ଡାହାଣୀ ସନ୍ଦେହରେ ମହିଳାଙ୍କୁ ପଥରରେ ଛେଚି ହତ୍ୟା

The Sakala Picture
Published On

କରଞ୍ଜିଆ: ମୟୁରଭଞ୍ଜ ଜିଲ୍ଲା ଯଶିପୁର ଥାନା ମାଟିଆଗାଡ଼ ପଞ୍ଚଯାତର ପୋଡାଗଡ଼ ଗାଁରେ ଡାହାଣୀ ସନ୍ଦେହରେ ମହିଳାଙ୍କୁ ହତ୍ୟା । ମହିଳାଙ୍କୁ ପଥରରେ ଛେଚି ଅତି ନିର୍ମମଭାବେ ହତ୍ୟା କରାଯାଇଛି । ମୃତ ମହିଳା ସେହି ଗ୍ରାମର ଚମ୍ପାବତୀ ହେମ୍ବ୍ରମ (୭୦) ବୋଲି ଜଣାପଡିଛି । କେହି ତାଙ୍କୁ ଶୋଇଥିବା ଅବସ୍ଥାରେ ପଥରରେ ଛେଚି ହତ୍ୟା କରିଥିବା ଜଣାପଡିଛି । ମୃତକଙ୍କ ନିକଟରେ ହତ୍ୟା କରାଯାଇଥିବା ପଥର ପଡ଼ିରହିଛି ।ସେଥିରେ ଚୁଟି ଏବଂ ରକ୍ତ ଲାଗିଥିବା ଯୋଗୁଁ ପଥରରେ […]

କରଞ୍ଜିଆ: ମୟୁରଭଞ୍ଜ ଜିଲ୍ଲା ଯଶିପୁର ଥାନା ମାଟିଆଗାଡ଼ ପଞ୍ଚଯାତର ପୋଡାଗଡ଼ ଗାଁରେ ଡାହାଣୀ ସନ୍ଦେହରେ ମହିଳାଙ୍କୁ ହତ୍ୟା । ମହିଳାଙ୍କୁ ପଥରରେ ଛେଚି ଅତି ନିର୍ମମଭାବେ ହତ୍ୟା କରାଯାଇଛି । ମୃତ ମହିଳା ସେହି ଗ୍ରାମର ଚମ୍ପାବତୀ ହେମ୍ବ୍ରମ (୭୦) ବୋଲି ଜଣାପଡିଛି । କେହି ତାଙ୍କୁ ଶୋଇଥିବା ଅବସ୍ଥାରେ ପଥରରେ ଛେଚି ହତ୍ୟା କରିଥିବା ଜଣାପଡିଛି । ମୃତକଙ୍କ ନିକଟରେ ହତ୍ୟା କରାଯାଇଥିବା ପଥର ପଡ଼ିରହିଛି ।ସେଥିରେ ଚୁଟି ଏବଂ ରକ୍ତ ଲାଗିଥିବା ଯୋଗୁଁ ପଥରରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହ କରୁଛି ପୋଲିସ । ଘଟଣା ସ୍ଥଳରେ ଉପଖଣ୍ଡ ପୁଲିସ ଅଧିକାରୀ ସୁଦର୍ଶନ ଗଙ୍ଗଇ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ସାଇଣ୍ଟିଫିକ ଟିମକୁ ଅପେକ୍ଷା କରିଛି ପୋଲିସ । ଯଶିପୁର ପୋଲିସର ତଦନ୍ତ ଜାରି ରହିଛି । ମୃତକଙ୍କ ପୁଅ ମାଁଙ୍କ ହତ୍ୟାକୁ ନେଇ ତଦନ୍ତ ଦାବି କରିଛନ୍ତି । ଆଜି ଉପଖଣ୍ଡରେ ଦୁଇ ଦୁଇଟି ହତ୍ୟାକାଣ୍ଡ ଘଟିଛି । ଗୋଟିଏ ଡାହାଣୀ ସନ୍ଦେହରେ ଅନ୍ୟଟି ପାରିବାରିକ କଳହ ଯୋଗୁଁ ସ୍ୱାମୀ ନିଜ ସ୍ତ୍ରୀ କୁ କଟୁରୀରେ ହାଣି ହତ୍ୟା କରିଛି । ଏହି ହତ୍ୟାକାଣ୍ଡ ଠାକୁରମୁଣ୍ଡା ଥାନା ହାତୀଗଡା ଥାନାରେ ଘଟିଛି ।

ଆହୁରି ପଢ଼ନ୍ତୁ: ଗଛରେ ଗାମୁଛା ବାନ୍ଧି ଝୁଲିପଡିଲେ ରିଲସ ହିରୋ, କାରଣ ଅସ୍ପଷ୍ଟ

17 Jun 2022 By The Sakala

ଡାହାଣୀ ସନ୍ଦେହରେ ମହିଳାଙ୍କୁ ପଥରରେ ଛେଚି ହତ୍ୟା

କରଞ୍ଜିଆ: ମୟୁରଭଞ୍ଜ ଜିଲ୍ଲା ଯଶିପୁର ଥାନା ମାଟିଆଗାଡ଼ ପଞ୍ଚଯାତର ପୋଡାଗଡ଼ ଗାଁରେ ଡାହାଣୀ ସନ୍ଦେହରେ ମହିଳାଙ୍କୁ ହତ୍ୟା । ମହିଳାଙ୍କୁ ପଥରରେ ଛେଚି ଅତି ନିର୍ମମଭାବେ ହତ୍ୟା କରାଯାଇଛି । ମୃତ ମହିଳା ସେହି ଗ୍ରାମର ଚମ୍ପାବତୀ ହେମ୍ବ୍ରମ (୭୦) ବୋଲି ଜଣାପଡିଛି । କେହି ତାଙ୍କୁ ଶୋଇଥିବା ଅବସ୍ଥାରେ ପଥରରେ ଛେଚି ହତ୍ୟା କରିଥିବା ଜଣାପଡିଛି । ମୃତକଙ୍କ ନିକଟରେ ହତ୍ୟା କରାଯାଇଥିବା ପଥର ପଡ଼ିରହିଛି ।ସେଥିରେ ଚୁଟି ଏବଂ ରକ୍ତ ଲାଗିଥିବା ଯୋଗୁଁ ପଥରରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହ କରୁଛି ପୋଲିସ । ଘଟଣା ସ୍ଥଳରେ ଉପଖଣ୍ଡ ପୁଲିସ ଅଧିକାରୀ ସୁଦର୍ଶନ ଗଙ୍ଗଇ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ସାଇଣ୍ଟିଫିକ ଟିମକୁ ଅପେକ୍ଷା କରିଛି ପୋଲିସ । ଯଶିପୁର ପୋଲିସର ତଦନ୍ତ ଜାରି ରହିଛି । ମୃତକଙ୍କ ପୁଅ ମାଁଙ୍କ ହତ୍ୟାକୁ ନେଇ ତଦନ୍ତ ଦାବି କରିଛନ୍ତି । ଆଜି ଉପଖଣ୍ଡରେ ଦୁଇ ଦୁଇଟି ହତ୍ୟାକାଣ୍ଡ ଘଟିଛି । ଗୋଟିଏ ଡାହାଣୀ ସନ୍ଦେହରେ ଅନ୍ୟଟି ପାରିବାରିକ କଳହ ଯୋଗୁଁ ସ୍ୱାମୀ ନିଜ ସ୍ତ୍ରୀ କୁ କଟୁରୀରେ ହାଣି ହତ୍ୟା କରିଛି । ଏହି ହତ୍ୟାକାଣ୍ଡ ଠାକୁରମୁଣ୍ଡା ଥାନା ହାତୀଗଡା ଥାନାରେ ଘଟିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର