ଆସିଲା ଜୁନିୟର ଟିଚର୍ସ ପାଇଁ CBT ଦେଇଥିବା ପରୀକ୍ଷାର୍ଥୀଙ୍କ Answer Key, ଆପତ୍ତି ଥିଲେ ଗୁରୁବାର ସୁଦ୍ଧା କରିପାରିବେ ଆବେଦନ

The Sakala Picture
Published On

ଭୁବନେଶ୍ବର : ରାଜ୍ୟର ୨୦ ହଜାର ପ୍ରାଥମିକ ଶିକ୍ଷକ ପଦବୀ ପାଇଁ ଓସେପା ପକ୍ଷରୁ କରାଯାଇଥିବା କମ୍ପ୍ୟୁଟର ବେସଡ ଟେଷ୍ଟ (CBT)ର Answer Key ପ୍ରକାଶ ପାଇଛି। ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା)ର ୱେବସାଇଟ୍‌ରେ Answer Key ପ୍ରକାଶ ପାଇଛି। କମ୍ପ୍ୟୁଟର ବେସଡ ଟେଷ୍ଟ ଦେଇଥିବା ପରୀକ୍ଷାର୍ଥୀମାନେ OSEPAର ଅଫିସିଆଲ୍ ୱେବସାଇଟ୍ osepa.odisha.gov.in ରୁ Answer Key ଡାଉନଲୋଡ୍ କରିପାରିବେ। ଅନ୍ୟପଟେ ଯଦି କୌଣସି ପରୀକ୍ଷାର୍ଥୀଙ୍କର Answer Keyକୁ ନେଇ କୌଣସି ଆପତ୍ତି ଥାଏ ତେବେ […]

ଭୁବନେଶ୍ବର : ରାଜ୍ୟର ୨୦ ହଜାର ପ୍ରାଥମିକ ଶିକ୍ଷକ ପଦବୀ ପାଇଁ ଓସେପା ପକ୍ଷରୁ କରାଯାଇଥିବା କମ୍ପ୍ୟୁଟର ବେସଡ ଟେଷ୍ଟ (CBT)ର Answer Key ପ୍ରକାଶ ପାଇଛି। ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା)ର ୱେବସାଇଟ୍‌ରେ Answer Key ପ୍ରକାଶ ପାଇଛି। କମ୍ପ୍ୟୁଟର ବେସଡ ଟେଷ୍ଟ ଦେଇଥିବା ପରୀକ୍ଷାର୍ଥୀମାନେ OSEPAର ଅଫିସିଆଲ୍ ୱେବସାଇଟ୍ osepa.odisha.gov.in ରୁ Answer Key ଡାଉନଲୋଡ୍ କରିପାରିବେ।

ଆହୁରି ପଢ଼ନ୍ତୁ: ବିଜେପି ସରକାରଙ୍କ ଅପାରଗତା ଯୋଗୁଁ ସଂକଟରେ ସ୍କୁଲ ଶିକ୍ଷା : ବିଜେଡି

ଅନ୍ୟପଟେ ଯଦି କୌଣସି ପରୀକ୍ଷାର୍ଥୀଙ୍କର Answer Keyକୁ ନେଇ କୌଣସି ଆପତ୍ତି ଥାଏ ତେବେ ନଭେମ୍ବର ୨୩(ଗୁରୁବାର) ସୁଦ୍ଧା ଆପତ୍ତି କରିପାରିବେ। ପରୀକ୍ଷାର୍ଥୀମାନେ କେବଳ ୨୩ ତାରିଖ ସୁଦ୍ଧା ୱେବସାଇଟ୍ରେ ଥିବା ଲିଙ୍କରେ ସେମାନଙ୍କର ପ୍ରତିକ୍ରିୟା / ଆପତ୍ତି ଉପସ୍ଥାପନ କରିପାରିବେ। ନଭେମ୍ବର ୨୩ ପରେ ଆଉ କୌଣସି ଆପତ୍ତିକୁ ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) ଗ୍ରହଣ କରିବ ନାହିଁ। ୨୦ ହଜାର ପ୍ରାଥମିକ ଶିକ୍ଷକ ପଦବୀ ପାଇଁ ଓସେପା ପକ୍ଷରୁ ନଭେମ୍ବର ୩ ରୁ ୧୭ ପର୍ଯ୍ୟନ୍ତ କମ୍ପ୍ୟୁଟର ବେସଡ ଟେଷ୍ଟ (CBT) ପରୀକ୍ଷା କରାଯାଇଥିଲା।

ଆହୁରି ପଢ଼ନ୍ତୁ: ଆତଙ୍କିତ ହେବାର ଆବଶ୍ୟକତା ନାହିଁ, କୋଭିଡ୍ ବର୍ତ୍ତମାନ ସାଧାରଣ ଫ୍ଲୁ ଭଳି: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

କିପରି ଡାଉନଲୋଡ କରିବେ Answer Key

ଆହୁରି ପଢ଼ନ୍ତୁ: ଅଗଷ୍ଟ ୧୬ରେ ପୋଲିସ ଡିଜି ୱାଇ.ବି ଖୁରାନିଆଙ୍କ ଅବସର ଗ୍ରହଣକୁ ସରକାରଙ୍କ ଅନୁମତି, ଅଗଷ୍ଟ ୭ରେ ନୂଆ ଡିଜିପି ଚୟନ ପାଇଁ ବୈଠକ

  • ଅଫିସିଆଲ୍ ୱେବସାଇଟ୍ osepa.odisha.gov.in ପରିଦର୍ଶନ କରନ୍ତୁ।
  • ହୋମ୍‌ପେଜ୍‌ରେ ଥିବା ଜୁନିୟର ଟିଚର୍ସ ରିକ୍ୟୁରମେଣ୍ଟ ଟ୍ୟାବ୍‌ରେ କ୍ଲିକ୍‌ କରନ୍ତୁ
  • ଏହାପରେ Answer Keyରେ କ୍ଲିକ୍‌ କରନ୍ତୁ
    ଏହାପରେ ଲଗ୍‌ଇନ୍‌ ଡିଟେଲ୍ସ ଦାଖଲ କରନ୍ତୁ
  • ଏହାପରେ Answer Key ଯାଞ୍ଚ କରନ୍ତୁ ଓ ଡାଉନ୍‌ଲୋଡ୍‌ କରନ୍ତୁ
  • ଯଦି କିଛି ଭୁଲ ଅଛି ତେବେ ନଭେମ୍ବର ୨୩ ସୁଦ୍ଧା ଆପତ୍ତି ଉଠାନ୍ତୁ
21 Nov 2023 By The Sakala

ଆସିଲା ଜୁନିୟର ଟିଚର୍ସ ପାଇଁ CBT ଦେଇଥିବା ପରୀକ୍ଷାର୍ଥୀଙ୍କ Answer Key, ଆପତ୍ତି ଥିଲେ ଗୁରୁବାର ସୁଦ୍ଧା କରିପାରିବେ ଆବେଦନ

ଭୁବନେଶ୍ବର : ରାଜ୍ୟର ୨୦ ହଜାର ପ୍ରାଥମିକ ଶିକ୍ଷକ ପଦବୀ ପାଇଁ ଓସେପା ପକ୍ଷରୁ କରାଯାଇଥିବା କମ୍ପ୍ୟୁଟର ବେସଡ ଟେଷ୍ଟ (CBT)ର Answer Key ପ୍ରକାଶ ପାଇଛି। ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା)ର ୱେବସାଇଟ୍‌ରେ Answer Key ପ୍ରକାଶ ପାଇଛି। କମ୍ପ୍ୟୁଟର ବେସଡ ଟେଷ୍ଟ ଦେଇଥିବା ପରୀକ୍ଷାର୍ଥୀମାନେ OSEPAର ଅଫିସିଆଲ୍ ୱେବସାଇଟ୍ osepa.odisha.gov.in ରୁ Answer Key ଡାଉନଲୋଡ୍ କରିପାରିବେ।

ଅନ୍ୟପଟେ ଯଦି କୌଣସି ପରୀକ୍ଷାର୍ଥୀଙ୍କର Answer Keyକୁ ନେଇ କୌଣସି ଆପତ୍ତି ଥାଏ ତେବେ ନଭେମ୍ବର ୨୩(ଗୁରୁବାର) ସୁଦ୍ଧା ଆପତ୍ତି କରିପାରିବେ। ପରୀକ୍ଷାର୍ଥୀମାନେ କେବଳ ୨୩ ତାରିଖ ସୁଦ୍ଧା ୱେବସାଇଟ୍ରେ ଥିବା ଲିଙ୍କରେ ସେମାନଙ୍କର ପ୍ରତିକ୍ରିୟା / ଆପତ୍ତି ଉପସ୍ଥାପନ କରିପାରିବେ। ନଭେମ୍ବର ୨୩ ପରେ ଆଉ କୌଣସି ଆପତ୍ତିକୁ ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) ଗ୍ରହଣ କରିବ ନାହିଁ। ୨୦ ହଜାର ପ୍ରାଥମିକ ଶିକ୍ଷକ ପଦବୀ ପାଇଁ ଓସେପା ପକ୍ଷରୁ ନଭେମ୍ବର ୩ ରୁ ୧୭ ପର୍ଯ୍ୟନ୍ତ କମ୍ପ୍ୟୁଟର ବେସଡ ଟେଷ୍ଟ (CBT) ପରୀକ୍ଷା କରାଯାଇଥିଲା।

କିପରି ଡାଉନଲୋଡ କରିବେ Answer Key

  • ଅଫିସିଆଲ୍ ୱେବସାଇଟ୍ osepa.odisha.gov.in ପରିଦର୍ଶନ କରନ୍ତୁ।
  • ହୋମ୍‌ପେଜ୍‌ରେ ଥିବା ଜୁନିୟର ଟିଚର୍ସ ରିକ୍ୟୁରମେଣ୍ଟ ଟ୍ୟାବ୍‌ରେ କ୍ଲିକ୍‌ କରନ୍ତୁ
  • ଏହାପରେ Answer Keyରେ କ୍ଲିକ୍‌ କରନ୍ତୁ
    ଏହାପରେ ଲଗ୍‌ଇନ୍‌ ଡିଟେଲ୍ସ ଦାଖଲ କରନ୍ତୁ
  • ଏହାପରେ Answer Key ଯାଞ୍ଚ କରନ୍ତୁ ଓ ଡାଉନ୍‌ଲୋଡ୍‌ କରନ୍ତୁ
  • ଯଦି କିଛି ଭୁଲ ଅଛି ତେବେ ନଭେମ୍ବର ୨୩ ସୁଦ୍ଧା ଆପତ୍ତି ଉଠାନ୍ତୁ
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର