ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ: ୨ ମାଓ କମାଣ୍ଡର ନିହତ, ବିପୁଳ ପରିମାଣପରେ ମାଓ ସାମଗ୍ରୀ ଜବତ

The Sakala Picture
Published On

ମାଲକାନଗିରି:  ପୁଣିଥରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏହି ଗୁଳି ବିନିମୟରେ ଦୁଇଜଣ ମାଓ କମାଣ୍ଡର ନିହତ ହୋଇଥିବା ଜଣାପଡ଼ିଛି। ଘଟଣା ସ୍ଥଳରୁ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ ହୋଇଛି। ସୂଚନା ଅନୁଯାୟୀ, ଗତକାଲି ଓଡ଼ିଶା ଓ ଛତିଶଗଡ ସୀମାନ୍ତ ନାରାୟଣପୁର ଜିଲ୍ଲାରେ ଆର୍ଛା ଜଙ୍ଗଲରେ ପୁଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ । ଏଥିରେ ୨ ମାଓ ନେତାଙ୍କ ମୃତ୍ୟୁ ଘଟିଥିଲାବେଳେ ଘଟଣାସ୍ଥଳରୁ ତିନୋଟି ରାଇଫଲ୍‌, ଅନେକ ଅଫୁଟା ଗୁଳି, […]

ମାଲକାନଗିରି:  ପୁଣିଥରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏହି ଗୁଳି ବିନିମୟରେ ଦୁଇଜଣ ମାଓ କମାଣ୍ଡର ନିହତ ହୋଇଥିବା ଜଣାପଡ଼ିଛି। ଘଟଣା ସ୍ଥଳରୁ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ ହୋଇଛି।

ଆହୁରି ପଢ଼ନ୍ତୁ: କେବଳ ଅନ୍ତର୍ଜାତୀୟ ମହିଳା ଦିବସ ନୁହେଁ ମହିଳାମାନଙ୍କୁ ପ୍ରତ୍ୟେକ ଦିନ ସମ୍ମାନ ଦିଆଯିବା ଦରକାର: ଶୁଭାଶିଷ୍‌

ସୂଚନା ଅନୁଯାୟୀ, ଗତକାଲି ଓଡ଼ିଶା ଓ ଛତିଶଗଡ ସୀମାନ୍ତ ନାରାୟଣପୁର ଜିଲ୍ଲାରେ ଆର୍ଛା ଜଙ୍ଗଲରେ ପୁଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ । ଏଥିରେ ୨ ମାଓ ନେତାଙ୍କ ମୃତ୍ୟୁ ଘଟିଥିଲାବେଳେ ଘଟଣାସ୍ଥଳରୁ ତିନୋଟି ରାଇଫଲ୍‌, ଅନେକ ଅଫୁଟା ଗୁଳି, ନକ୍ସଲ ପୋଷାକ, ଔଷଧ ଏବଂ ଧନୁ ତୀର ଜବତ ହୋଇଛି। ବର୍ତ୍ତମାନ ସୁଦ୍ଧା ଘଟଣାସ୍ଥଳରେ ସର୍ଚ୍ଚ ଅପରେଶନ୍ ଜାରି ରହିଥିବା ବସ୍ତର ପୁଲିସ ପକ୍ଷରୁ ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

20 Jun 2021 By The Sakala

ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ: ୨ ମାଓ କମାଣ୍ଡର ନିହତ, ବିପୁଳ ପରିମାଣପରେ ମାଓ ସାମଗ୍ରୀ ଜବତ

ମାଲକାନଗିରି:  ପୁଣିଥରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏହି ଗୁଳି ବିନିମୟରେ ଦୁଇଜଣ ମାଓ କମାଣ୍ଡର ନିହତ ହୋଇଥିବା ଜଣାପଡ଼ିଛି। ଘଟଣା ସ୍ଥଳରୁ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ ହୋଇଛି।

ସୂଚନା ଅନୁଯାୟୀ, ଗତକାଲି ଓଡ଼ିଶା ଓ ଛତିଶଗଡ ସୀମାନ୍ତ ନାରାୟଣପୁର ଜିଲ୍ଲାରେ ଆର୍ଛା ଜଙ୍ଗଲରେ ପୁଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ । ଏଥିରେ ୨ ମାଓ ନେତାଙ୍କ ମୃତ୍ୟୁ ଘଟିଥିଲାବେଳେ ଘଟଣାସ୍ଥଳରୁ ତିନୋଟି ରାଇଫଲ୍‌, ଅନେକ ଅଫୁଟା ଗୁଳି, ନକ୍ସଲ ପୋଷାକ, ଔଷଧ ଏବଂ ଧନୁ ତୀର ଜବତ ହୋଇଛି। ବର୍ତ୍ତମାନ ସୁଦ୍ଧା ଘଟଣାସ୍ଥଳରେ ସର୍ଚ୍ଚ ଅପରେଶନ୍ ଜାରି ରହିଥିବା ବସ୍ତର ପୁଲିସ ପକ୍ଷରୁ ସୂଚନା ମିଳିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର