ଖାଦ୍ୟ ସୁରକ୍ଷା ଆଇନ ଲାଗୁ କରିବାରେ ଓଡିଶା ୧ ନମ୍ବର
ଭୁବନେଶ୍ୱର: ଆଜି ବିଧାନସଭା ମୌସୁମୀ ଅଧିବେଶନର ଚତୁର୍ଥ ଦିନ । ବେଶ୍ ସୁରୁଖୁରୁରେ ଚାଲିଛି ଗୃହ। ବିଧାନସଭା ପ୍ରଶ୍ନକାଳରେ ଖୁସି ପ୍ରକାଶ କଲେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ । ସେ କହିଛନ୍ତି, ଖାଦ୍ୟ ସୁରକ୍ଷା ଆଇନ ଲାଗୁ କରିବାରେ ଓଡିଶା ୧ ନମ୍ବର ହୋଇଛି । ତେଣୁ ଆଜି ଗୋଟେ ଖୁସି ଦିନ ବୋଲି ରଣେନ୍ଦ୍ର କହିଛନ୍ତି । ଯେଭଳି କୋଭିଡ୍ ସମୟରେ କେହି ଭୋକିଲା ରହିବେନି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଦେଇଥିଲେ । ମାଗଣାରେ […]
ଭୁବନେଶ୍ୱର: ଆଜି ବିଧାନସଭା ମୌସୁମୀ ଅଧିବେଶନର ଚତୁର୍ଥ ଦିନ । ବେଶ୍ ସୁରୁଖୁରୁରେ ଚାଲିଛି ଗୃହ। ବିଧାନସଭା ପ୍ରଶ୍ନକାଳରେ ଖୁସି ପ୍ରକାଶ କଲେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ । ସେ କହିଛନ୍ତି, ଖାଦ୍ୟ ସୁରକ୍ଷା ଆଇନ ଲାଗୁ କରିବାରେ ଓଡିଶା ୧ ନମ୍ବର ହୋଇଛି । ତେଣୁ ଆଜି ଗୋଟେ ଖୁସି ଦିନ ବୋଲି ରଣେନ୍ଦ୍ର କହିଛନ୍ତି । ଯେଭଳି କୋଭିଡ୍ ସମୟରେ କେହି ଭୋକିଲା ରହିବେନି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଦେଇଥିଲେ । ମାଗଣାରେ ଚାଉଳ ଯୋଗାଇ ଦିଆଯାଇଥିଲା ବୋଲି ମନ୍ତ୍ରୀ କହିଛନ୍ତି ।