ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଆସନ୍ତା ରବିବାରରୁ ଭୁବନେଶ୍ୱରରେ ଆୟୋଜିତ ହେବ ରାହାଗିରି

The Sakala Picture
Published On

ଭୁବନେଶ୍ୱର : ଆସନ୍ତା ରବିବାରରୁ ଭୁବନେଶ୍ୱରରେ ଆୟୋଜିତ ହେବ ରାହାଗିରି । ଦୀର୍ଘ ବର୍ଷ ବ୍ୟବଧାନରେ ପୁଣି ଆୟୋଜିତ ହେବ ରାହାଗିରି। ସ୍ମାର୍ଟ ଜନପଥରେ ହେବ ବିଭିନ୍ନ କାର୍ଯ୍ୟକ୍ରମ। 25ତାରିଖରେ ଭୁବନେଶ୍ୱର ଫେରିବ ବିଶ୍ୱକପ ହକିର ଟ୍ରଫି। ଟ୍ରଫିକୁ ସ୍ୱାଗତ କରିବାକୁ ଆୟୋଜିତ ହେବ ବହୁ କାର୍ଯ୍ୟକ୍ରମ। ମିନି ମାରାଥନ ସହ ରାଜରାସ୍ତାରେ ଅନୁଷ୍ଠିତ ହେବ ବିଭିନ୍ନ ବର୍ଗଙ୍କ ମଧ୍ୟରେ ପ୍ରତିଯୋଗିତା। ବିଏମସି, ବିଡିଏ ଓ ସ୍ମାର୍ଟସିଟି ପକ୍ଷରୁ ଆୟୋଜିତ ହେବ ଏସବୁ କାର୍ଯ୍ୟକ୍ରମ। ଏଥିପାଇଁ ଆଜି […]

ଭୁବନେଶ୍ୱର : ଆସନ୍ତା ରବିବାରରୁ ଭୁବନେଶ୍ୱରରେ ଆୟୋଜିତ ହେବ ରାହାଗିରି । ଦୀର୍ଘ ବର୍ଷ ବ୍ୟବଧାନରେ ପୁଣି ଆୟୋଜିତ ହେବ ରାହାଗିରି। ସ୍ମାର୍ଟ ଜନପଥରେ ହେବ ବିଭିନ୍ନ କାର୍ଯ୍ୟକ୍ରମ। 25ତାରିଖରେ ଭୁବନେଶ୍ୱର ଫେରିବ ବିଶ୍ୱକପ ହକିର ଟ୍ରଫି। ଟ୍ରଫିକୁ ସ୍ୱାଗତ କରିବାକୁ ଆୟୋଜିତ ହେବ ବହୁ କାର୍ଯ୍ୟକ୍ରମ। ମିନି ମାରାଥନ ସହ ରାଜରାସ୍ତାରେ ଅନୁଷ୍ଠିତ ହେବ ବିଭିନ୍ନ ବର୍ଗଙ୍କ ମଧ୍ୟରେ ପ୍ରତିଯୋଗିତା। ବିଏମସି, ବିଡିଏ ଓ ସ୍ମାର୍ଟସିଟି ପକ୍ଷରୁ ଆୟୋଜିତ ହେବ ଏସବୁ କାର୍ଯ୍ୟକ୍ରମ। ଏଥିପାଇଁ ଆଜି ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ବସିବ ପ୍ରସ୍ତୁତି ବୈଠକ ।

19 Dec 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର