ମନୋରଞ୍ଜନ

ସଲମାନ ଖାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହଠାତ୍ ଅଦୃଶ୍ୟ, X ପେଜ୍ ସକ୍ରିୟ ଥିବାରୁ ପ୍ରଶଂସକଙ୍କ ମଧ୍ୟରେ ଛନକା
ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା

ସମ୍ପର୍କରେ ଲାଗିଲା ରକ୍ତର ଛିଟା: ସାନଭାଇର କଟୁରୀ ଚୋଟରେ ବଡଭାଇ ମୃତ

The Sakala Picture
Published On

ବାରିପଦା: ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ସାନ ଭାଇ ନିଜର ବଡ ଭାଇକୁ କଟୁରୀରେ ହାଣି ହତ୍ୟା କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ଘଟଣା ଘଟିଛି ବାରିପଦା ସଦର ଥାନା ଅନ୍ତର୍ଗତ ମାଧପୁର ଗ୍ରାମରେ। ମୃତକ ଜଣଙ୍କ ହେଲେ ମେଘରାୟ ସୋରେନ । ସୂଚନା ଅନୁଯାୟୀ, କୌଣସି କାରଣରୁ ଘରେ ଶୋଇଥିବା ସାନ ଭାଇ ସହ ଲକ୍ଷ୍ମଣ ସୋରେନର ଝଗଡା ହୋଇଥିଲା। ଝଗଡା ଏତେ ଉଗ୍ରରୂପ ଧାରଣ କଲା ଶେଷରେ ସାନଭାଇ […]

ବାରିପଦା: ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ସାନ ଭାଇ ନିଜର ବଡ ଭାଇକୁ କଟୁରୀରେ ହାଣି ହତ୍ୟା କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ଘଟଣା ଘଟିଛି ବାରିପଦା ସଦର ଥାନା ଅନ୍ତର୍ଗତ ମାଧପୁର ଗ୍ରାମରେ। ମୃତକ ଜଣଙ୍କ ହେଲେ ମେଘରାୟ ସୋରେନ ।

ଆହୁରି ପଢ଼ନ୍ତୁ: ଛେଳିକୁ ଆକ୍ରମଣ କଲା ବୁଲା କୁକୁର, ହେଲେ ମାଡ ଖାଇଲେ ବିଧବା ମହିଳା ଏବଂ ଦିବ୍ୟାଙ୍ଗ ଝିଅ

ସୂଚନା ଅନୁଯାୟୀ, କୌଣସି କାରଣରୁ ଘରେ ଶୋଇଥିବା ସାନ ଭାଇ ସହ ଲକ୍ଷ୍ମଣ ସୋରେନର ଝଗଡା ହୋଇଥିଲା। ଝଗଡା ଏତେ ଉଗ୍ରରୂପ ଧାରଣ କଲା ଶେଷରେ ସାନଭାଇ କ୍ରୋଧର ବଶବର୍ତ୍ତୀ ହୋଇ ଏକ କଟୁରୀ ସାହାଯ୍ୟର ବଡ ଭାଇକୁ ବିଭତ୍ସ ଭାବରେ ହତ୍ୟା କରିଥିଲା। ଖବର ପାଇ ପୁଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏନେଇ ବାରିପଦା ସଦର ପୁଲିସ ଏକ ହତ୍ୟାକାଣ୍ଡର ମାମଲା ରୁଜ୍ଜୁ କରି ପରିବାରର ଅନ୍ୟ ସଦସ୍ୟଙ୍କ ଠାରୁ ପୁଙ୍ଖାନୁପୁଙ୍ଖ ତଥ୍ୟ ସଂଗ୍ରହ କରୁଛି। ହତ୍ୟାକାରୀ ସାନଭାଇ ଲକ୍ଷ୍ମଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ହତ୍ୟାକାଣ୍ଡରେ ବ୍ୟବହୃତ କଟୁରୀକୁ ଜବତ କରି ଅଧିକ ତଦନ୍ତ ଆରମ୍ଭ କରିବା ସହ ମୃତଦେହ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।

ଆହୁରି ପଢ଼ନ୍ତୁ: ଶିମିଳିପାଳରୁ ପୁଣି କଳାବାଘ ଶିକାର; ଛାଲ ବିକ୍ରି ସମୟରେ ମାଡିବସିଲା ଏସଟିଏଫ, ୩ଗିରଫ

26 Jun 2022 By The Sakala

ସମ୍ପର୍କରେ ଲାଗିଲା ରକ୍ତର ଛିଟା: ସାନଭାଇର କଟୁରୀ ଚୋଟରେ ବଡଭାଇ ମୃତ

ବାରିପଦା: ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ସାନ ଭାଇ ନିଜର ବଡ ଭାଇକୁ କଟୁରୀରେ ହାଣି ହତ୍ୟା କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ଘଟଣା ଘଟିଛି ବାରିପଦା ସଦର ଥାନା ଅନ୍ତର୍ଗତ ମାଧପୁର ଗ୍ରାମରେ। ମୃତକ ଜଣଙ୍କ ହେଲେ ମେଘରାୟ ସୋରେନ ।

ସୂଚନା ଅନୁଯାୟୀ, କୌଣସି କାରଣରୁ ଘରେ ଶୋଇଥିବା ସାନ ଭାଇ ସହ ଲକ୍ଷ୍ମଣ ସୋରେନର ଝଗଡା ହୋଇଥିଲା। ଝଗଡା ଏତେ ଉଗ୍ରରୂପ ଧାରଣ କଲା ଶେଷରେ ସାନଭାଇ କ୍ରୋଧର ବଶବର୍ତ୍ତୀ ହୋଇ ଏକ କଟୁରୀ ସାହାଯ୍ୟର ବଡ ଭାଇକୁ ବିଭତ୍ସ ଭାବରେ ହତ୍ୟା କରିଥିଲା। ଖବର ପାଇ ପୁଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏନେଇ ବାରିପଦା ସଦର ପୁଲିସ ଏକ ହତ୍ୟାକାଣ୍ଡର ମାମଲା ରୁଜ୍ଜୁ କରି ପରିବାରର ଅନ୍ୟ ସଦସ୍ୟଙ୍କ ଠାରୁ ପୁଙ୍ଖାନୁପୁଙ୍ଖ ତଥ୍ୟ ସଂଗ୍ରହ କରୁଛି। ହତ୍ୟାକାରୀ ସାନଭାଇ ଲକ୍ଷ୍ମଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ହତ୍ୟାକାଣ୍ଡରେ ବ୍ୟବହୃତ କଟୁରୀକୁ ଜବତ କରି ଅଧିକ ତଦନ୍ତ ଆରମ୍ଭ କରିବା ସହ ମୃତଦେହ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର