ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ପଥରରେ ଛେଚି ମାରିବା ପରେ ନିଜେ ଆତ୍ମହତ୍ୟା କଲା ସ୍ୱାମୀ

The Sakala Picture
Published On

ପାରିବାରିକ କଳହର କରୁଣ ପରିଣତି । ଗଞ୍ଜାମ ପୁରୁଷୋତ୍ତମପୁର ଥାନା ବେଢ଼ଛେଲୁ ଗାଁରେ ଘଟିଛି ଅଭାବନୀୟ ଘଟଣା । ସ୍ତ୍ରୀକୁ ହତ୍ୟା କରିବା ପରେ ସ୍ୱାମୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ପାରିବାରିକ କଳହରୁ ଜଣେ ସ୍ୱାମୀ ତା’ର ସ୍ତ୍ରୀକୁ ପଥରରେ ଛେଚି ମାରିଥିବା ନେଇ ସନ୍ଦେହ କରାଯାଉଛି । ଗତକାଲି ରାତିରେ ଘଟିଛି ଏହି ଘଟଣା । ସୂଚନା ଅନୁସାରେ, ପୂର୍ବରୁ ବିଭିନ୍ନ ସମୟରେ ପ୍ରଶାନ୍ତ ଓ ଝିଲିଙ୍କ ମଧ୍ୟରେ ଝଗଡ଼ା ଲାଗୁଥିଲା । […]

ପାରିବାରିକ କଳହର କରୁଣ ପରିଣତି । ଗଞ୍ଜାମ ପୁରୁଷୋତ୍ତମପୁର ଥାନା ବେଢ଼ଛେଲୁ ଗାଁରେ ଘଟିଛି ଅଭାବନୀୟ ଘଟଣା । ସ୍ତ୍ରୀକୁ ହତ୍ୟା କରିବା ପରେ ସ୍ୱାମୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ପାରିବାରିକ କଳହରୁ ଜଣେ ସ୍ୱାମୀ ତା’ର ସ୍ତ୍ରୀକୁ ପଥରରେ ଛେଚି ମାରିଥିବା ନେଇ ସନ୍ଦେହ କରାଯାଉଛି । ଗତକାଲି ରାତିରେ ଘଟିଛି ଏହି ଘଟଣା ।

ଆହୁରି ପଢ଼ନ୍ତୁ: ଆମେରିକା ଆକ୍ରମଣରେ ଇରାନର ‘IRIS Dena’ ଧ୍ୱଂସ: ଶ୍ରୀଲଙ୍କା ନିକଟରେ ଅନ୍ୟ ଏକ ଇରାନୀ ଜାହାଜର ଜରୁରୀ ସହାୟତା ଲୋଡ଼ା

ସୂଚନା ଅନୁସାରେ, ପୂର୍ବରୁ ବିଭିନ୍ନ ସମୟରେ ପ୍ରଶାନ୍ତ ଓ ଝିଲିଙ୍କ ମଧ୍ୟରେ ଝଗଡ଼ା ଲାଗୁଥିଲା । ଗତକାଲି କୌଣସି କାରଣକୁ ନେଇ ଦୁହିଁଙ୍କ ଭିତରେ ହୋଇଥିଲା ପାଟିତୁଣ୍ଡ । ଏଥିରେ ଉତକ୍ଷିପ୍ତ ହୋଇ ପ୍ରଶାନ୍ତ ଝିଲିଙ୍କୁ ପଥରରେ ଛେଚି ହତ୍ୟା କରିଥିଲେ । ପରେ ନିଜେ ଆତ୍ମହତ୍ୟା କରିଥିଲେ । ଆଜି ସକାଳେ ମୃତଦେହ ଦେଖି ପରିବାର ଓ ପଡୋଶୀ ପୋଲିସକୁ ଖବର ଦେଇଥିଲେ ।ତେବେ ଏହି ଘଟଣାରେ ପୁରୁଷୋତ୍ତମପୁର ପୋଲିସ ତଦନ୍ତ ଆରମ୍ଭ କରିବା ସହ ଛାନଭିନ୍ ଚଳାଇଥିବା ଜଣାପଡିଛି। ପ୍ରଶାନ୍ତ ଓ ଝିଲିଙ୍କର ୧୮ ବର୍ଷର ପୁଅ ଓ ୧୩ ବର୍ଷର ଝିଅ ଥିବା ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

03 Jun 2021 By The Sakala

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ପଥରରେ ଛେଚି ମାରିବା ପରେ ନିଜେ ଆତ୍ମହତ୍ୟା କଲା ସ୍ୱାମୀ

ପାରିବାରିକ କଳହର କରୁଣ ପରିଣତି । ଗଞ୍ଜାମ ପୁରୁଷୋତ୍ତମପୁର ଥାନା ବେଢ଼ଛେଲୁ ଗାଁରେ ଘଟିଛି ଅଭାବନୀୟ ଘଟଣା । ସ୍ତ୍ରୀକୁ ହତ୍ୟା କରିବା ପରେ ସ୍ୱାମୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ପାରିବାରିକ କଳହରୁ ଜଣେ ସ୍ୱାମୀ ତା’ର ସ୍ତ୍ରୀକୁ ପଥରରେ ଛେଚି ମାରିଥିବା ନେଇ ସନ୍ଦେହ କରାଯାଉଛି । ଗତକାଲି ରାତିରେ ଘଟିଛି ଏହି ଘଟଣା ।

ସୂଚନା ଅନୁସାରେ, ପୂର୍ବରୁ ବିଭିନ୍ନ ସମୟରେ ପ୍ରଶାନ୍ତ ଓ ଝିଲିଙ୍କ ମଧ୍ୟରେ ଝଗଡ଼ା ଲାଗୁଥିଲା । ଗତକାଲି କୌଣସି କାରଣକୁ ନେଇ ଦୁହିଁଙ୍କ ଭିତରେ ହୋଇଥିଲା ପାଟିତୁଣ୍ଡ । ଏଥିରେ ଉତକ୍ଷିପ୍ତ ହୋଇ ପ୍ରଶାନ୍ତ ଝିଲିଙ୍କୁ ପଥରରେ ଛେଚି ହତ୍ୟା କରିଥିଲେ । ପରେ ନିଜେ ଆତ୍ମହତ୍ୟା କରିଥିଲେ । ଆଜି ସକାଳେ ମୃତଦେହ ଦେଖି ପରିବାର ଓ ପଡୋଶୀ ପୋଲିସକୁ ଖବର ଦେଇଥିଲେ ।ତେବେ ଏହି ଘଟଣାରେ ପୁରୁଷୋତ୍ତମପୁର ପୋଲିସ ତଦନ୍ତ ଆରମ୍ଭ କରିବା ସହ ଛାନଭିନ୍ ଚଳାଇଥିବା ଜଣାପଡିଛି। ପ୍ରଶାନ୍ତ ଓ ଝିଲିଙ୍କର ୧୮ ବର୍ଷର ପୁଅ ଓ ୧୩ ବର୍ଷର ଝିଅ ଥିବା ସୂଚନା ମିଳିଛି ।

https://www.thesakala.in/latest-odisha-news/man-allegedly-crushed-wife-with-a-stone-to-death/article-2636
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର