ନୂଆପଡ଼ାରେ ବାଘ ଆତଙ୍କ: ଚରୁଥିବା ସମୟରେ ଗାଈକୁ ଜଙ୍ଗଲ ଭିତରକୁ ଟାଣି ନେଲା ବାଘ

The Sakala Picture
Published On

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ବାଘ ଆତଙ୍କ । ଚରୁଥିବା ସମୟରେ ଗାଈର ତଣ୍ଟିକୁ ଧରି ଜଙ୍ଗଲ ଭିତରକୁ ଟାଣି ନେଲା ବାଘ । ଭୟବୀତ ଅବସ୍ଥାରେ ରହିଛନ୍ତି ଲୋକେ । ସୂଚନା ଅନୁଯାୟୀ, ଆଜି ସକାଳୁ ଧରମବନ୍ଧା କୁଟରେଙ୍ଗାପଡ଼ା ଗାଁରେ ଅଗିନ ମାଝୀ ତାଙ୍କ ଗାଈକୁ ଗୁହାଳରୁ ବାହାର କରି ଜଙ୍ଗଲକୁ ଚରାଇବାକୁ ନେଇଥିଲେ । ଏହି ସମୟରେ ଗାଁ ମୁଣ୍ଡକୁ ଏକ ବାଘ ହଠାତ୍ ଚାଲି ଆସି ଗାଈକୁ ଆକ୍ରମଣ କରିଥିଲା । ଗାଈର ତଣ୍ଟିକୁ […]

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ବାଘ ଆତଙ୍କ । ଚରୁଥିବା ସମୟରେ ଗାଈର ତଣ୍ଟିକୁ ଧରି ଜଙ୍ଗଲ ଭିତରକୁ ଟାଣି ନେଲା ବାଘ । ଭୟବୀତ ଅବସ୍ଥାରେ ରହିଛନ୍ତି ଲୋକେ ।

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ତାଉ ଦେଖାଇଲାଣି ଖରା: ୩୯.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ଜାଣନ୍ତୁ ଆଗକୁ କେମିତି ରହିବ ପାଗ

ସୂଚନା ଅନୁଯାୟୀ, ଆଜି ସକାଳୁ ଧରମବନ୍ଧା କୁଟରେଙ୍ଗାପଡ଼ା ଗାଁରେ ଅଗିନ ମାଝୀ ତାଙ୍କ ଗାଈକୁ ଗୁହାଳରୁ ବାହାର କରି ଜଙ୍ଗଲକୁ ଚରାଇବାକୁ ନେଇଥିଲେ । ଏହି ସମୟରେ ଗାଁ ମୁଣ୍ଡକୁ ଏକ ବାଘ ହଠାତ୍ ଚାଲି ଆସି ଗାଈକୁ ଆକ୍ରମଣ କରିଥିଲା । ଗାଈର ତଣ୍ଟିକୁ ଧରି ଜଙ୍ଗଲ ଭିତରକୁ ଟାଣି ନେଇଥିଲା । ଏହାକୁ ଦେଖି ଗାଁଲୋକେ ଚିତ୍କାର କରି ଉଠିଥିଲେ । ଠେଙ୍ଗାବାଡ଼ି ଧରି ଦୌଡ଼ାଇବାରୁ ବାଘ ଜଙ୍ଗଲ ଭିତରକୁ ପଳାଇଥିଲା । ଖବର ପାଇ ବନ ବିଭାଗର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । ବନ ବିଭାଗ କର୍ମଚାରୀ ବାଘର ପାଦ ଚିହ୍ନ ଠାବ କରିଛନ୍ତି । ବାଘ ଆସିଥିବା ଦେଖି ଗାଁଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।

ଆହୁରି ପଢ଼ନ୍ତୁ: କମ୍‌‌ ପଇସାରେ ହାଲୁକା ନିଶା: କଫ୍‌‌ ସିରପ୍‌‌ ମାୟାରେ ଟୁଇନସିଟିର ଯୁବପିଢ଼ି

16 Jan 2022 By The Sakala

ନୂଆପଡ଼ାରେ ବାଘ ଆତଙ୍କ: ଚରୁଥିବା ସମୟରେ ଗାଈକୁ ଜଙ୍ଗଲ ଭିତରକୁ ଟାଣି ନେଲା ବାଘ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ବାଘ ଆତଙ୍କ । ଚରୁଥିବା ସମୟରେ ଗାଈର ତଣ୍ଟିକୁ ଧରି ଜଙ୍ଗଲ ଭିତରକୁ ଟାଣି ନେଲା ବାଘ । ଭୟବୀତ ଅବସ୍ଥାରେ ରହିଛନ୍ତି ଲୋକେ ।

ସୂଚନା ଅନୁଯାୟୀ, ଆଜି ସକାଳୁ ଧରମବନ୍ଧା କୁଟରେଙ୍ଗାପଡ଼ା ଗାଁରେ ଅଗିନ ମାଝୀ ତାଙ୍କ ଗାଈକୁ ଗୁହାଳରୁ ବାହାର କରି ଜଙ୍ଗଲକୁ ଚରାଇବାକୁ ନେଇଥିଲେ । ଏହି ସମୟରେ ଗାଁ ମୁଣ୍ଡକୁ ଏକ ବାଘ ହଠାତ୍ ଚାଲି ଆସି ଗାଈକୁ ଆକ୍ରମଣ କରିଥିଲା । ଗାଈର ତଣ୍ଟିକୁ ଧରି ଜଙ୍ଗଲ ଭିତରକୁ ଟାଣି ନେଇଥିଲା । ଏହାକୁ ଦେଖି ଗାଁଲୋକେ ଚିତ୍କାର କରି ଉଠିଥିଲେ । ଠେଙ୍ଗାବାଡ଼ି ଧରି ଦୌଡ଼ାଇବାରୁ ବାଘ ଜଙ୍ଗଲ ଭିତରକୁ ପଳାଇଥିଲା । ଖବର ପାଇ ବନ ବିଭାଗର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । ବନ ବିଭାଗ କର୍ମଚାରୀ ବାଘର ପାଦ ଚିହ୍ନ ଠାବ କରିଛନ୍ତି । ବାଘ ଆସିଥିବା ଦେଖି ଗାଁଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର