ମନୋରଞ୍ଜନ

ସଲମାନ ଖାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହଠାତ୍ ଅଦୃଶ୍ୟ, X ପେଜ୍ ସକ୍ରିୟ ଥିବାରୁ ପ୍ରଶଂସକଙ୍କ ମଧ୍ୟରେ ଛନକା
ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା

୧୨ଟି ପ୍ରକଳ୍ପକୁ ସିଙ୍ଗିଲ ଓ୍ୱିଣ୍ଡୋରେ ମଞ୍ଜୁରୀ ଦେଲେ ରାଜ୍ୟ ସରକାର, ୩୬୧୨ଜଣଙ୍କୁ ମିଳିବ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ ୧୨ଟି ପ୍ରକଳ୍ପକୁ ସିଙ୍ଗଲ ଓ୍ୱିଣ୍ଡୋରେ ମଞ୍ଜୁରୀ ଦେଇଛନ୍ତି ରାଜ୍ୟ ସରକାର। ଖାଦ୍ୟ ପ୍ରକ୍ରିୟାକରଣ, ପର୍ଯ୍ୟଟନ, ପ୍ଲାଷ୍ଟିକ କ୍ଷେତ୍ରରେ ହେବ ପୁଞ୍ଜି ନିବେଶ । ୨ ହଜାର ୮୨ କୋଟି ୧୭ ଲକ୍ଷ ଟଙ୍କାର ପୁଞ୍ଜି ନିବେଶ ହେବ। ଏଥିରେ ୩ ହଜାର ୬୧୨ଜଣଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ମିଳିବ। ଏନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି । ପ୍ରକଳ୍ପ ମଧ୍ୟରେ ରହିଛି କୋରାପୁଟ ପଟାଙ୍ଗିରେ ୭୩୨କୋଟିର ନାଲକୋ […]

ଭୁବନେଶ୍ୱର: ରାଜ୍ୟରେ ୧୨ଟି ପ୍ରକଳ୍ପକୁ ସିଙ୍ଗଲ ଓ୍ୱିଣ୍ଡୋରେ ମଞ୍ଜୁରୀ ଦେଇଛନ୍ତି ରାଜ୍ୟ ସରକାର। ଖାଦ୍ୟ ପ୍ରକ୍ରିୟାକରଣ, ପର୍ଯ୍ୟଟନ, ପ୍ଲାଷ୍ଟିକ କ୍ଷେତ୍ରରେ ହେବ ପୁଞ୍ଜି ନିବେଶ । ୨ ହଜାର ୮୨ କୋଟି ୧୭ ଲକ୍ଷ ଟଙ୍କାର ପୁଞ୍ଜି ନିବେଶ ହେବ। ଏଥିରେ ୩ ହଜାର ୬୧୨ଜଣଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ମିଳିବ। ଏନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି । ପ୍ରକଳ୍ପ ମଧ୍ୟରେ ରହିଛି କୋରାପୁଟ ପଟାଙ୍ଗିରେ ୭୩୨କୋଟିର ନାଲକୋ କନଭେୟର ପ୍ଲାଣ୍ଟ । ଯାଜପୁର କଳିଙ୍ଗ ନଗରରେ ହେବ ଇସ୍ପାତ ଆନୁଷଙ୍ଗିକ ଶିଳ୍ପ ।

ଆହୁରି ପଢ଼ନ୍ତୁ: ୩ଟି ଛୁଆଙ୍କୁ ଛାଡି ପ୍ରେମିକ ସହ ସ୍ତ୍ରୀ ଛୁ ! ସ୍ତ୍ରୀକୁ ଫେରାଇ ଆଣିବାକୁ ଏସପିଙ୍କ ଦ୍ୱାରସ୍ଥ ସ୍ୱାମୀ...

ଏଥିପାଇଁ ୧୬୭କୋଟି ଟଙ୍କା ପୁଞ୍ଜି ନିବେଶ କରିବ ଖେତନ ବିନିଯୋଗ। ଝାରସୁଗୁଡ଼ାରେ କୋଣାର୍କ ଇସ୍ପାତ ଲିମିଟେଡ ପ୍ରତିଷ୍ଠା କରିବ ପେଲେଟ ପ୍ଲାଣ୍ଟ । ଏହା ସହିତ କୋଇଲା ଗ୍ୟାସିଫିକେସନ ୟୁନିଟ ମଧ୍ୟ ପ୍ରତିଷ୍ଠା ହେବ। ପୁରୀ ବାଲୁଖଣ୍ଡରେ ପର୍ଯ୍ୟଟକଙ୍କ ପାଇଁ ପ୍ରତିଷ୍ଠା ହେବ ଇକୋ ରିସର୍ଟସ । ଏଥିପାଇଁ ୧୨୮କୋଟି ଟଙ୍କା ପୁଞ୍ଜି ନିବେଶରେ ଇକୋ ରିସର୍ଟସ । ଭୁବନେଶ୍ୱର ଇନଫୋସିଟି ଶିଳ୍ପାଞ୍ଚଳରେ ହେବାକୁ ଥିବା IT ଶିଳ୍ପ ପାଇଁ CTRLS ଡାଟା ସେଣ୍ଟର ବିନିଯୋଗ କରିବ ୧୫୨ କୋଟି ୨୫ ଲକ୍ଷ ଟଙ୍କା ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହ: ଭିଣୋଇଙ୍କ ଛୁରାମାଡ଼ରେ ଶଳା ଗୁରୁତର, ଏମକେସିଜିରେ ଚାଲିଛି ଚିକିତ୍ସା

09 Jun 2022 By The Sakala

୧୨ଟି ପ୍ରକଳ୍ପକୁ ସିଙ୍ଗିଲ ଓ୍ୱିଣ୍ଡୋରେ ମଞ୍ଜୁରୀ ଦେଲେ ରାଜ୍ୟ ସରକାର, ୩୬୧୨ଜଣଙ୍କୁ ମିଳିବ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର: ରାଜ୍ୟରେ ୧୨ଟି ପ୍ରକଳ୍ପକୁ ସିଙ୍ଗଲ ଓ୍ୱିଣ୍ଡୋରେ ମଞ୍ଜୁରୀ ଦେଇଛନ୍ତି ରାଜ୍ୟ ସରକାର। ଖାଦ୍ୟ ପ୍ରକ୍ରିୟାକରଣ, ପର୍ଯ୍ୟଟନ, ପ୍ଲାଷ୍ଟିକ କ୍ଷେତ୍ରରେ ହେବ ପୁଞ୍ଜି ନିବେଶ । ୨ ହଜାର ୮୨ କୋଟି ୧୭ ଲକ୍ଷ ଟଙ୍କାର ପୁଞ୍ଜି ନିବେଶ ହେବ। ଏଥିରେ ୩ ହଜାର ୬୧୨ଜଣଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ମିଳିବ। ଏନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି । ପ୍ରକଳ୍ପ ମଧ୍ୟରେ ରହିଛି କୋରାପୁଟ ପଟାଙ୍ଗିରେ ୭୩୨କୋଟିର ନାଲକୋ କନଭେୟର ପ୍ଲାଣ୍ଟ । ଯାଜପୁର କଳିଙ୍ଗ ନଗରରେ ହେବ ଇସ୍ପାତ ଆନୁଷଙ୍ଗିକ ଶିଳ୍ପ ।

ଏଥିପାଇଁ ୧୬୭କୋଟି ଟଙ୍କା ପୁଞ୍ଜି ନିବେଶ କରିବ ଖେତନ ବିନିଯୋଗ। ଝାରସୁଗୁଡ଼ାରେ କୋଣାର୍କ ଇସ୍ପାତ ଲିମିଟେଡ ପ୍ରତିଷ୍ଠା କରିବ ପେଲେଟ ପ୍ଲାଣ୍ଟ । ଏହା ସହିତ କୋଇଲା ଗ୍ୟାସିଫିକେସନ ୟୁନିଟ ମଧ୍ୟ ପ୍ରତିଷ୍ଠା ହେବ। ପୁରୀ ବାଲୁଖଣ୍ଡରେ ପର୍ଯ୍ୟଟକଙ୍କ ପାଇଁ ପ୍ରତିଷ୍ଠା ହେବ ଇକୋ ରିସର୍ଟସ । ଏଥିପାଇଁ ୧୨୮କୋଟି ଟଙ୍କା ପୁଞ୍ଜି ନିବେଶରେ ଇକୋ ରିସର୍ଟସ । ଭୁବନେଶ୍ୱର ଇନଫୋସିଟି ଶିଳ୍ପାଞ୍ଚଳରେ ହେବାକୁ ଥିବା IT ଶିଳ୍ପ ପାଇଁ CTRLS ଡାଟା ସେଣ୍ଟର ବିନିଯୋଗ କରିବ ୧୫୨ କୋଟି ୨୫ ଲକ୍ଷ ଟଙ୍କା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର