଆଇଡି ଓ ପାସୱାର୍ଡ଼ ମାଧ୍ୟମରେ ରେଜଲ୍ଟ ପାଇ ପାରିବେ। ୧୨ଟି ବୈଷୟିକ ଓ ବୃତ୍ତିଗତ ପାଠ୍ୟକ୍ରମ ପାଇଁ ରେଜଲ୍ଟ ପ୍ରକାଶ ପାଇଛି । ଏହି ସମସ୍ତ ପାଠ୍ଯକ୍ରମରେ ଟପ୍ପର ହୋଇଥିବାଙ୍କା […]

ଭୁବନେଶ୍ୱର: ପ୍ରକାଶ ପାଇଲା ରାଜ୍ୟର ବିଭିନ୍ନ ଧନ୍ଦାମୂଳକ ଓ ବୃତ୍ତିଗତ ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ଓଜେଇଇ(ଓଡ଼ିଶା ଯୁଗ୍ମ ପ୍ରବେଶିକା) ଫଳ । ରେଜଲ୍ଟ ଘୋଷଣା କରିଛନ୍ତି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ। ଛାତ୍ରଛାତ୍ରୀ  www.ojee.nic.in ୱେବସାଇଟକୁ ଯାଇ ସେମାନଙ୍କ ପଞ୍ଜୀକରଣ ଆଇଡି ଓ ପାସୱାର୍ଡ଼ ମାଧ୍ୟମରେ ରେଜଲ୍ଟ ପାଇ ପାରିବେ। ୧୨ଟି ବୈଷୟିକ ଓ ବୃତ୍ତିଗତ ପାଠ୍ୟକ୍ରମ ପାଇଁ ରେଜଲ୍ଟ ପ୍ରକାଶ ପାଇଛି । ଏହି ସମସ୍ତ ପାଠ୍ଯକ୍ରମରେ ଟପ୍ପର ହୋଇଥିବାଙ୍କା ନମଗୁଡିକ ହେଉଛି-

ଆହୁରି ପଢ଼ନ୍ତୁ: ହୀରାକୁଦରେ ବଢୁଛି ଜଳସ୍ତର, ମୋଟ ୧୦ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

-MBAରେ ଶ୍ରଦ୍ଧାରବିନ୍ଦ ସାମନ୍ତରାୟ ଟପ୍ପର

ଆହୁରି ପଢ଼ନ୍ତୁ: ଢେଙ୍କାନାଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ପୋଖରୀକୁ ଖସିଲା ବରଯାତ୍ରୀ ଗାଡ଼ି, ୫ ମୃତ

-MCAରେ ଈଶାନ୍ତ କୁମାର ନାୟକ ଟପ୍ପର

ଆହୁରି ପଢ଼ନ୍ତୁ: ବାହୁଡ଼ାଯାତ୍ରାରେ ଜଣେ ଭକ୍ତଙ୍କ ମୃତ୍ୟୁ: ରାଜ୍ୟ ସରକାରଙ୍କୁ କଡ଼ା ଭର୍ତ୍ସନା କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

-ବି.ଫାର୍ମରେ ଅରୂପ ପଣ୍ଡା ଟପ୍ପର

-ଏମ୍. ଫାର୍ମରେ ସଚିନ ନାୟକ ଟପ୍ପର

-ଏମ୍.ଆର୍କରେ ସୃଷ୍ଟି ନଙ୍ଗାଲିଆ ଟପ୍ପର

-ଏମ୍.ଟେକ୍ ସିଭିଲ ଇଂଜିନିୟରିଂରେ ସଂଜୀବ ପ୍ରଧାନ ଟପ୍ପର

-ଏମ୍.ଟେକ୍ ଇଲେଟ୍ରିକାଲରେ ମିଥୁନ ଅଧିକାରୀ ଟପ୍ପର

– ମେକାନିକାଲରେ ରାଜନ ମହାପାତ୍ର ଟପ୍ପର

-ଇଲେକଟ୍ରୋନିକ୍ସରେ ପଙ୍କଜ କୁମାର ଟପ୍ପର

ସୂଚନା ଅନୁଯାୟୀ, ଚଳିତ ବର୍ଷ ରାଜ୍ୟର ୬୧ଟି ଓ ରାଜ୍ୟ ବାହାରେ ୪ଟି ପରୀକ୍ଷାକେନ୍ଦ୍ରରେ ୫୭ ହଜାରରରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ପ୍ରବେଶିକା ଜୁଲାଇ ୪ରୁ ୮ ତାରିଖରେ ଅନୁଷ୍ଠିତ ହୋଇଥିଲା। ସେପଟେ ଆସନ୍ତା ଅଗଷ୍ଟ ୧୦ ତାରିଖରେ ଓଜେଇଇ କାଉନସିଲିଂ ଆରମ୍ଭ ହେବ । ଅଗଷ୍ଟ ୧ ତାରିଖରୁ ସ୍ପେଶିଆଲ୍ ଓଜେଇଇ ଆବେଦନ ଆରମ୍ଭ ହେବ । ଯାହାକି ଅଗଷ୍ଟ ଶେଷ ସପ୍ତାହରେ ହେବ ବୋଲି ସୂଚନା ମିଳିଛି।

27 Jul 2022 By The Sakala

ପ୍ରକାଶ ପାଇଲା ଓଜେଇଇ ରେଜଲ୍ଟ

ଭୁବନେଶ୍ୱର: ପ୍ରକାଶ ପାଇଲା ରାଜ୍ୟର ବିଭିନ୍ନ ଧନ୍ଦାମୂଳକ ଓ ବୃତ୍ତିଗତ ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ଓଜେଇଇ(ଓଡ଼ିଶା ଯୁଗ୍ମ ପ୍ରବେଶିକା) ଫଳ । ରେଜଲ୍ଟ ଘୋଷଣା କରିଛନ୍ତି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ। ଛାତ୍ରଛାତ୍ରୀ  www.ojee.nic.in ୱେବସାଇଟକୁ ଯାଇ ସେମାନଙ୍କ ପଞ୍ଜୀକରଣ ଆଇଡି ଓ ପାସୱାର୍ଡ଼ ମାଧ୍ୟମରେ ରେଜଲ୍ଟ ପାଇ ପାରିବେ। ୧୨ଟି ବୈଷୟିକ ଓ ବୃତ୍ତିଗତ ପାଠ୍ୟକ୍ରମ ପାଇଁ ରେଜଲ୍ଟ ପ୍ରକାଶ ପାଇଛି । ଏହି ସମସ୍ତ ପାଠ୍ଯକ୍ରମରେ ଟପ୍ପର ହୋଇଥିବାଙ୍କା ନମଗୁଡିକ ହେଉଛି-

-MBAରେ ଶ୍ରଦ୍ଧାରବିନ୍ଦ ସାମନ୍ତରାୟ ଟପ୍ପର

-MCAରେ ଈଶାନ୍ତ କୁମାର ନାୟକ ଟପ୍ପର

-ବି.ଫାର୍ମରେ ଅରୂପ ପଣ୍ଡା ଟପ୍ପର

-ଏମ୍. ଫାର୍ମରେ ସଚିନ ନାୟକ ଟପ୍ପର

-ଏମ୍.ଆର୍କରେ ସୃଷ୍ଟି ନଙ୍ଗାଲିଆ ଟପ୍ପର

-ଏମ୍.ଟେକ୍ ସିଭିଲ ଇଂଜିନିୟରିଂରେ ସଂଜୀବ ପ୍ରଧାନ ଟପ୍ପର

-ଏମ୍.ଟେକ୍ ଇଲେଟ୍ରିକାଲରେ ମିଥୁନ ଅଧିକାରୀ ଟପ୍ପର

– ମେକାନିକାଲରେ ରାଜନ ମହାପାତ୍ର ଟପ୍ପର

-ଇଲେକଟ୍ରୋନିକ୍ସରେ ପଙ୍କଜ କୁମାର ଟପ୍ପର

ସୂଚନା ଅନୁଯାୟୀ, ଚଳିତ ବର୍ଷ ରାଜ୍ୟର ୬୧ଟି ଓ ରାଜ୍ୟ ବାହାରେ ୪ଟି ପରୀକ୍ଷାକେନ୍ଦ୍ରରେ ୫୭ ହଜାରରରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ପ୍ରବେଶିକା ଜୁଲାଇ ୪ରୁ ୮ ତାରିଖରେ ଅନୁଷ୍ଠିତ ହୋଇଥିଲା। ସେପଟେ ଆସନ୍ତା ଅଗଷ୍ଟ ୧୦ ତାରିଖରେ ଓଜେଇଇ କାଉନସିଲିଂ ଆରମ୍ଭ ହେବ । ଅଗଷ୍ଟ ୧ ତାରିଖରୁ ସ୍ପେଶିଆଲ୍ ଓଜେଇଇ ଆବେଦନ ଆରମ୍ଭ ହେବ । ଯାହାକି ଅଗଷ୍ଟ ଶେଷ ସପ୍ତାହରେ ହେବ ବୋଲି ସୂଚନା ମିଳିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର