୧କୋଟି ରୁ ଉର୍ଦ୍ଧ୍ବ ମୂଲ୍ୟର ବ୍ରାଉନ ସୁଗର ସହିତ ୧ଲକ୍ଷ ଟଙ୍କା ଜବତ, ୪ଗିରଫ
ଭଦ୍ରକ :ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ୧୬ ନମ୍ୱର୍ ଜାତୀୟ ରାଜପଥର ଧାମରା ବ୍ରିଜ ନିକଟରୁ ଏକ ଅଟୋରେ ଆସୁଥିବା ୪ ବ୍ରାଉନସୁଗାର ମାଫିଆଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ସେମାନଙ୍କ ମଧ୍ୟରେ ଜଣେ ମହିଳା ଥିବା ଜଣାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ବାଲେଶ୍ବରର ସେକ୍ ଅବଦୁଲ୍ ହମିଦ୍ (୪୫), ମନୋଜ କୁମାର ଦାସ, ଭଦ୍ରକର କୁନିଲତା ଷଡ଼ଙ୍ଗୀ(୩୦) ଏବଂ ଅଜୟ କୁମାର ଷଡ଼ଙ୍ଗୀ(୩୨)। ସେମାନଙ୍କ ଠାରୁ ୧ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବ୍ରାଉନସୁଗାର ଜବତ କରାଯାଇଛି। […]
ଭଦ୍ରକ :ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ୧୬ ନମ୍ୱର୍ ଜାତୀୟ ରାଜପଥର ଧାମରା ବ୍ରିଜ ନିକଟରୁ ଏକ ଅଟୋରେ ଆସୁଥିବା ୪ ବ୍ରାଉନସୁଗାର ମାଫିଆଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ସେମାନଙ୍କ ମଧ୍ୟରେ ଜଣେ ମହିଳା ଥିବା ଜଣାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ବାଲେଶ୍ବରର ସେକ୍ ଅବଦୁଲ୍ ହମିଦ୍ (୪୫), ମନୋଜ କୁମାର ଦାସ, ଭଦ୍ରକର କୁନିଲତା ଷଡ଼ଙ୍ଗୀ(୩୦) ଏବଂ ଅଜୟ କୁମାର ଷଡ଼ଙ୍ଗୀ(୩୨)। ସେମାନଙ୍କ ଠାରୁ ୧ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବ୍ରାଉନସୁଗାର ଜବତ କରାଯାଇଛି। ଏହାଛଡ଼ା ବ୍ୟବହୃତ ଅଟୋ ଓ ନଗଦ ୧ ଲକ୍ଷ ଟଙ୍କା ବି ଜବତ କରିଛି ପୁଲିସ। ଗିରଫ ଅଭିଯୁକ୍ତମାନଙ୍କର ଜଳେଶ୍ଵରର ଡ୍ରଗସ୍ ମାଫିଆ ସହ ଲିଙ୍କ ଥିବାର ସନ୍ଦେହ କରାଯାଉଛି।