ଓଲିଉଡ ଅଭିନେତା ପାର୍ଥସାରଥୀ ରାୟ ଗିରଫ

The Sakala Picture
Published On

ଭୁବନେଶ୍ବର: ଓଲିଉଡ ଅଭିନେତା ପାର୍ଥସାରଥୀ ରାୟ ଗିରଫ । ଗିରଫ କଲା ବଡଗଡ଼ ଥାନା ପୁଲିସ। NBW ଆଧାରରେ ଗିରଫ କଲା ପୁଲିସ । ଗିରଫ ପରେ କୋର୍ଟଚାଲାଣ କରିଛି ବଡଗଡ଼ ଥାନା ପୁଲିସ। ଗିରଫ ପାଇଁ ନିର୍ଦ୍ଦେଶ ଦେଇଥିଲେ ଜୁଡିସିଆଲ ମାଜିଷ୍ଟ୍ରେଟ ଫାଷ୍ଟ କ୍ଲାସ (JMFC )କୋର୍ଟ । କୋର୍ଟ ନିୟମ ଖିଲାପ କରିଥିବାରୁ ଜାରି ହୋଇଥିଲା ଜାମିନ ବିହୀନ ଗିରଫ ପରୱାନା ।

ଆହୁରି ପଢ଼ନ୍ତୁ: ସ୍ଥଳଭାଗ ମୁହାଁ ବାତ୍ୟା 'ଅର୍ଣ୍ଣବ': ସ୍ଥାନାନ୍ତର ହେବେ ୪୮ ହଜାର ଲୋକ, ମୁକାବିଲା ପାଇଁ ସରକାର ପ୍ରସ୍ତୁତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର